ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ : ରାଉରକେଲାକୁ ହରାଇ ସେମିରେ ରାଞ୍ଚି
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଚତୁର୍ଥ ଦିନରେ ରାଉରକେଲାକୁ ହରାଇ ରାଞ୍ଚି ମେକନ (ଝାଡ଼ଖଣ୍ଡ) ସେମିଫାଇନାଲରେ ପ୍ରବେଶ କରିଛି ।!-->…
Read More...
Read More...