Browsing Tag

padampur news

ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଠାରେ ବିଶିଷ୍ଠ ବ୍ୟବସାୟୀ ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଳ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ, ପଦ୍ମପୁର
Read More...

ବିଦ୍ୟାଳୟ ବିକାଶ ଦିଗରେ ମୋ ସ୍କୁଲ ଅଭିଯାନକୁ ଦାନ କଲେ ପୂର୍ବତନ ଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିବାରର ପୂର୍ବତନ ଛାତ୍ରୀମାନେ ବିଦ୍ୟାଳୟକୁ ଭୁଲି ନାହାନ୍ତି । ସେମାନେ ଏହି ସ୍କୁଲରେ ପାଠ ପଢିଛନ୍ତି । ସ୍କୁଲ ଛାତ୍ରୀ ଭାବରେ ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ରାଜେଶ୍ୱରୀ ବାଇଙ୍କ ଝିଅ ଜେ.
Read More...

ଜ୍ଞାନ ଭାରତୀ ଗୁରୁକୁଳର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜ୍ଞାନ ଭାରତୀ ଗୁରୁକୁଳ ଜଗଦଳପୁର ତରଫରୁ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଗୁରୁକୁଳର ସଭାପତି ହେମସାଗର ପଟେଲ ସଭାପତିତ୍ୱ କରିଥିବାବେଳେ ଡକ୍ଟର ଗାୟତ୍ରୀ ନନ୍ଦ ମୁଖ୍ୟ ଅତିଥି, ଶ୍ରୀମତୀ ଗୀତା ଲୁହାର ଏବଂ ଅଭିଭାବକ
Read More...

କଫ ସିରଫ ନିଶା ବଟିକା ଜବତ : ୧ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ଥାନା ଚଣ୍ଡୀଭଟା ଗ୍ରାମର ଗୁରୁଦେବ ସେଠ (୫୦)ଙ୍କୁ ବେଆଇନ ଏସ୍‌କଫ ସିରଫ, ନିଶାବଟିକା, ଦେଶୀମଦ କାର୍‌ବାର୍‌ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି । ଜଗଦଳପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ
Read More...

ସମାଜସେବୀ ସ୍ୱର୍ଗତ ମହେନ୍ଦ୍ର ଷଡ଼ଙ୍ଗୀଙ୍କ ଧର୍ମପତ୍ନୀ ରାସେଶ୍ୱରୀ ଷଡ଼ଙ୍ଗୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନେହେରୁ ଗଳି ନିବାସୀ ସମାଜସେବୀ ତଥା ରୋଗୀ ସେବାରେ ଉତ୍ସର୍ଗୀକୃତ ବେଶ ଜଣାଶୁଣା ସୁନାମଧନ୍ୟ ସ୍ୱର୍ଗତ ମହେନ୍ଦ୍ର ଷଡ଼ଙ୍ଗୀଙ୍କ ଧର୍ମପତ୍ନୀ ରାସେଶ୍ୱରୀ ଷଡ଼ଙ୍ଗୀ (୮୬)ଙ୍କ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ଭଗବତ୍ ପ୍ରେମୀ, ମେଳାପୀ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସାମାଜିକ ଆବେଗିକ ଶିକ୍ଷଣ ଓ ବିକଶିତ ଭାରତ @୨୦୪୭ ଉପରେ ଜାତୀୟ ସଂପାନର ଉଦ୍‌ଘାଟନୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଆଇସିଏସ୍‌ଏସ୍‌ଆର୍‌, ନୂଆଦିଲ୍ଲୀ ଦ୍ଵାରା ପ୍ରାୟୋଜିତ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀ ପଣ୍ଡା
Read More...

କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଲୋକସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ବରଗଡ ସାଂସଦ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଦ୍ୱିତୀୟ ଦିନରେ କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ସହ ଓଡିଶା ସରକାରଙ୍କ ସରକାରୀ ଭାଷାର ମାନ୍ୟତା ଦେବାପାଇଁ ଲୋକସଭାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ପ୍ରସଙ୍ଗ ଉଠାଇ
Read More...

ମଲଦା କେନ୍ଦ୍ରରେ କୁଲୁତା ସମାଜର ବୈଠକ

ସଭାପତି ଭାବେ ବିନୋଦ ବିଶ୍ୱାଳ ମନୋନୀତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତର ମଲଦା ସ୍ତରୀୟ ବିଶାଶହେ କୁଲୁତା ସମାଜ ପକ୍ଷରୁ ଏକ ସଭା ମଲଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୁଲୁତା ସମାଜର ଏକତାକୁ ନେଇ ପୁଙ୍ଖାନୁପୁଙ୍ଖ
Read More...

ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ୭୫ତମ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ୨୬ ନଭେମ୍ବର ୧୯୯୪ ମସିହାରେ ଭାରତରେ ସମ୍ବିଧାନକୁ ଗ୍ରହଣ କଲାପରେ ଏହି ଦିବସକୁ
Read More...

ପୁରେନାରେ ସମ୍ବିଧାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଟିକେଲାଲ୍ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦାନ
Read More...