Browsing Tag

padampur news

ସଙ୍କୁଳସ୍ତରୀୟ ତିନିଦିନିଆ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି ।…
Read More...

କଟଙ୍ଗପାଲି ଗ୍ରାମରେ ନାମଯଜ୍ଞକୁ କେନ୍ଦ୍ରକରି ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଗଣ୍ଡଗୋଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟଙ୍ଗପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମରେ ନାମଯଜ୍ଞକୁ କେନ୍ଦ୍ରକରି ସବର୍ଣ୍ଣ ଓ ଅସବର୍ଣ୍ଣକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇ ଉଭୟ…
Read More...

ସାବିତ୍ରୀ ବ୍ରତ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ ଜିଲ୍ଲା ପାଇକମାଲ ଅଂଚଳରେ ଗାଁ ଗାଁ ରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ମନ୍ଦିର ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ଏହି ପର୍ବ ପାଳନ ହୁଏ ଟିକିଏ…
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ଲାୟନ୍ସ କ୍ଲବ ତରଫରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ନୃସିଂହନାଥ ନିକଟସ୍ଥ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଯାଇ ବଂହିକନ୍ୟା ତଥା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରୀଙ୍କ ପ୍ରତିମୂର୍ତ୍ତିରେ…
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହା ବିଦ୍ୟାଳୟ ଓ ଝାରବନ୍ଧର ଯୁବ ରେଡ୍‌କ୍ରସ୍ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ପୌରହିତ୍ୟରେ ତଥା ଯୁବ ରେଡ୍‌କ୍ରସ୍‌…
Read More...

ସାର୍ବଜନୀନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ ଶୀତଳ ଷଷ୍ଠୀ ଉତ୍ସବ ପାଳନ କମିଟିର ସାମ୍ବାଦିକ ସମ୍ମିଳନୀ :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଜୁନ ୧୦ ତାରିଖ ଦିନ ପଦ୍ମପୁର ଠାରେ ବାବା ସ୍ଵପ୍ନେଶ୍ଵର ଭୋଳା ଶଙ୍କରଙ୍କ ଏବଂ ଜଗତ ଜନନୀ ମାଁ ପାର୍ବତୀଙ୍କ ପବିତ୍ର ପୂଜ୍ୟ ବିବାହ ଉତ୍ସବକୁ ଆଡମ୍ବର ଉଲ୍ଲାସର ସହିତ ପାଳନ କରିବା ପାଇଁ ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ପଦ୍ମପୁର ତରଫରୁ ପ୍ରସ୍ତୁତି…
Read More...

ନବ ନିର୍ବାଚିତ ସାଂସଦଙ୍କୁ ଜନସାଧାରଣଙ୍କ ତରଫରୁ ବିପୁଳ ସମ୍ୱର୍ଦ୍ଧନା ଜ୍ଞାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ କ୍ଷମତାର ପରିବର୍ତ୍ତନ ହେବା ସହ ବିଜେପି ଶିବିର ରାଜ୍ୟରେ ଶାସନ କ୍ଷମତାକୁ ଆସିବାକୁ ପ୍ରସ୍ତୁତ ହେଉଛି । ନବ ନିର୍ବାଚିତ ବରଗଡ ସାଂସଦ ତଥା ବିଜେପିର ପ୍ରଭାବଶାଳୀ ନେତା ପ୍ରଦୀପ ପୁରୋହିତ ବରଗଡ ସାଂସଦ କ୍ଷେତ୍ରରେ ରେକର୍ଡ ସଂଖ୍ୟକ ଭୋଟ ହାସଲ…
Read More...

ନୃସିଂହନାଥରେ ବିଶ୍ୱ ପରିବେଶ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ନୃସିଂହନାଥ ଗନ୍ଧମାର୍ଦ୍ଦନ ବନସ୍ପତି ଓ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ମିଳିତ ଆନୁକୁଲ୍ୟରେ ନୃସିଂହନାଥ ସ୍ଥିତ ଗନ୍ଧମାର୍ଦ୍ଦନ ବନସ୍ପତି ପରିସରରେ ବିଶ୍ଵ ପରିବେଶ ଦିବସ ବୁଧବାର ଏକ ନିଆରା ଢଙ୍ଗରେ ପାଳିତ ହୋଇଛି । ଉପସ୍ଥିତ…
Read More...

ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଇଓ ଅଫିସର ବରିଷ୍ଠ କିରାଣୀ ବ୍ରଜରାଜ ବେହେରାଙ୍କ ଅବସକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ବିଇଓ…
Read More...

ପଞ୍ଚ ଦିବସୀୟ ଓଡିଶୀ ନୃତ୍ୟ କର୍ମଶାଳାର ସମାବର୍ତ୍ତନ ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍‌ ହଲ୍‌ ଠାରେ ଚାଲିଥିବା ପଞ୍ଚ ଦିବସୀୟ ଓଡିଶୀ ନୃତ୍ୟ କର୍ମଶାଳାର ସମାବର୍ତ୍ତନ ଦିବସରେ ଡ. ପ୍ରମୋଦ କୁମାର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିଥିଲେ । ଏହା ପରେ…
Read More...