Browsing Tag

padampur news

ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ନବ କୁମାରୀ ପୂଜନ : ଆସନ୍ତାକାଲି ରାବଣ ପୋଡ଼ି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲରେ ହେଉଥିବା ୭୪ତମ ସାର୍ବଜନୀକ ଦୁର୍ଗାପୂଜାରେ ମଙ୍ଗଳବାର ମା'ଙ୍କ ଅଷ୍ଟମୀ ବିହିତ ପୂଜା, ହୋମ, ଆରତୀ ହୋଇଥିବା ବେଳେ ବୁଧବାର ନବମୀ ବିହିତ ପୂଜା, ନବ କୁମାରୀ ପୂଜନ, ହୋମ ଆରତୀ ହୋଇଯାଇଛି । ଆଜି ସନ୍ଧ୍ୟାରେ
Read More...

ପଦ୍ମପୁର ରାଜବାଟୀ ଦୁର୍ଗାପୂଜାରେ ମା’ଙ୍କୁ ଦର୍ଶନ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀ ୧୨୩ତମ ପୂର୍ତ୍ତି ଅବସରରେ ଚାଲିଥିବା ସାର୍ବଜନୀନ ଦୁର୍ଗାପୂଜା ନବମୀ ଦିନ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମା'ଙ୍କୁ ଦର୍ଶନ କରିବାକୁ ଆସିଥିଲେ । ଏନେଇ ପୂଜା କମିଟି ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଯୁଗଳ କିଶୋର
Read More...

ଭୁବନେଶ୍ଵରପୁରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଠାରେ ଫ୍ରେଣ୍ଡସ କ୍ଲବ୍ ଭୁବନେଶ୍ୱରପୁର ଓ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭାଗର ଚକ୍ଷୁ ଡାକ୍ତରଙ୍କ ଦ୍ୱାରା
Read More...

ଡୁମ୍ବେରବାହାଲରେ ଷୋହଳ କୋଠି ଓ ଡାଲଖାଇ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଲୋପ ପାଉ ଯାଉଥିବା ଲୋକ ସଂସ୍କୃତି ପରମ୍ପରା ଓ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ଗାଁର ଗୌଡପଡ଼ାରେ ଷୋହଳ କୋଠି ଓ ଡାଲଖାଇ ପୂଜା ତିନି ଦିନ ଧରି ପାଳିତ ହୋଇଯାଇଛି ।
Read More...

ବନଦୁର୍ଗା ମନ୍ଦିରରେ ନବରାତ୍ରୀ ଦିନରେ ଭକ୍ତ ମାନଙ୍କୁ ଦର୍ଶନ ଦେଲେ ମାଁ ସିଦ୍ଧିଦାତ୍ରୀ ରୂପରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଆଜି ମଙ୍ଗଳବାର ସକାଳ ୮ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,
Read More...

ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ୭୪ତମ ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଓ ସମ୍ମାନିତ ଅତିଥି ଭାବରେ ପୂଜା କମିଟି ସଭାପତି ମହେନ୍ଦ୍ର
Read More...

ଆଞ୍ଚଳିକ ରାଜପୁତ କ୍ଷତ୍ରୀୟ ସମାଜ ତରଫରୁ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ରାଜପୁତ କ୍ଷତ୍ରୀୟ ସମାଜର ସଭାପତି ବିପିନ ବିହାରୀ ଠାକୁରଙ୍କ ଅଧ୍ୟକ୍ଷତାରେ ଉକ୍ତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ବନଦୁର୍ଗା ମନ୍ଦିରରେ ମହାଗୋୖରୀ ଦେବୀଙ୍କ ପୂଜାର୍ଚ୍ଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଆଜି ସୋମବାର ସକାଳ ୮ ଘଣ୍ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,
Read More...

୭୪ତମ ବର୍ଷରେ ପଦାର୍ପଣ କରିଛି ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ତଥା ଜିଲ୍ଲାର ସୀମାନ୍ତ ଗାଁ ମାଣ୍ଡୋସିଲ । କାହିଁ ଆବାହନ କାଳରୁ ଏହି ଗାଁରେ ଦୁର୍ଗାପୂଜା ହୋଇଆସୁଅଛି । ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ସହଯୋଗରେ ଏ ବର୍ଷକୁ ଧରି ୭୪ ବର୍ଷରେ ପଦାର୍ପଣ କରିଛି । ଚଳିତ
Read More...

ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ମାନବିକତାର ଉଦାହରଣ : ଦୁର୍ଘଟଣାରେ ଆହତଙ୍କୁ ନିଜେ ହସ୍ପିଟାଲକୁ ପହଞ୍ଚାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କର ମାନବିକତା ଓ ସେବାଭାବର ଦୃଢ ପ୍ରମାଣ ଦେଖିବାକୁ ମିଳିଛି । ଆଗଲପୁରରେ ଆୟୋଜିତ ସେବାପକ୍ଷ କାର୍ଯ୍ୟକ୍ରମକୁ ଯିବା ରାସ୍ତାରେ, ବିଜେପୁର ବ୍ଲକର ଗୁଡିମୁଣ୍ଡା ଠାରେ ଏକ ଭୟାବହ ଦୁର୍ଘଟଣା ଘଟିବା ପରେ ସାଂସଦ ନିଜର ଗାଡ଼ି
Read More...