Browsing Tag

padampur news

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ବନୁପାଲି ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌ଏଲ୍‌ସିସି ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ଖେଳରେ ବନୁପାଲି ଦଳ ଦହିତା ଦଳକୁ ହରାଇ ଏବଂ ମଳମଣ୍ଡା ଦଳ ଗଇଲଗୁଡ଼ା ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ
Read More...

ପଦ୍ମପୁର ଓକିଲ ସଂଘର ଆନ୍ଦୋଳନ ପହଞ୍ଚିଲା ଦ୍ୱିତୀୟ ଦିନରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦ୍ଵିତୀୟ ଦିନରେ ବି ଅଚଳାବସ୍ଥା ଜାରି, ଗତକାଲିଠାରୁ ପଦ୍ମପୁର ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି । ଉପଜିଲ୍ଲାପାଳ କୋର୍ଟ କାର୍ଯ୍ୟକ୍ଷମ ନହେବା, ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କ ମନମୁଖୀ କାର୍ଯ୍ୟକଳାପ ଓ
Read More...

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ରେଣୁକା ସାହୁ ପାଇକମାଳ ବ୍ଲକ ଟପ୍ପର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ୨୦୨୧-୨୨ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ପାଇକମାଲ ବ୍ଲକ ମାଣ୍ଡୋସିଲ କ୍ଲଷ୍ଟରର ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କୁମାରୀ ରେଣୁକା
Read More...

ପଦ୍ମପୁର ଓକିଲ ସଂଘର ତାଲାବନ୍ଦ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ଏକ ବଡ଼ ଉପଖଣ୍ଡ ହେବା ସତ୍ତ୍ୱେ ବିଭିନ୍ନ ଅଫିସିଆଲ୍ ପଦପଦବୀ ଖାଲି ରହିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କୋର୍ଟରେ ଗତ
Read More...

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଉଦ୍‌ଘାଟିତ : ଆମ୍ବବାହାଲ ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌ଏଲ୍‌ସିସି ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ଆମ୍ବବାହାଲ ଦଳ ବାଞ୍ଜେନମୁଣ୍ଡା ଦଳକୁ ଓ ପରବର୍ତ୍ତୀ ମ୍ୟାଚରେ ଦହିତା
Read More...

ପରିବର୍ତ୍ତନର ସ୍ଲୋଗାନ ସହ ଧାରୋଲ ଗ୍ରାମରୁ ବିଜେପିର ନିର୍ବାଚନ ପ୍ରଚାର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବର୍ତ୍ତନର ସ୍ଲୋଗାନ ଦେଇ ଭାରତୀୟ ଜନତା ପାର୍ଟି ପଦ୍ମପୁରର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଧାରୋଲ ଗ୍ରାମରୁ ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିଛି । ବିଜେପିର ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର ସଭାରେ
Read More...

ଜମଲା ଗ୍ରାମ ପଞ୍ଚାୟତରେ ସରପଞ୍ଚ ହେଲେ ଐଶ୍ୱର୍ଯ୍ୟା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅଧୀନସ୍ଥ ଜମଲା ଗ୍ରାମ ପଞ୍ଚାୟତରେ ନିଦ୍ୱର୍ନ୍ଦରେ ଐଶ୍ୱର୍ଯ୍ୟା ପାଣିଗ୍ରାହୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ପଦ୍ମପୁର ବ୍ଲକ ଯୁବ ବିଜେଡ଼ି ସଭାପତି ମନୋରଂଜନ ପୁରୋହିତଙ୍କ ଧର୍ମପତ୍ନୀ ତଥା ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ
Read More...

ସରପଞ୍ଚ ପ୍ରାର୍ଥନୀଙ୍କ ସ୍ୱାମୀଙ୍କ ଦାଦାଗିରି : ଥାନାରେ ମାମଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥନୀଙ୍କ ସ୍ୱାମୀ କ୍ଷିତିଶ ସାହୁ ଓ ତାଙ୍କ ସଂପର୍କିୟ ଭୋଜରାଜ ସାହୁ, ପୃଥ୍ୱୀରାଜ ସାହୁ ଅପରପକ୍ଷ ସମର୍ଥକଙ୍କୁ ମାଡପଟି କରିବା, ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରି ହତ୍ୟା କରିବାର ଧମକ ଦେବା ଘଟଣା
Read More...

ଯୁବନେତା ତପନ ବେଣ୍ଟକାରଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାର ଧାରାରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଇକମାଲ ବ୍ଳକର କେଛୋଦାଦର ଗ୍ରାମର ଟାଣୁଆ ଯୁବ ନେତା ତପନ
Read More...

ଫସଲ ବୀମା ୨୦୨୧ ରିଜେକ୍ଟ ପଲିସି ଭେରିଫିକେସନ୍‌ ପାଇଁ ରାଜବୋଡାସମର କୃଷକ ସଂଗଠନ ପକ୍ଷରୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ କୃଷି କାର୍ଯ୍ୟାଳୟଠାରେ ଫସଲ ବୀମା ୨୦୨୧ ରିଜେକ୍ଟ ପଲିସି ଭେରିଫିକେସନ୍‌ କରିବା ପାଇଁ ରାଜବୋଡାସମ୍ବର କୃଷକ ସଂଗଠନର ପ୍ରତିନିଧି ଓ ଚାଷୀମାନଙ୍କୁ ଡକା ହୋଇଥିଲା । ଇନ୍ସୁରେନ କମ୍ପାନୀର କର୍ମଚାରୀ ଖାଲି
Read More...