Browsing Tag

padampur news

ନୃସିଂହନାଥ ଦାନ ବାକ୍ସ ଚୋରି ଘଟଣାରେ ଜଣେ ଅଭିଯୁକ୍ତ କୋର୍ଟ ଚାଲଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ମାସ ୨୩ ତାରିଖ ରାତ୍ରରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ଦାନ ବାକ୍ସ ଚୋରି ଘଟଣାରେ ପାଇକମାଲ ପୋଲିସ ଜଣେ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲଣ କରିଛନ୍ତି । ଅଭିଯୁକ୍ତ ବରଗଡ ଜିଲ୍ଲା ପ୍ରଧାନପାଲିର ସୁଶାନ୍ତ ପ୍ରଧାନ
Read More...

ମାନସିକବିକୃତ ଭିନ୍ନକ୍ଷମଙ୍କୁ ସରକାରୀ ସାହାଯ୍ୟ ପାଇଁ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲି ପଞ୍ଚାୟତର ଦର୍ବେକେଲା ଗ୍ରାମରେ ଏକ ଅଭାବନୀୟ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ଛାଲୁ କୁମ୍ଭାର ଜଣେ ଅତ୍ୟନ୍ତ ଗରିବ ଲୋକ ଅଟନ୍ତି । ସେ ମୂଳ ଲାଗି ପେଟ ପୋଷେ । ତାଙ୍କର ୩ ଟି
Read More...

ପାଇକମାଲ ନବୋଦୟ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହକି ତାରକା ମେଜର୍ ଧ୍ୟାନଚାନ୍ଦଙ୍କ ପ୍ରତିଛବିରେ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ ଓ ଅନ୍ୟ ଶିକ୍ଷକ
Read More...

ପଦ୍ମପୁର ଉପଖଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହକିର ଯାଦୁଗର ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଅବସରରେ ଆଜି ପଦ୍ମପୁର ଉପଖଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ଦ୍ୱାରା ସହର ପରିକ୍ରମା କରି ଭୋଟର ସଚେତନତା ସୃଷ୍ଟି କରାଯାଇଥିଲା । ପ୍ରଥମେ ପଦ୍ମପୁର
Read More...

ବୋଲବମ୍ ଭକ୍ତଙ୍କ‌‌ ପାଇଁ ଅନ୍ନଛତ୍ର ବ୍ୟବସ୍ଥା କଲେ ବିକାଶ ପ୍ରଧାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅଡାପାଣି ଗ୍ରାମର ବିକାଶ ପ୍ରଧାନ ଶ୍ରାବଣ ମାସରେ ପ୍ରତି ବର୍ଷ ଗୋଟିଏ ଦିନ ଅନ୍ନଛତ୍ର ବ୍ୟବସ୍ଥା କରୁଥିବାର ଦେଖିବାକୁ ମିଳିଛି । କୁମୀର ଗ୍ରାମର ଛକଠାରେ ଶ୍ରାବଣ ମାସରେ ବୋଲବମ୍ ଭକ୍ତଙ୍କ‌‌
Read More...

ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥ ଶଙ୍କର ମିଶ୍ରଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମେମ୍ବର ସିଦ୍ଧାର୍ଥ ଶଙ୍କର ମିଶ୍ର ବିଜେପିରେ ଯୋଗଦାନ କରିଛନ୍ତି । ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସ୍ଥିତ ପ୍ରଦେଶ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ରଙ୍କ
Read More...

ସଂକୁଳସ୍ତରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ସଂକୁଳସ୍ତରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୟ କୁମାର ସାହୁ ( ଝାରବନ୍ଧ ବ୍ଲକ ଏବିଓ) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ
Read More...

ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଓ ମହାସଂଘର କଳାକାରମାନଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଓ ମହାସଂଘର ସମସ୍ତ କଳାକାରମାନଙ୍କୁ ନେଇ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଲଳିତ ଜଗତଙ୍କ ଆହ୍ଵାନ କ୍ରମେ ବ୍ଲକ ପରିସରରେ ନୁରାବନ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ବ୍ଲକସ୍ତରୀୟ ସରପଞ୍ଚ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ପରିସରରେ ସଭାନେତ୍ରୀ ଅର୍ପିତା ପଣ୍ଡାଙ୍କ ସଭାପତିତ୍ୱରେ ଗାଇସିଲେଟ ବ୍ଲକ୍ ସରପଞ୍ଚ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
Read More...

ପଦ୍ମପୁରରେ ନାଗପଞ୍ଚମୀ ଅବସରରେ ମହାରୁଦ୍ରାଭିଷେକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଜ୍ୟୋତିଷ ଅନୁଷ୍ଠାନ ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା ପ୍ରତିଷ୍ଠାନ ଟ୍ରଷ୍ଟ୍ ଆନୁକୂଲ୍ୟରେ ଗତ ଅଗଷ୍ଟ ୨୧ ତାରିଖରେ ପଦ୍ମପୁର ମେହେରପଡା ସ୍ଥିତ କଟାବନ୍ଧ ନିକଟସ୍ଥ ସପ୍ନେଶ୍ୱର ବାବାଙ୍କ ମନ୍ଦିରରେ ନାଗପଞ୍ଚମୀ ଅବସରରେ ସାମୁହିକ
Read More...