Browsing Tag

padampur news

କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ପୂଜାରେ କର୍ତ୍ତା ଭାବରେ
Read More...

୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ : ସିଂହନପୁର ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଆମ୍ବବାହାଲଠାରେ ମା' ସମଲେଶ୍ଵରୀ ସ୍ପୋଟିଂ ଦ୍ଵାରା ଆୟୋଜିତ ୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି‌ । ୩୨ ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଯୁବ ନେତା
Read More...

ପୁରେନା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ମଇ ୨୫ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ତିନି ଦିନ ଧରି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ନାମ ଯଜ୍ଞର ତୃତୀୟ ଦିନରେ ନାମ ସମାପନ ସହ ପୂର୍ଣ୍ଣାହୁତି ପରେ ଦହି
Read More...

ବୀମା ଓ ମରୁଡି ସହାୟତା ରାଶି ପ୍ରଦାନ ଦାବୀରେ ରାଜବୋଡାସମ୍ବର କୃଷକ ସଂଗଠନର ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମରୁଡି ପ୍ରପୀଡ଼ିତ ପଦ୍ମପୁର ସବ ଡିଭିଜନ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଲେବିଡି ନାଲାର ଆମ୍ବ ବୁରେଇଠାରେ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ଚାଷୀମାନଙ୍କୁ ନେଇ ସଂଗଠନର ସଭାପତି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ
Read More...

ଛେଳି ପାଇଁ ଯୁବକ ଜୀବନ ଗଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ଥାନା ମିଠାପାଲି ଗ୍ରାମ ପଞ୍ଚାୟତ ଲଉଡମାଲ ଗ୍ରାମରେ ସେହି ଗ୍ରାମର ଲକ୍ଷ୍ମଣ ଭୁଏ (୨୪) ନାମକ ଜଣେ ଯୁବକ ଛେଳି ପାଇଁ ଡାଳ କାଟୁଥିବା ବେଳେ ୩୩ କେଭି ବିଜୁଳି ସଂସ୍ପର୍ଷରେ ଆସି ତାଙ୍କ ମୃତ୍ୟୁ ହୋଇଯାଇଛି । ମୃତଦେହ ଏକ ଗଛରେ ଝୁଲୁଥିବା କିଛି ଲୋକ
Read More...

ଷୋହଳ ପ୍ରହର ନାମଯଜ୍ଞର ଦ୍ଵିତୀୟ ଦିବସରେ ମହାମନ୍ତ୍ର ଧ୍ୱନିରେ ପ୍ରବାହିତ ପୁରେନା ଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମରେ ତିନି ଦିନ ବ୍ୟାପୀ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ନାମଯଜ୍ଞ ଆରମ୍ଭରୁ ପ୍ରହର ଅନୁସାରେ ଭଗବାନଙ୍କଠାରେ ଭୋଗ ସହ ହୋମ ଅନୁଷ୍ଠିତ ହୋଇଅଛି । ମହାମନ୍ତ୍ର ଧ୍ୱନିରେ
Read More...

ଖାଉଟି ବଜାରରେ ନିଆଁ : ଟମାଟୋ ୧୦୦କୁ ବ୍ରଏଲର ୨୪୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ହାଣ୍ଡିଶାଳରେ ମହଙ୍ଗା ମାଡ । ଲେମ୍ବୁ ଟମାଟୋ ପରେ ଏବେ ଆମିଷ ବଜାରରେ ଦର ବୃଦ୍ଧି ପାଇଛି । ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ମଧ୍ୟବିତ୍ତ ପରିବାରର ଚିନ୍ତା ବଢାଉଛି । ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଟମାଟୋ ୧୦୦ ଟଙ୍କାରେ
Read More...

ଆଦର୍ଶ ଗାଁରେ ବସୁଧା ଯୋଜନା ଫେଲ ମାରିଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଗାଁରେ ବସୁଧା ଯୋଜନା ଫେଲ ମାରିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମ ପଞ୍ଚାୟତର ବ୍ରାହ୍ମଣଡିହି ଗାଁକୁ ସରକାର ଆଦର୍ଶ ଗ୍ରାମ ଘୋଷଣା କରିଥିଲେ । ପ୍ରାୟ ୧୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ
Read More...

ପଦ୍ମପୁରରେ ପ୍ରଥମ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଜ୍ୟେଷ୍ଠ ଷଷ୍ଠୀକୁ ଶୀତଳ ଷଷ୍ଠୀ ରୂପରେ ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ମାତା ପାର୍ବତୀ ଏବଂ ବାବା ଭୋଳା ଶଙ୍କରଙ୍କ ବିବାହ ପରେ ଏହିଦିନ ହିଁ ଯୁଗଳ ମୂର୍ତି ଭକ୍ତଙ୍କୁ ଦର୍ଶନ ଦେବାର ମାନ୍ୟତା ଏବଂ ପରମ୍ପରା ବହୁ ପୁରାତନ । ଏଣୁ ଏହି
Read More...

ଗୁଦେରପାଲି କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ନିମ୍ନ ମାନର ଏକ ମାତ୍ର କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଗାଁକୁ ଅଣଦେଖା କରୁଥିବା ଅଭିଯୋଗ
Read More...