Browsing Tag

nuapada news

ଗଣେଶ ବିସର୍ଜନ କରିବାକୁ ଯାଇ ୩ ଯୁବକ ମୃତ

ନୂଆପଡା, (ନିରାକାର ମେହେର) : ସୁନାବେଡା ଗୋଧସ ଜଳ ପ୍ରପାତରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ୩ ଜଣ ଯୁବକ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ୨୪ ଘଣ୍ଟା ପରେ ଆଜି ଅପରାହ୍ନରେ ୩ ଜଣ ଯୁବକଙ୍କ ମୃତ ଦେହ ପାଣିରୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ସମସ୍ତ ଯୁବକ ବାହାର ରାଜ୍ୟର
Read More...

ନୂଆପଡା ଜିଲ୍ଲାରେ ପ୍ରବଳ ବର୍ଷା ପେଣ୍ଡରାବନ୍ଦଠାରେ ଥିବା ପୁରୁଣା ବସଷ୍ଟପ ତିଖାଲି ଜଳମଗ୍ନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ପେଣ୍ଡରାବନ୍ଦର ପୁରଣା ବସଷ୍ଟପ ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ଜଳ ମଗ୍ନ ହୋଇଅଛି । ମିଳିଥିବା ସୂଚନା ଅନୁସାରେ ତିଖାଲି ଲୋଅର ଇନ୍ଦ୍ର ଜଳସେଚନକୁ ପ୍ରତି ଘଣ୍ଟାରେ ୫୩୭.୪୫ କିୟୁବିକ ଜଳ ପ୍ରବେଶ କରୁଥିବା ବେଳେ
Read More...

ସାମ୍ବାଦିକଙ୍କ ଘରୁ ଚୋରି ଅଭିଯୋଗ : ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ତଦନ୍ତ ଜାରି

ନୂଆପଡା, (ନିରାକାର ମେହେର) : ନୂଆପଡା ସହର ସାମ୍ବାଦିକ ଅଶ୍ୱିନୀ କୁମାର ପାଣିଗ୍ରାହୀ ପରିବାର ସହ ପଶ୍ଚିମ ଓଡିଶାର ପବିତ୍ର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ପାଇଁ ନିଜ ଜନ୍ମମାଟି ବୋଡେନ ସ୍ଥିତ କେରାପଦର ଗାଁକୁ ଯାଇଥିଲେ । ଆଜି ଭୋର ସକାଳୁ ପରିବାର ସହ ନୂଆପଡା ସ୍ଥିତ ବାସ ଭବନକୁ
Read More...

ରାସନ କାର୍ଡରୁ ବଞ୍ଚିତ ପରିବାରଙ୍କୁ ଯୋଗାଣ ବିଭାଗ ପକ୍ଷରୁ ରାସନ କାର୍ଡ଼ ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମର ଜଣେ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିଲେ । ସୂଚନା ଅନୁସାରେ ରାଣୀମୁଣ୍ଡା ଗ୍ରାମର ଦୁର୍ଯ୍ୟୋଧନଙ୍କୁ ବର୍ତମାନ ରାସନ କାର୍ଡ଼ ପ୍ରଦାନ କରାଯାଇଅଛି । ତାଙ୍କ ପରିପାରରେ
Read More...

ତାରରେ କପଡା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଆଈ, ନାତୁଣୀ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହର ନିବାସୀ ସହଦେବ ବାଗଙ୍କ ଝିଅ ରିତାରାଣୀ ବାଗ(୨୦) ନିଜ ମାମୁ ଘର ଛତିଶଗଡ଼ ମହାସମୁନ୍ଦ ଠାରେ ସୋମବାର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଆଈ(ନାନୀ ମା') ଉକିଆ ରାଣୀ
Read More...

ମରୁଡି ପରସ୍ଥିତି ଅନୁଧ୍ୟାନ କଲେ ବିଜେପିର ଉଦନ୍ତୀ ମଣ୍ଡଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିନାପାଲି ବ୍ଲକରେ ବିଜେପି ମରୁଡି ଅନୁଧ୍ୟାନକାରୀ ଦଳ ପହଞ୍ଚି ମରୁଡି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶିବ ପ୍ରଶାଦ ମୁଣ୍ଡଙ୍କ ନେତୃତ୍ୱରେ ମରୁଡି ପ୍ରଭାବିତ ଅଞ୍ଚଳ ପରିଦର୍ଶନ
Read More...

ରାଜ୍ୟରେ ସାର ଯୋଗାଇ ଦେବା ଦାବୀରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଚାଷୀଙ୍କ ସ୍ୱାର୍ଥକୁ ଦୁଷ୍ଟିରେ ରଖି କେନ୍ଦ୍ର ସରକାର ସାର ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଚାଷୀ ରୁଆ ବେଉଷଣ ସରିବା ପରେ ସାର ଯୋଗାଇବାରେ ନିଅଣ୍ଟ ହୁଏ । ତେବେ ଲାଭ କ'ଣ ବୋଲି
Read More...

ଚାଷୀ ବଞ୍ଚାଅ ଆନ୍ଦୋଳନରେ ସାମିଲ ହେଲେ ହଜାର ହଜାର ଚାଷୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପକ୍ଷରୁ ହଜାର ହଜାର ଚାଷୀ ଏକତ୍ରିତ ହୋଇ ଚାଷୀ ବଞ୍ଚାଅ ଅଭିଯାନରେ ସାମିଲ ହୋଇ ବିରାଟ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଅନୁସାରେ କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ ଗ୍ରାମ ଜାତୀୟ ରାଜପଥ
Read More...

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ସିଙ୍ଗଝର ପଂଚାୟତ ସୋନଭରଷା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ସେହି ଗ୍ରାମର ଯୁବକ ବସନ୍ତ ରାଉତ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା କ୍ରମେ ଉକ୍ତ ଗ୍ରାମର ମହିଳା ଜଣକ ସକାଳ ୬ଟା ରେ ଗାଁ ପାଖ
Read More...

ଯଶୋବନ୍ତଙ୍କ ଅଭିଯୋଗ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ

ନୂଆପଡା : ଅଭିଯୋଗ ଯଶୋବନ୍ତଙ୍କ ଅନୁମୋଦନ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ । ସୂଚନା ଅନୁସାରେ ବର୍ଷକ ତଳେ ବାପା ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ କିଛିଦିନ ତଳେ ତାଙ୍କର ମା'ଙ୍କ ଦେହାନ୍ତ ହେଲା । ମା' ବାପାଙ୍କୁ ହରାଇ ଦୁଇ ଶିଶୁ ବୃଦ୍ଧ
Read More...