Browsing Tag

padampur news

ପଦ୍ମପୁରରେ ବନଦୁର୍ଗା ମନ୍ଦିରରେ ଚୈତ୍ର ପର୍ବ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ମା' ବନ ଦୁର୍ଗା ମନ୍ଦିର ଠାରେ ଆଜି ଗୁରୁବାର ଚୈତ୍ର ଅମାବାସ୍ୟା ତଥା ପ୍ରତିପଦା ଦିନ ସକାଳ ୮ ଘଣ୍ଟା ସମୟରେ ମା'ଙ୍କ ଶ୍ରଦ୍ଧାଳୁଙ୍କ ସମେତ କର୍ତ୍ତା ଦାୟିତ୍ୱ ତୁଳାଇଥିବା ସୁଶାନ୍ତ ପଟ୍ଟନାୟକ ଓ ତାଙ୍କ ସହ ଧର୍ମିଣୀ ବିଜୟ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କଥନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜୀବନାନନ୍ଦ
Read More...

ପଦ୍ମପୁର ଏନ୍.ଏ.ସି.ରେ ନିୟମ ଉଲ୍ଲଂଘନ କରି ଚାଲିଛି ଆମିଷ ଦୋକାନ : ପ୍ରଶାସନର ଦୃଷ୍ଟି ଆକର୍ଷଣ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ଛତୁଫୁଟିଲା ପରି ଖୋଲି ଚାଲିଛି ଆମିଷ ଦୋକାନ । ଆମିଷ ବ୍ୟବସାୟୀ ନିୟମ ଅନୁସରଣ ନକରି ଆମିଷ ଦୋକାନ ଖୋଲି ଚଳାଉଥିବା ଅଭିଯୋଗ ହେଉଛି । ମନଇଚ୍ଛା ଆମିଷ ବ୍ୟବସାୟୀ ମାନେ କଲେଜ ରୋଡ, ଜଗଦଳପୁର ରୋଡ, ବରଗଡ ରୋଡ, ଗାଇସିଲେଟ ରୋଡ, ପାଟଣାଗଡ ରୋଡ
Read More...

ସିରଜିନା ଉତ୍ସବ ଓ ନାଟକ ପ୍ରତିଯୋଗିତାରେ ଦୁଲୁକିବ ଭେଉଁରିଆ ଗାଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଏପ୍ରିଲ୍ ମାସ ୩ ତାରିଖ ଏବଂ ୪ ତାରିଖ ଦିନ ଭେଉଁରିଆ ଗାଁରେ ପାଳନ ହେବାକୁ ଯାଉଛି ୩୨ତମ ସିରଜିନା ଉତ୍ସବ ଓ ପ୍ରଥମ ଶିଶୁ ନାଟକ ପ୍ରତିଯୋଗିତା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଦୁଲଦୁଲି ବଜାର ତାଳେ ତାଳେ ମା' ସମଲେଇଙ୍କର ପୂଜନୋତ୍ସବ କରାଯିବ ।
Read More...

ଆନ୍ତର୍ଜାତିକ ମହିଳା ଦିବସରେ ଚାରା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଆଜି ପ୍ରକୃତିବନ୍ଧୁ ମୀନକେତନ ସାହୁ ଏକ ଅଭିନବ କାର୍ଯ୍ୟକ୍ରମ କରିଥିଲେ । ମହିଳା ଦିବସ ଅବସରରେ ମହିଳାମାନଙ୍କୁ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।
Read More...

ପାଇକମାଲରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ
Read More...

ବିସ୍ଥାପନ ବିହୀନ ଜଳ ସେଚନ ପାଇଁ ଉଠିଲା ଦାବୀ

ଅନାଦିବାହାଲ ଓ ମନବୋଧପାଲି ପ୍ରକଳ୍ପ ଆଉ କେବେ ? ପଦ୍ମପୁର, (ନିରୋଜ କୁମାର ପାଣୀ) : କ୍ରମାଗତ ମରୁଡି ଅଣଜଳସେଚିତ ପଦ୍ମପୁର ଉପଖଣ୍ଡର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । ପଦ୍ମପୁର ଉପଖଣ୍ଡର ଜୀବନରେଖା ହେଉଛି ଅଙ୍ଗନଦୀ କିନ୍ତୁ ବର୍ଷା ଜଳର ସୁପରିଚାଳନା ଅଭାବରୁ ତଥା ରାଜନୈତିକ
Read More...

ପିଇବା ପାଣି ପାଇପ ବିଛାଇବା ଆଳରେ ମାଟି ଖୋଳି ଠିକାଦାର ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ), ପଦ୍ମପୁର ସହରାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଇପ ଯାଗେ ପାଣି ଯୋଗାଇ ଦିଆଯାଏ । ପଦ୍ମପୁର ଏନ୍‌ଏସି ଅଧିନସ୍ଥ ସୂର୍ଯ୍ୟନଗର ଅଞ୍ଚଳର ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ ନିକଟସ୍ଥ ଗଳିରେ ଆଜିଯାଏ
Read More...

ପଦ୍ମପୁରରେ ମୋଟର ସାଇକଲ ଉପରେ ଚଢ଼ାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଭେଉରିଆ ଛକ, ଥାନା ଛକଓ କଚେରୀ ଛକ ପରି ବ୍ୟସ୍ତ ବହୁଳ ଅଂଚଳ ଗୁଡିକରେ ଯୁବକ ମାନଙ୍କର ବେପାରୁଆ ଓ ଅନିୟନ୍ତ୍ରିତ ବାଇକ ଚାଳନା ଦିନକୁ ଦିନ ବଢ଼ି ଯାଉଥିବାରୁ ଆଜି ପଦ୍ମପୁର ପୋଲିସ ପକ୍ଷରୁ ପୂର୍ବାହ୍ନ ସମୟରେ ଭେଉଁରିଆ ଛକରେ ଦୁଇ ଚକିଆ ମୋଟର
Read More...

ବାଦିମାଲ କୁଷ୍ଠାଶ୍ରମରେ ଚେତନା ପରିଷଦ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜସେବା ଓ ମାନବିକତାର ଉଦ୍ଦେଶ୍ୟରେ ଚେତନା ପରିଷଦ ପଦ୍ମପୁର ପକ୍ଷରୁ ବାଦିମାଲ କୁଷ୍ଠାଶ୍ରମରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆଶ୍ରମବାସୀମାନଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଚାଉଳ, ଡାଲି,
Read More...