Browsing Tag

padampur news

୩ୟ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୩ୟ ପଦ୍ମପୁର ଲୋକ ମହୋତ୍ସବର ତା.୧୦.୧୨.୨୦୨୩ ରବିବାର ଦିନ ସ୍ଥାନୀୟ ରାଜାଜି ଟାଉନ ହଲଠାରେ ପଦ୍ମପୁରର ମହିଳାମାନଙ୍କୁ ନେଇ ରଙ୍ଗୋଲି, ଝୁଟି ଓ କଣ୍ଠ ସଂଗୀତ ପ୍ରତିଯୋଗିତା ହୋଇଥିଲା । ସର୍ବ ପ୍ରଥମେ ପଦ୍ମପୁର ଟାଉନ କ୍ଲବର ଉପଦେଷ୍ଠା ଶିରିଶ ବହିଦାରଙ୍କୁ
Read More...

ମାଣ୍ଡୋସିଲରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ସମାଜସେବୀ ତଥା ଯୁବନେତା ଲଳିତ ମୋହନ ଜଗତଙ୍କ ତତ୍ୱାବଧାନରେ ବିକଶିତ ଭାରତ ସଂକଳ୍ପ ରଥକୁ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ସମସ୍ତ ଭଦ୍ରବ୍ୟକ୍ତି, ଅଙ୍ଗୱାଡ଼ି କର୍ମୀ ଆଶା,
Read More...

ଦୁଇ ଭଉଣୀଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଭେଉଁରିଆ ଗ୍ରାମ ପଞ୍ଚାୟତର ଦେଉଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ସାରଙ୍ଗ ପ୍ରଧାନଙ୍କ ଦୁଇ ଝିଅ ଜଣେ ବଡ ଭଉଣୀ ତ୍ରିପୁରା ପ୍ରଧାନ ବୟସ ୪୭ ବର୍ଷ ଏବଂ ସାନ ଭଉଣୀ ସୁକାନ୍ତି ପ୍ରଧାନ
Read More...

ବାବା ସାହେବ ଆମ୍ବେଦକରଙ୍କର ମହାପରି ନିର୍ବାଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆମ୍ବେଦକର ୱାରିଅରର ତରଫରୁ ପଦ୍ମପୁର ବ୍ଲକ ଅନ୍ତର୍ଗତ ପଲଶାପାଲି ପଂଚାୟତର ସମାରପାଲି ଗ୍ରାମର ଗହଳ ମହାନନ୍ଦଙ୍କ ଅଧକ୍ଷତାରେ ଡ଼ ଭୀମ ରାଓ ଆମ୍ବେଦକରଙ୍କ ମହାପରି ନିର୍ବାଣ ଦିବସ ପାଳନ କରା ଯାଇଥିଲା । ପ୍ରଥମେ ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ
Read More...

ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମର ସାଂସ୍କୃତିକ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ସଭାପତିତ୍ଵରେ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା
Read More...

ଶିଶୁ କ୍ୟାନ୍ସର ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନତା ଦ୍ଵାରା ହିଁ କ୍ୟାନ୍ସରକୁ ପ୍ରତିହତ କରାଯାଇ ପାରିବ ବୋଲି ଆୟୋଜିତ ଶିବିରରେ ବହୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବରପାଲି ସାମ୍ବାଦିକ ସଂଘର ମିଳିତ ଆନୁକୁଲ୍ୟରେ ଶିଶୁ
Read More...

ସାତ ଲକ୍ଷ ଟଙ୍କାର କାର୍ଯ୍ୟକୁ ପଚାଶ ହଜାର ବିଲ କରିବାରୁ ଉତ୍ୟକ୍ତ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲାଗିଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ଉତ୍ୟକ୍ତ ଗ୍ରାମବାସୀ । ଅଭିଯୋଗ ମୁତାବକ ରାଇସଲପଦର
Read More...

ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀର ଚତୁର୍ଥ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀର ଚତୁର୍ଥ ଦିବସ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଯୁକ୍ତଦୁଇ ଏବଂ ଯୁକ୍ତତିନି
Read More...

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ୨୦୨୩

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଅଷ୍ଟମ ଦିବସରେ ସାମାଜିକ କାର୍ଯ୍ୟକ୍ରମ ବିଭାଗ ତରଫରୁ "ନିଶା ନିବାରଣ ଅଭିଯାନ" ଉପରେ ଏକ ରାଲି କରାଯାଇଥିଲା । ମହା ବିଦ୍ୟାଳୟର ଛାତ୍ରୀମାନେ ସ୍ଲୋଗାନ ଦେଇ ସହର ପରିକ୍ରମା
Read More...

ମାଣ୍ଡୋସିଲରେ ୧୫ତମ କାର୍ତ୍ତିକେଶ୍ଵର ପୂଜା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଇନ୍ଦିରା ନଗରଠାରେ ୧୫ତମ କାର୍ତ୍ତିକେଶ୍ଵର ପୂଜା ୨୦୨୩ ଅନୁଷ୍ଠିତ ହୋଇଯାଇଛି । କର୍ତ୍ତା ଭାବେ ସୁରେନ୍ଦ୍ର ରଣା ଓ ତାଙ୍କ ଧର୍ମ ପତ୍ନୀ ହେମାକାନ୍ତୀ ରଣା ରହିଥିବା ବେଳେ ପୂଜକ ଭାବେ ଭୀମସେନ ଦାସ ରହିଥିଲେ ।
Read More...