ନିଖୋଜ ନାବାଳିକାକୁ ଉଦ୍ଧାର କଲା ପାଇକମାଲ ପୁଲିସ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ପୁଣି ଘଟିଛି ଏକ ଅଭାବନୀୟ ଘଟଣା । ପାଇକମାଲ ଥାନା ହୀରାପୁର ଗାଁର ଜଣେ ନିଖୋଜ ନାବାଳିକାର ଥାନାରେ ରିପୋର୍ଟ ଲେଖାଯିବା ଅଢେଇ ଘଣ୍ଟା ମଧ୍ୟରେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡିଛି । ପ୍ରାପ୍ତ!-->…
Read More...
Read More...