Browsing Tag

padampur news

ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମଦିନ ପାଳନ ହୋଇଯାଇଛି । ଏହି ଅବସରରେ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀମାନଙ୍କ ଦ୍ୱାରା ଜନ୍ମଦିନ ସ୍ମରଣ ଉଦ୍ଦେଶ୍ୟରେ ଏକ "ବରଗଛ" ରୋପଣ କରାଯାଇଛି । ଏକ
Read More...

ବର୍ଷା ଅଭାବ ଯୋଗୁଁ ଗାଇସିଲେଟରେ ମାଣ୍ଡିଆ ଚାଷ ବାଧାପ୍ରାପ୍ତ : ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଅଭାବୀ ବର୍ଷା ପାଇଁ ମାଣ୍ଡିଆ ଚାଷ ବାଧାପ୍ରାପ୍ତ ହେବାରେ ଲାଗିଛି । ସୂଚନା ଅନୁସାରେ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସଂଗଠନ ଦେବଦତ୍ତ କ୍ଲବ୍ ଓ କୃଷି ବିଭାଗର ମିଳିତ ଉଦ୍ୟମରେ
Read More...

ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ସରକାରଙ୍କୁ ଅନ୍ତିମ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର କୃଷକ ସଂଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ଵରେ ପଦ୍ମପୁର ଗୋରୁ ବଜାରଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀମାନ୍ନଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରାଯାଇ ରାଜବୋଡାସମ୍ବର କୃଷକ ସଂଗଠନ
Read More...

ରାଜବୋଡାସମ୍ବର କୃଷକ ସଂଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ନିସର୍ଗ ନିବାସଠାରେ ରାଜବୋଡାସମ୍ବର କୃଷକ ସଂଗଠନ ପାଇକମାଲ ଓ ଝାରବନ୍ଧ ବ୍ଲକର ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇ ୨୦୨୧ ମସିହା
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କାଳୀଚରଣ ଦୁବେଙ୍କ ସଭାପତିତ୍ୱରେ ଅନୁଷ୍ଠାନର ୫୭ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ
Read More...

ବୃକ୍ଷ ରୋପଣ ପାଇଁ ନିଆରା ଅଭିଯାନ : ସ୍କୁଲରେ ପିଲାଟିଏକୁ ଚାରାଟିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଭ୍ୟତା ଆରମ୍ଭ ହୋଇଛି ଜଙ୍ଗଲରୁ । ଜୀବଜଗତ ବଂଚୁଛି ମଧ୍ୟ ବୃକ୍ଷ ପାଇଁ । ମାତ୍ର ଦୁଃଖର କଥା ମଣିଷର ସର୍ବଦା ସଂଗ୍ରାମ ସେଇ ଜଙ୍ଗଲ ସହିତ । ଫଳରେ ଭୟଙ୍କର ସଂକଟରେ ଗତି କରୁଛି ମଣିଷ । ସାଂପ୍ରତିକ ସମାଜରେ କେବଳ ଆତଙ୍କିତ ସମାଜ ପାଇଁ ଏକମାତ୍ର ବିକଳ୍ପ
Read More...

ରାସ୍ତା ମରାମତିର ୬ ଲକ୍ଷ ଟଙ୍କା ଚଳୁ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୯-୨୦ ବର୍ଷରେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚୁହାପାଲିରୁ ଝାରବନ୍ଧ ବ୍ଲକର ଧନେଶ୍ଵର ପର୍ଯ୍ୟନ୍ତ ୬ କି.ମି. ଜଙ୍ଗଲ ରାସ୍ତା ମରାମତି ନାମରେ ଆସିଥିବା ୬ ଲକ୍ଷ ଟଙ୍କା ବିନା କାମରେ ବିଲ କରି ଟଙ୍କା ଉଠାଇ ନେଇଥିବା ନେଇ ବରଗଡ ଜିଲ୍ଲାପାଳଙ୍କ ଠାରେ
Read More...

ଜେନିଥ ଲାୟନ୍ସ ଗୁରୁକୂଳରେ ସମ୍ବଲପୁରୀ ଦିନ୍‌ ପାଳିତ

ଲୋକାଭିମୂଖୀ ହେଉଛି ସମ୍ବଲପୁରୀ ସାହିତ୍ୟ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଝାଁକରପାଲିଠାରେ ଥିବା ଜେଲିଥ ଲାୟନ୍ସ ଗୁରୁକୂଳ ବିଦ୍ୟାଳୟଠାରେ ସମ୍ବଲପୁରୀ ଦିନ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ପୌରାହିତ୍ୟରେ
Read More...

ପଦ୍ମପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାରା ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ଯୁବ ରେଡକ୍ରସ ତରଫରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗ ଦେଇ ପରିବେଶ ପ୍ରଦୂଷଣ ପାଇଁ
Read More...

ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପଲସଦା ଆୟୁର୍ବେଦ ଚିକିତ୍ସା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ପଲସଦା ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ବରିଷ୍ଠ ଅଧିକାରୀ ଡା ମନୋରଞ୍ଜନ ଦେବତା ପବିତ୍ର ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହ ଆୟୁର୍ବେଦ କେନ୍ଦ୍ର ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ, ନୃସିଂହନାଥର ପ୍ରଥମ
Read More...