Browsing Tag

padampur news

ପଦ୍ମପୁର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ପକ୍ଷରୁ ନୂଆଁଖାଇ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ପଦ୍ମପୁରର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏ.ବି.ସି.ଡି.(ଏସୋସିଏସନ ଅଫ ଦି ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ) ଆୟୋଜିତ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଗତ ୮ ତାରିଖ ରବିବାର ସନ୍ଧ୍ୟା ୬ ଟାରେ…
Read More...

ସାପଲହର ମାଁ ଶକ୍ତିଶାଳୀ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ମାଁ ଶକ୍ତିଶାଳୀ ଯୁବକ ସଂଘ ପଡ଼ିଆରେ ଚଳିତ ବର୍ଷର ଗଣପର୍ବ ନୂଆଁଖାଇର ଭେଟ୍‌ଘାଟ୍‌ ଉତ୍ସବ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଅନନ୍ତ କୁମାର ସାହୁଙ୍କ ନୂଆଁଖାଇ ଉପରେ ଏକ ସଂଗୀତ ଗାନ କରି କାର୍ଯ୍ୟକ୍ରମର…
Read More...

ସ୍ୱେଚ୍ଛାସେବୀ ସଙ୍ଗଠନର ଏବିସିଡି ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ତରଫରୁ ସଭାପତି ଅନିଲ ବେହେରା, ସମ୍ପାଦକ ରଘୁନାଥ ପୁରୀ, ସହ ସମ୍ପାଦକ ପ୍ରତାପ ନାଥ, ଶାନ୍ତସଂଗ୍ରାମ ଭୋଇ, ସହଦେବ ମେହେର, ଅମୀୟ ପୁରୋହିତ, ସୁରେଶ ମିଶ୍ର, ରବିନ୍ଦ୍ର ଦାଶ, ସମ୍ପଦ ସାହୁ, ସରୋଜ ଦାନି,…
Read More...

ପ୍ରଧାନ ବଂଶର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜାମୁଟପାଲି ଗ୍ରାମର ସାରଙ୍ଗପୁରିଆ ଘରେ ବାରଙ୍ଗପାଳିଆ ପଧାନ ବଂଶଧର ଭାଇମାନେ ଦୀର୍ଘ ଦିନରୁ ନୂଆଁଖାଇ ପର୍ବକୁ ମିଳିମିଶି ଏକତ୍ର ହୋଇ ୨୦ ଘର ପରିବାର ନୂଆଁଖାଇ ଆସୁଅଛନ୍ତି । ତାଙ୍କର ପୂର୍ବ ପୁରୁଷ ମହାଦେବ ପଧାନ ଆଜକୁ…
Read More...

ଅବକାରୀ ବିଭାଗର ନୀରବତା କୁଚିଆ ମଦ ଭାଟିକୁ ପ୍ରୋତ୍ସାହିତ କରୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଅନେକ ଗ୍ରାମରେ କୁଚିଆ ମଦଭାଟି ବହୁତ ଜୋରରେ ଚାଲିଛି । ନିଜ ପାଖରେ ମଦ ପାଇ ଅନେକ ନାବାଳକ ପଥଭ୍ରଷ୍ଟ ହୋଇ ଅସାମାଜିକ କାମ କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି । ଫଳରେ ଗ୍ରାମରେ ଚୋରି, ଗୁଣ୍ଡା ଓ ଅନେକ ଦୁର୍ନୀତି ହେଉଛି…
Read More...

ବିଜେପୁରରେ ବ୍ଲକସ୍ତରୀୟ ଗୁରୁ ଦିବସ ସମାରୋହ

ସମ୍ମାନୀତ ହେଲେ ୨୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ପ୍ରାଥମିକ ଶିକ୍ଷକ ଭବନରେ ବ୍ଲକସ୍ତରୀୟ ଗୁରୁ ଦିବସ ସମାରୋହରେ ପାଳିତ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନଙ୍କ ଅଧ୍ୟକ୍ଷତାରେ…
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ନାଗରିକ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ପ୍ରାୟ ୩ ପିଢ଼ିର ସ୍ୱପ୍ନ, ସ୍ୱାଧୀନତାର ୭୫ ବର୍ଷ ପରେ ଆଜି ପୂରଣ ହେବାକୁ ଯାଉଛି । ଏହାର ଶ୍ରେୟ ଦେଇ ବୋଡାସମ୍ବର ମାଟିର ସୁଯୋଗ୍ୟ ସନ୍ତାନ ତଥା ସାଂସଦ ପ୍ରଦୀପ ପୁରୋହିତଙ୍କୁ ଶ୍ରେୟ ଦେଉଛନ୍ତି ଲୋକେ । ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ…
Read More...

ନୂଆଖାଇ ପାଇଁ ନୃସିଂହନାଥ ପୀଠକୁ ଝିଟିକିରୁ ଆସିଲା ସାଲିଆନା ଭାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ…
Read More...

ନୃସିଂହନାଥ ପୀଠରେ ଆମ୍ବେଦକର ଯୋଦ୍ଧା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ରୋହିଦାସ ସମାଜ କଲ୍ୟାଣ ମଣ୍ଡବ ଠାରେ ଚକ୍ରଧର ଅଜଗର ଓ ପବିତ୍ର ସୁନାଙ୍କ ନେତୃତ୍ୱରେ ଆମ୍ବେଦକର ଯୋଦ୍ଧାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଶ୍ଵିନୀ ତାଣ୍ଡିଙ୍କ…
Read More...

ସାପଲହର ସେବାଶ୍ରମରେ ଶିକ୍ଷକ ଅଭାବରୁ ସ୍କୁଲରେ ତାଲା : ରାସ୍ତା କଡ଼ରେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ଗାଁରେ ଥିବା ସାପଲହର ସେବାଶ୍ରମର ଛାତ୍ରୀବାସରେ ରହି ପାଠପଢୁଥିବା ୧୧୪ ଜଣ ଛାତ୍ରୀ ଓ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ପାଠପଢ଼ା ହେଉଥିବା ୧୮୬ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କର ପାଠପଢା ପାଇଁ ଜଣେ ପ୍ରଧାନ…
Read More...