Browsing Tag

padampur news

ଜଙ୍ଗଲି ହାତୀଙ୍କ ଆକ୍ରମଣରେ ଭାଙ୍ଗିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତ ‌ଅନ୍ତର୍ଗତ କ୍ରଫୋଡଗଞ୍ଜ ଗ୍ରାମର ଉର୍ଦ୍ଧବ ବରିହା ଓ ତାଙ୍କ ପିତା ସଦାନନ୍ଦ ବରିହା ନିଜ ଘରେ ବିଲମ୍ବିତ ରାତିରେ ଶୋଇଥିବା ସମୟରେ ଗୋଠଛଡା ବଣୁଆ ଦନ୍ତାହାତୀ ଘରବାଡ଼ିକୁ ପଶି ଘର
Read More...

ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ସ୍ଵତନ୍ତ୍ର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ା ସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶେଷଦେବ ମେହେରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଡଃ. ପ୍ରମୋଦ ପାଢ଼ୀ, ଜିତେନ୍ଦ୍ରିୟ ଗୁରୁ, ଅଶୋକ
Read More...

ଜିନ୍ଦଲ ସପିଙ୍ଗ ମଲ୍‌ରେ ଲଟେରୀ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲରେ ଥିବା ଜିନ୍ଦଲ ସପିଙ୍ଗ ମଲ୍‌ରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସପିଙ୍ଗ ମଲ୍‌ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗତ ଅଗଷ୍ଟ ୧୫ ତାରିଖରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଯେଉଁ ଗ୍ରାହକ ୨୦୦୦ ଟଙ୍କାର କ୍ରୟ କରିବେ
Read More...

ଜୈବ ବିବିଧତା ଉତ୍ସବ : ବିଶ୍ୱ ଖାଦ୍ୟ ଦିବସ ୨୦୨୪ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପବିତ୍ର ନୃସିଂହନାଥ ପରିସରରେ ବିଶ୍ଵ ଖାଦ୍ୟ ଦିବସ ଅବସରରେ ଜୈବ ବିବିଧତା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଉତ୍ସବ ପାଇକମାଲ ଅହିଂସା କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏନେଇ ଅନୁଷ୍ଠିତ ସଭାରେ
Read More...

ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ କେଉଟ ସାହି ପାର୍ଶ୍ଵବର୍ତ୍ତୀ ଛକ ଜେମା ଦେବୀ ପେଣ୍ଠ ସାହିରେ ଜଣେ ଲୁହାବେପାରୀକୁ ଦୁର୍ବୃତ୍ତ ମାନେ
Read More...

କୋଶଳୀ ଫିଲ୍ମ ‘ନିନ୍ଦା’ର ସୁଟିଙ୍ଗ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କୁଲିଆରୀ ଗ୍ରାମରେ କୋଶଳୀ ଫିଲ୍ମ 'ନିନ୍ଦା'ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଦାଦନ ନେଉଥିବା ସର୍ଦ୍ଦାର କିଭଳି ଭାବରେ ଶ୍ରମିକ ମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ପଠାଇଥାନ୍ତି । ଅନେକ
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଆହାର କେନ୍ଦ୍ର, ଅନାଥ ଆଶ୍ରମ ଓ ବିଭିନ୍ନ ଜାଗାକୁ ଯାଇ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପଞ୍ଜାବ ନ୍ୟାସନାଳ ବ୍ୟାଙ୍କ ଅଧିକାରୀ ଅନୁପ ସାହୁ । ଶ୍ରୀ ସାହୁଙ୍କ ସୁପୁତ୍ର ରିଭାଂଶ ସାହୁଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଅନାଥ
Read More...

ଜର୍ଜଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ : ନିଆରା ଢଙ୍ଗରେ କୁମାରୀ କନ୍ୟା ରତ୍ନ ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ, ଜର୍ଜଗଡ଼ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ ହୋଇଯାଇଛି । ଛୋଟିଆ ଗାଁ ଟିଏ ଜର୍ଜଗଡ଼, ତଥାପି ଗାଁର ସମସ୍ତେ ମିଳିମିଶି ପାଳନ କରିଛନ୍ତି ୨୬ତମ ଦୁର୍ଗାପୂଜା । ସବୁଠାରୁ ସୁନ୍ଦର ଭାବରେ ନିଆରା ଢଙ୍ଗରେ ପାଳନ ହୋଇଛି କୁମାରୀ
Read More...

ଜଗତଜନନୀ ମାଁ ଦୁର୍ଗା ଧରାଧାମରୁ ମେଲାଣୀ ନେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ଓ ସଂସ୍କୃତିର ସହର ପଦ୍ମପୁରରେ ନିଆରା ପୂଜା ପରମ୍ପରା ସୃଷ୍ଟି କରିଥିବା ମାଁ ଜଗତଜନନୀ ଦୁର୍ଗାଙ୍କର ପୂଜନୋତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି । ଗତ ଅକ୍ଟୋବର ୯ ତାରିଖରୁ ଖଣ୍ଡାଧୁଆ ଠାରୁ ଆରମ୍ଭ ହୋଇଥିବା ପୂଜା ଆଜି ସକାଳେ ଭଷାଣୀ ଉତ୍ସବ
Read More...

ପଦ୍ମପୁର ବ୍ଲକରେ ପାଇଖାନା ଦୁର୍ନୀତି ଅଭିଯୋଗ‌ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ହିଁ ସଂପଦ । ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଏଥିପାଇଁ ତ ସରକାର ଘରେ ଘରେ ପାଇଖାନା ନିର୍ମାଣ ନିମିତ୍ତ ଅନୁଦାନ ପ୍ରଦାନ କରି ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରି ଆସୁଛନ୍ତି । ହେଲେ ବହୁଦିନ ପର୍ଯ୍ୟନ୍ତ
Read More...