Browsing Tag

padampur news

ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ଛାଡି ସ୍ତ୍ରୀ ଫେରାର ଥାନାରେ ଏତଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ଅନ୍ତର୍ଯ୍ୟାମୀ ତାଣ୍ତିଙ୍କର ପତ୍ନୀ ସୂର୍ଯ୍ୟକାନ୍ତି ତାଣ୍ତି ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ଛାଡି କୁଆଡ଼େ ଚାଲି ଯାଇଛନ୍ତି ବୋଲି ସ୍ବାମୀ
Read More...

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ପଦ୍ମପୁର ଉପଜିଲ୍ଲାପାଳ, ଝାରବନ୍ଧ ବିଡ଼ିଓ, ତହସିଲଦାର୍ ଓ ସମସ୍ତ
Read More...

ଉପଜିଲ୍ଲାପାଳଙ୍କ ନିଲଜିପତରାର ମଧ୍ୟମ ଜଳସେଚନ ପ୍ରକଳ୍ପ ନିରୀକ୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲଉଡିର୍ଦାହା ପଞ୍ଚାୟତର ନିଲଜିପତରା ଗ୍ରାମବାସୀ ତାଙ୍କ ଗ୍ରାମରେ ଥିବା ମଧ୍ୟମ ଜଳସେଚନ ପ୍ରକଳ୍ପ ‘ଘାଟି’ରୁ ସଞ୍ଚିତ ବର୍ଷାଜଳ ଚାଲି ଯାଉଥିବା ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
Read More...

ନକଲି ପାଉଚ ମଦ କାରଖାନାରେ ଚଢଉ, ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅବକାରୀ ବିଭାଗ ପକ୍ଷରୁ ଏକ ନକଲି ପାଉଚ କାରଖାନକୁ ଠାବ କରି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ସୂବର୍ଣ୍ଣ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ରଶ୍ମିତା ଲାକ୍ରା, ପଦ୍ମପୁର
Read More...

ସୁକତେଲ ଡେମ୍‌ରୁ ଗାଇସିଲେଟ ଅଞ୍ଚଳକୁ ପାଣି ଯୋଗାଇ ଦେବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁକତେଲ ଡେମ୍‌ରୁ ଗାଇସିଲେଟ ଅଞ୍ଚଳକୁ ପାଣି ଯୋଗାଇ ଦେବା ପାଇଁ ଦାବୀ ହୋଇଛି । କୁହାଯାଇଛି ଯେ, ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନର୍ଗତ ଚିର ମରୁଡି ଓ ଦାଦନ ପ୍ରବଣ ଅଞ୍ଚଳ ଗାଇସିଲାଟ ବ୍ଲକ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସବୁ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୯ତମ ପ୍ରତିଷ୍ଠା ଦିବସ ପାଳିତ : ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ସଂକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ୩୯ଟି ଦୀପ ପ୍ରଜ୍ୱଳନ, ୩୯ଟି ବୃକ୍ଷ ରୋପଣ ଓ ୩୯ଟି ତୀରନ୍ଦାଜ ସହ ପାଳିତ ହୋଇ ନୂଆପଡା, ବଲାଙ୍ଗିର, କଳାହାଣ୍ଡି,
Read More...

ମାଡପିଟ କେସରେ କେନ୍ଦୁପତ୍ର ଚେକର କୋଷାରାମ ନାୟକ ପଦ୍ମପୁର ଜେଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ମହିଳାଙ୍କୁ ମାଡପିଟ କରି ଟଣା ଓଟରା କରିଥିବା ଅଭିଯୋଗରେ ଝାରବନ୍ଧ ଥାନାରେ ବିଲାସପୁର ଗ୍ରାମ ସ୍ଥିତ ଲାଲମାଟିଆର କେନ୍ଦୁପତ୍ର ଚେକର କୋଷାରାମ ନାୟକଙ୍କୁ ଝାରବନ୍ଧ ପୋଲିସ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ସେ
Read More...

ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ ଜିଲ୍ଲା କମିଟିର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀନୃସିଂହନାଥଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ପ୍ରତିଷ୍ଠାତା ଲଢୁଆ ନେତା ସଂଗ୍ରାମୀ ନେତା ଗୋବର୍ଦ୍ଧନ ଭୋଏ ଯୋଗଦାନ
Read More...

ଆଇନ ଛାତ୍ରୀ ଅନିତା ପ୍ରଧାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ କନିଷ୍ଠା କନ୍ୟା ଅନିତା ପ୍ରଧାନଙ୍କ ୨୨ ବର୍ଷ ବୟସରେ ଗତ ୧୧ ତାରିଖ ଦିନ କୁମାରୀ ଅନିତା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଯାଇଛି ।
Read More...

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସମସ୍ତ ଦେଶବାସୀଙ୍କ ମଧ୍ୟରେ ସଦ୍ଭାବନା ଜରୁରୀ । ସେହି ମହତ ଲକ୍ଷ୍ୟ ନେଇ ଆଜି ପଦ୍ମପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ପୌରୋହିତ୍ୟରେ
Read More...