Browsing Tag

padampur news

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୃଥିରାଜ ସାହୁ ସଭାପତି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି
Read More...

କୁମ୍ଭକାର ସମାଜର ଯୁଗ୍ମ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବଂ ଗାଇସିଲେଟ ବ୍ଲକର କୁମ୍ଭକାର ସମାଜର ଆନୁକୂଲ୍ୟରେ ଯାତ୍ରା ଡୁଙ୍ଗୁରି ନିକଟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗାଇସିଲେଟ ବ୍ଲକର କଲଙ୍ଗାପାଲି, କନ୍ଦୁମୁଣ୍ଡା, କଟାବାହାଲ ତଥା ପଦ୍ମପୁର ବ୍ଲକର ଦହିତା, କନସିଂହା,
Read More...

ବ୍ୟାଙ୍କରୁ କଢା ହେଲା ଟଙ୍କା : ମୋଟର ସାଇକେଲରେ ଆସି ରାସ୍ତାରୁ ଲୁଟି ନେଲେ ଦୁର୍ବୃତ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଭେଙ୍ଗରାଜପୁର ଗ୍ରାମର ମା' ଦୁର୍ଗା ସ୍ୱୟଂ ସହାୟକ ମହିଳା ଗୃପ ପାଇକମାଲ ଷ୍ଟେଟ ବ୍ୟାଙ୍କରୁ ୯୯ ହଜାର ଟଙ୍କା ୠଣ ବାବଦକୁ ଉଇ-ଡ୍ର କରି ଏକ ଝୁଲାମୁଣିରେ ଧରି ବ୍ୟାଙ୍କରୁ ଫେରୁଥିବା ବେଲେ ବ୍ୟାଙ୍କର ମାତ୍ର ୫୦
Read More...

ସୋହେଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପଦ୍ମପୁର ଉପ-ଜିଲ୍ଲାପାଳ ଆଲୋକ ପଟେଲ, ଜିଲ୍ଲା
Read More...

ଆଇନଜୀବୀ ସ୍ୱର୍ଗତ ସୁରେନ୍ଦ୍ର ସାହୁଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକି ଉପଲକ୍ଷେ ମେଗା ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡାଠାରେ ମୁରଲୀକ୍ରିଷ୍ଣା ଫାଉଣ୍ଡେସନ, ତ୍ରିଲୋଚନ ନେତ୍ରାଲୟ ଏବଂ କୋସଲ ଯୁବ ଶକ୍ତିର ମିଳିତ ଉଦ୍ୟମରେ ଏଡଭୋକେଟ ସୁରେନ୍ଦ୍ର କୁମାର ସାହୁଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକି ଉପଲକ୍ଷେ ମେଗା ସ୍ୱାସ୍ଥ୍ୟ ଶିବିର
Read More...

ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଥମ ଉପ- ପ୍ରଧାନମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ ପୂର୍ବକ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଏହି ଅବସରରେ ସହକାରୀ ଜିଲ୍ଲାପାଳ
Read More...

ଦଶହରା ରାବଣ ପୋଡିରେ ଅଘଟଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶହରା ରାବଣ ପୋଡିରେ ଅଘଟଣ । ସୂଚନା ଅନୁସାରେ ପଦ୍ମପୁର ଦଶହରା ପାଇଁ ଆୟୋଜିତ ରାବାଣ ପୋଡି ସମୟରେ ରକେଟ ମାଡ଼ରେ ପଦ୍ମପୁରର ସାମଲ ଇଲେକ୍ଟ୍ରୋନିକ୍ସର ମାଲିକ ପ୍ରକାଶ ସାମଲଙ୍କ ଧର୍ମପତ୍ନୀ ଝରଣା ସାମଲ ଓ ପୁରେନା ଗ୍ରାମର ରୂପକାନ୍ତି ଭୋଇ ଗୁରୁତର ଆହତ
Read More...

୨୪ତମ ଦୁର୍ଗାପୂଜାରେ ରାବଣ ରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ପଲ୍ଲୀବିକାଶ (ଭାଙ୍ଗମୁଣ୍ଡା-ବେହେରାମୁଣ୍ଡା ଛକ)ଠାରେ ଅନୁଷ୍ଠିତ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଶନିବାର ସପ୍ତମୀରେ କଳସ ଯାତ୍ରା ସହ ମା' ଦୁର୍ଗାଙ୍କର ପୂଜା ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ବରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା ଗାଇସିଲେଟ ବ୍ଲକ୍ କଟାବାହାଲ ଗ୍ରାମ ପଞ୍ଚାୟତର ଡଙ୍ଗରମୁଣ୍ଡା ବୁଥ୍ ପରିଦର୍ଶନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ
Read More...

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମାୟାଧର ପୁରୋହିତ ଓ ବୈରାଗୀ ରଣାଙ୍କ ଘରୁ ମାଟି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ ବର୍ଷ ପୂତ୍‌ର୍ତ୍ତି ଉପଲକ୍ଷେ ଦେଶରେ ଚାଳିଥିବା ଅମୃତ ମହୋତ୍ସବରେ ନୂଆଦିଲ୍ଲୀର ଅମୃତ ବାଟିକା ପ୍ରତିଷ୍ଠା ସହ ଦେଶର ସ୍ୱାଧୀନତା ସଂଗ୍ରାମୀ, ସହିଦ, ବୀର ଜୱାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ ଉଦ୍ଦେଶ୍ୟରେ ଏବେ ସାରା
Read More...