Browsing Tag

padampur news

ଚେରଙ୍ଗାଝାଞ୍ଜ ଗ୍ରାମ ପାଖରେ ବୁଲୁଛି ଜଙ୍ଗଲୀ ହାତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମ ପାଖରେ ଏକ ଜଙ୍ଗଲୀ ହାତୀ ବୁଲୁଥିବା ଜଣାପଡିଛି । ହାତୀଟି ଗନ୍ଧମାର୍ଦ୍ଦନ ପର୍ବତରୁ ଆସିଥିବା ଅନୁମାନ କରାଯାଉଛି । ହାତୀର ଉପସ୍ଥିତି ଜାଣିବା ପରେ ବନ ବିଭାଗ ହାତୀକୁ ନିଜ
Read More...

ପଦ୍ମପୁର ଗର୍ନ୍ଧମାର୍ଦ୍ଦନ ଏକାଡେମୀ ଅଫ୍ ସାଇନ୍ସ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୈଜ୍ଞାନିକ ମନୋବୃତ୍ତିର ଏବଂ ସୃଜନଶୀଳ ଚିନ୍ତାଧାରାକୁ ଉତ୍ସାହିତ କରିବା ପାଇଁ ଗର୍ନ୍ଧମାର୍ଦ୍ଦନ ଏକାଡେମୀ ଅଫ୍ ସାଇନ୍ସ ପଦ୍ମପୁର ଗତ ୦୬ ଅଗଷ୍ଟ ୨୦୨୩ରେ ରାଜାପଡା ପଦ୍ମପୁରଠାରେ ଏହାର କେନ୍ଦ୍ରରେ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଘଓଐ ଟଝଇରେ
Read More...

ପଦ୍ମପୁର ନାଗରିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ରାଜାଜୀ ଟାଉନ ହଲ ପରିସରରେ ନାଗରିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ମହେନ୍ଦ୍ର କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଅଜିତ ଶତପଥି ସାଗତ ଭାଷଣ ପ୍ରଦାନ କରିଥିଲେ । କମିଟିର ଦିବଂଗତ ସଭ୍ୟ ଉଦୟ ରଞ୍ଜନ
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କମ୍ପୁଟର ମାଧ୍ୟମରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ପଦ୍ମପୁର ଟାଉନ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ତାପାଲି ବୀର ମହାରାଜପୁରର ମିଳିତ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି ।
Read More...

ଲଗାଣ ବର୍ଷାରେ ଭୁଶୁଡ଼ି ଗଲା ଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ଚିଖିଲି ଗାଁର ମନସି ଛତର (୬୫)ଙ୍କ ମାଟିଛପର ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଛି । ଘର ଭାଙ୍ଗି ବାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଗାଇସିଲେଟ ବ୍ଲକ ପ୍ରଶାସନର ଦେଖା ଦର୍ଶନ ନାହିଁ ।
Read More...

ଆଯୋଗ୍ୟଙ୍କୁ ମିଳୁଛି ଆବାସ, ଯୋଗ୍ୟ ଲୋକେ ହେଉଛନ୍ତି ବଞ୍ଚିତ : ଦୃଢ଼ ପ୍ରତିବାଦ କରିବ ଆଦିବାସୀ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଖପୁରିଡ଼ିହି ଗ୍ରାମର ଆଦିବାସୀ ସଂପ୍ରଦାୟର ଦୁଲସିଂ ମାଝୀ(୬୮) ଓ ତାଙ୍କ ପତ୍ନୀ ଶ୍ରୀମତୀ ବିମଳା ମାଝୀ(୬୩)ଙ୍କୁ ଏବେ ପର୍ଯ୍ୟନ୍ତ ସରକାରଙ୍କଠାରୁ ବାର୍ଦ୍ଧକ୍ୟ
Read More...

ପାଇକମାଲ ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ସଭାଗୃହଠାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଏ ବିଡିଓ ଦେବାଶିଶ ସେହ୍ନାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଭାରେ ଡବ୍ଲୁଇଓ ସୁନିଲ ଭୋଇ ସଭାର ଉଦ୍ଦେଶ ଜ୍ଞାପନ ସହ ଗତ ବର୍ଷର
Read More...

ପଦ୍ମପୁର ସରକାରୀ ବାକିକା ଉଚ୍ଚ ବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୫୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବିଦ୍ୟାଳୟର ପତାକା ଉତ୍ତୋଳିତ ହେଲା ପରେ ସମସ୍ତ ଛାତ୍ରୀ ଓ ଶିକ୍ଷକ
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ବଳଦ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡ ଗ୍ରାମରେ ଆଜି ୧୧.୩୦ସମୟରେ ଭେରୁଆମୁଣ୍ଡ ଗ୍ରାମର ଦୟାନନ୍ଦ ମାଝୀଙ୍କ ଗୋଟିଏ ବଡ ବଳଦ ଆନୁମାନିକ ୩୦ହଜାର ପାଖାପାଖି ହେବ ଘରକୁ ଫେରୁଥିବା ସମୟରେ ଗ୍ରାମର ବିଦ୍ୟୁତ୍ ଟ୍ରାନସଫର୍ମରରେ ଲାଗି
Read More...

ବନ୍ୟା ବିପନ୍ନ ଅଞ୍ଚଳ ଅନୁଧ୍ୟାନ ପାଇଁ ପହଞ୍ଚିଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁଇଦିନ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ଲଗାଣ ଦୁଇ ଦିନରେ ଗାଇସିଲେଟ ବ୍ଲକରେ ୨୧୦ମିମି ବର୍ଷା ରେକର୍ଡ
Read More...