Browsing Tag

padampur news

ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟର ବାର୍ଷିକ ଉତ୍ସବ ପଦ୍ମପୁର ସ୍ଥିତ ଓଡିଶା ରାଜ୍ୟ କାର୍ଯ୍ୟାଳୟଠାରେ ପାଳନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ଓଡିଶା ରାଜ୍ୟ ସଂଯୋଜିକା ଶ୍ରୀମତୀ ସରସ୍ଵତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହିଲାଙ୍କ ଉତ୍ଥାନ
Read More...

ମରଣଯନ୍ତା ପାଲଟିଛି ପାଇକମାଲ ମୁଖ୍ୟଛକ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଜୁ ଏକ୍ସପ୍ରେସ ୱେ ରାସ୍ତାରୁ ଝାରବନ୍ଧ ପଟକୁ ସଂଯୋଗ କରିଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ସୂଚନା ଅନୁସାରେ ପାଇକମାଲ ମୁଖ୍ୟଛକ ଝାରବନ୍ଧ ପଟକୁ ଯାଉଥିବା ରାସ୍ତାରେ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି
Read More...

ପଦ୍ମପୁର କେନ୍ଦୁପତ୍ର ଡିଭିଜନର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନର ପାଇକମାଲ, ମିଠାପାଲି, ଚୁହାପାଲି, ଝାରବନ୍ଧ, ଜଗଦଲପୁର, ପଦ୍ମପୁର, ଗାଇସିଲେଟ, ମେଲଛାମୁଣ୍ତା, ସୋହେଲା ରେଞ୍ଜର ଶତାଧିକ ସଂଘର ସଦସ୍ୟଙ୍କ ଉପସ୍ଥିତରେ ନୃସିଂହନାଥ ସ୍ଥିତ କେନ୍ଦୁପତ୍ର କେନ୍ଦ୍ରୀୟ
Read More...

ଲଖମରା ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଖମରା ସରସ୍ୱତୀ ଶିଶୁ ମନ୍ଦିରଠାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାରମ୍ଭଠାରୁ ଅଷ୍ଟମ ଶ୍ରେଣୀର ଭାଇ ଭଉଣୀଙ୍କ ଅଭିଭାବିକା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲଖମରା ମହାବିଦ୍ୟାଳୟର
Read More...

ବଣୁଆ ହାତୀ ଆକ୍ରମଣ : ଅଳ୍ପକେ ବର୍ତ୍ତିଲେ କେନ୍ଦୁପତ୍ର ବନ୍ଧାଳି ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ଗାଁ ମାନଙ୍କରେ ବାରମ୍ୱାର ହାତୀ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି । ଏହା ପ୍ରତ୍ୟେକ ବର୍ଷର ଏକ ନିତିଦିନିଆ ଘଟଣା ରୂପେ ପ୍ରତିପାଦିତ ହୋଇଛି । ଅନେକ ଧନ ଜୀବନ ନଷ୍ଟ ହେଉଥିବାର ଦେଖା
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ମନ୍ଦିରର ଅଭିଭାବିକା ଶ୍ରୀମତୀ ଜ୍ୟୋତି ସାହୁ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ବିଦ୍ୟାଳୟର
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ବଗିଚା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମାଜ ସେବୀ ନିରୋଜ ଦୋରା, ସଭାପତି ପୃଥିରାଜ ସାହୁ, ସମ୍ପାଦକ
Read More...

ଶିକ୍ଷକ ଓ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆଜି ଶିକ୍ଷକ ଓ ଅଭିଭାବକ ବୈଠକ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ତ୍ରିଲୋଚନ ନାଏକ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ
Read More...

ପଥୁରୀ ଗ୍ରାମରେ ଶ୍ରୀରାମ ମନ୍ଦିର ନିର୍ମାଣ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଥୁରୀ ଗ୍ରାମବାସୀଙ୍କ ଉଦ୍ୟମରେ ଶ୍ରୀରାମ ମନ୍ଦିର ନିର୍ମାଣ ଶୁଭାରମ୍ଭ ହୋଇଯାଇଛି । ଶ୍ରୀରାମ ମନ୍ଦିର ଶୁଭାରମ୍ଭରେ ଶାନ୍ତିଶିଳ୍ପୀ ଅଜୁର୍ନ ଗିଙ୍ଗିରାଙ୍କ ଦ୍ୱାରା ନିର୍ମାଣ ଶୁଭାରମ୍ଭ କରିଥିଲେ ।
Read More...

ନିଟ୍‌ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ହେମକାନ୍ତ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ହୀରାପାଲି ଗ୍ରାମର ବାଉସେନମୁରା ପଂଚାୟତ ହେମକାନ୍ତ ସାହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କରୁ ୬୬୦ ମାର୍କ ରଖି ସେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ
Read More...