Browsing Tag

nuapada news

ପ୍ରେମୀଯୁଗଳଙ୍କ ନିଖୋଜ ଘଟଣା : ୩ ଦିନ ପରେ ମୃତଦେହ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଧରମବନ୍ଦା ଥାନା ଗୋଧସ ଜଳ ପ୍ରପାତକୁ ଡେଇଁ ଗତ ୩ ଦିନ ହେବ ନିଖୋଜ ଥିବା ପ୍ରେମୀଯୁଗଳଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ୪୬ ଘଣ୍ଟା ପରେ ଆଜି ପ୍ରେମୀଯୁଗଳଙ୍କ ମୃତଦେହ ନୂଆପଡ଼ା ଅଗ୍ନଶମ ବିଭାଗ ଉଦ୍ଧାର କରିଛି । ମିଳିଥିବା ସୂଚନା ମୁତାବକ,
Read More...

ଗୋଧସ ଜଳ ପ୍ରପାତରେ ପୁଣି ଅଘଟଣ, ଯୁବକଯୁବତୀ ନିଖୋଜ

ନୂଆପଡା, (ନିରାକାର ମେହେର) : ଆଜି ପ୍ରାତଃ ପ୍ରାୟ ଆଠଟା ସମୟରେ ନୂଆପଡା ସଦର ବ୍ଲକ ଠାରୁ ୨୫ କିମି ଦୂର ଭରୁଆମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓ ସୁନାବେଡା ଅଭୟାରଣ୍ୟରେ ଅବସ୍ଥିତ ଗୋଧସ ଜଳ ପ୍ରପାତ ଉପରୁ ଡେଇଁ ଦୁଇ ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେମାନେ ଛତିଶଗଡ଼
Read More...

ସୁନାରିସିକୁଆଁ ହତ୍ୟା ଘଟଣାର ପର୍ଦାଫାସ୍‌ : ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ଖଡ଼ିଆଳ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା
Read More...

ପ୍ରସ୍ତାବିତ ଉଦନ୍ତୀ ବ୍ୟାରେଜ ପାଇଁ ଗୋର୍ଲାରେ ମହାସଭା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପାତିଆଲପଡାରେ ଅପର ଉଦନ୍ତୀ ବ୍ୟାରେଜ ନିର୍ମାଣ ପ୍ରସ୍ତାବିତ ଅଛି । ଏନେଇ ସୋମବାର ଗୋର୍ଲା ପଂଚାୟତ କାର୍ଯ୍ୟାଳୟରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ହୋଇଯାଇଛି । ଏଥିରେ ଅଞ୍ଚଳର
Read More...

ଯୋଗାଣ ସହାୟକଙ୍କ ବିରୋଧରେ ଦଳିତ ଅଧିକାର ମଞ୍ଚର ଦାବୀପତ୍ର

ନୂଆପଡା, (ନିରାକାର ମେହେର) : ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଲ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ନୂଆପଡା ଜିଲ୍ଲା ଖଡ଼ିଆଳ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି । ଡୁଆଝର ଯୋଗାଣ ସହାୟକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଏକ ଦାବୀପତ୍ର
Read More...

ଜାମପାଣି ଗାଁରେ ମଦ ବିରୋଧୀ ଆନ୍ଦୋଳନ

ନୂଆପଡା, (ନିରାକାର ମେହେର) : ଛୋଟ ଗାଁରେ ବଡ଼ ପ୍ରୟାସ । ମଦମୁକ୍ତି ପାଇଁ ଅଣ୍ଟା ଭିଡ଼ିଲେ ଗାଁର ଛୋଟରୁ ବଡ଼ ସମସ୍ତେ । ଗାଁ ଦାଣ୍ଡରେ ଦେଶୀ ମଦ ପାଉଚକୁ କଚାଡି ନଷ୍ଟ କରିଛନ୍ତି ଆନ୍ଦୋଳନକାରୀ । ଗାଁରେ ଛୋଟ ବଡ଼ ମଦ କୋଠୀ ଗଢି ଉଠିଥିବାରୁ ଏବେ ମଦର ଗଡ଼ ପାଲଟିଛି ନୂଆପଡା ଜିଲ୍ଲା
Read More...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ : ପେଟ୍ରୋଲରେ ଘା’ ସଫା କରୁଛନ୍ତି ପୁଅ

ନୂଆପଡା, (ନିରାକାର ମେହେର) : ଅସହାୟ ତଥା ଗରିବ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ତୃଣମୂଳ ସ୍ତରରେ ଏହାର ସୁଫଳ ପହଂଞ୍ଚି ପାରୁନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ
Read More...

ବଧୂହତ୍ୟା ଅଭିଯୋଗ : ସ୍ୱାମୀ ସହ ଶାଶୁ ଶ୍ୱଶୁର ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଥାନା ରିଷି ଗାଁରେ ବଧୂହତ୍ୟା ଅଭିଯୋଗ ହୋଇଛି । ଏହି ଘଟଣାରେ ମୃତକଙ୍କ ଶାଶୁଘର ପରିବାରକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ସ୍ବାମୀ, ଶ୍ବଶୁର ଏବଂ ଶାଶୁକୁ ଖଡ଼ିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା
Read More...

ଯୁବକଙ୍କ ଆତ୍ମହତ୍ୟା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖଲନା ଗ୍ରାମରେ ଜଣେ ଯୁବକ ପଙ୍ଖାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାକ୍ରମେ ଯୁବକ ଜଣକ ମୁରସିଦାବାଦ୍ ଜିଲ୍ଲା ସୁଟି ଥାନା ଅନ୍ତର୍ଗତ ଛାପଘାଟି ପଞ୍ଚାୟତ ମୁନସିପଡା ଗ୍ରାମ । ଆଜିକୁ ୮ରୁ୯ ମାସ
Read More...

ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ୩୫୩ନଂ ଜାତୀୟ ରାଜପଥ ଚକାଡ଼ଙ୍ଗର ଠାରେ ଅଜଣା ବୋଲେରୋ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମତେ ବୋଡେନ ଥାନା ଅନ୍ତର୍ଗତ ବଳଧାଁ ଗ୍ରାମର କ୍ଷୀରସିନ୍ଧୁ କରୁଆ (୨୭) ଏକ ବାଇକ ଯୋଗେ ଖଡ଼ିଆଳରୁ କାମ ସାରି
Read More...