Browsing Tag

padampur news

ଦାଦନ ଶ୍ରମିକ ଦୁଃଖ ଶୁଣିବ କିଏ : ଦଇବକୁ ବିଧାତା ସାହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିଗାଁ ଠାରେ ଏକ ଦାଦନ ଶ୍ରମିକର କରୁଣ କାହାଣୀ ଦେଖିବାକୁ ମିଳିଛି । ଦହିଗାଁ କଲୋନିପଡାର ଦୁଆରୁ ବରିହା(୩୮) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବରିହା ବହୁ ଦୁଃଖରେ ଦିନ କାଟୁଛନ୍ତି । ଦୁଆରୁ ବରିହା ଅନ୍ୟ ଲୋକଙ୍କ କାମ କରି
Read More...

ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ହିନ୍ଦୁ ମାନ୍ୟତା ଅନୁଯାୟୀ ଦେବାଧି ଦେବ ମହାଦେବ ଏବଂ ଶକ୍ତି ସ୍ଵରୂପିଣୀ ମା' ଜଗତ ଜନନୀ ପାର୍ବତୀଙ୍କର ପବିତ୍ର ବିବାହ ତିଥି ହିସାବରେ ପାଲନ କରାଯାଇଥାଏ । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ଏହି ତିଥିରୁ ପ୍ରକୃତି ଶୀତଳତାକୁ
Read More...

ପଦ୍ମପୁର ଶାଖା ତରଫରୁ ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବିକାଶ ପରିଷଦ, ପଦ୍ମପୁର ଶାଖା ତରଫରୁ ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଶିଶୁମନ୍ଦିର ବୌଦ୍ଧିକ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସନାତନ ଭୋଇ ଯୋଗଦାନ କରିଥିଲେ । ଗୁରୁ
Read More...

ପାଇପ ଫାଟି ପାଣି ଗଳୁଛି : ପ୍ରଶାସନର ଦେଖାନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବସୁଧା ଯୋଜନାରେ ରାଜ୍ୟ ସରକାର ପ୍ରତି ଗ୍ରାମରେ ଘର ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାର ପ୍ରାବଧାନ ଅଛି । ବରଗଡ ଜିଲ୍ଲାର ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ବସୁଧା ଯୋଜନାରେ ପ୍ରତି ଘରକୁ ପାଇପ ସଂଯୋଗ ହୋଇ ପାଣି ଯୋଗାଇ ଦିଆଯାଉଛି । ହେଲେ ପରିତାପର
Read More...

ସ୍ୱପ୍ନେଶ୍ୱର ବାବାଙ୍କ ପକ୍ଷରୁ ମାତା ପାର୍ବତୀଙ୍କ ନିର୍ବନ୍ଧ ଉତ୍ସବ ସମ୍ପୂର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ । ଏହି ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରିପେକ୍ଷୀରେ ପଦ୍ମପୁର ସାର୍ବଜନୀନ
Read More...

ନୃସିଂହନାଥ ମନ୍ଦିର ଟଙ୍କା ଯାଉଛି କୁଆଡେ : ଜନ ସାଧାରଣଙ୍କ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର । ଭାରତ ସହିତ ପୃଥିବୀର କୋଣ ଅନୁକୋଣରେ ଥିବା ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ମାନଙ୍କୁ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରତି ଟାଣି ଆଣୁଛି ପୁରାତନ ମନ୍ଦିର ଏବଂ
Read More...

ସ୍ୱପ୍ନେଶ୍ୱର ବାବାଙ୍କର ପତର ପେଣ୍ଡି ଉତ୍ସବ ସମ୍ପୂର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠୀ ଉତ୍ସବ । ଏହି ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରିପ୍ରେକ୍ଷୀରେ ପଦ୍ମପୁର
Read More...

ସଙ୍କୁଳସ୍ତରୀୟ ତିନିଦିନିଆ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି ।
Read More...

କଟଙ୍ଗପାଲି ଗ୍ରାମରେ ନାମଯଜ୍ଞକୁ କେନ୍ଦ୍ରକରି ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଗଣ୍ଡଗୋଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟଙ୍ଗପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମରେ ନାମଯଜ୍ଞକୁ କେନ୍ଦ୍ରକରି ସବର୍ଣ୍ଣ ଓ ଅସବର୍ଣ୍ଣକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇ ଉଭୟ
Read More...

ସାବିତ୍ରୀ ବ୍ରତ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ ଜିଲ୍ଲା ପାଇକମାଲ ଅଂଚଳରେ ଗାଁ ଗାଁ ରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ମନ୍ଦିର ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ଏହି ପର୍ବ ପାଳନ ହୁଏ ଟିକିଏ
Read More...