Browsing Tag

nuapada news

ନୂଆପଡା ଜିଲ୍ଲା ହାଡ଼ିପା ଗୁରୁ ମହାସଭା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଗାନ୍ଧିନଗର ପ୍ରାଙ୍ଗଣରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସମ୍ବିଧାନ ଦିବସରେ ହାଡ଼ିପାଗୁରୁ ମହାସମାଜ ଜିଲ୍ଲା ସଭାପତି ସାମ୍ବାଦିକ ବିଜୟ କୁମାର ସହିସ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ
Read More...

ମୁକ୍ତା ଯୋଜନାରେ ନୂଆପଡା ସହରାଞ୍ଚଳକୁ ୨.୭୮ କୋଟି ମଞ୍ଜୁର : ଧନ୍ୟବାଦ ଦେଲା ବିଜେଡି

ନୂଆପଡା, (ନିରାକାର ମେହେର) : ବିକାଶ ଦେଖିବେ ନୂଆପଡା ସହରବାସୀ । ମୁକ୍ତା ଯୋଜନାରେ ନୂଆପଡା ସାହାରାଞ୍ଚଳ ପାଇଁ ୨.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ରାଜ୍ୟ ସରକାଙ୍କୁ କୃତଜ୍ଞତା ଜଣାଇଛି ଜିଲ୍ଲା ବିଜେଡି । ଏହି ଟଙ୍କାରେ ସହରାଞ୍ଚଳର ବିକାଶ ହେବା ସହ ଲୋକେ କର୍ମ ନିଯୁକ୍ତି
Read More...

ରନ୍ଧନ ଗ୍ୟାସ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ପ୍ରତିବାଦ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଛକଠାରେ ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳର ମିଳିତ ଆନୂକୁଲ୍ୟରେ ଦରଦାମ୍‌ ବୃଦ୍ଧିକୁ ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଜୁ ଜନତା ଦଳ ସଦସ୍ୟ/ସଦସ୍ୟାମାନେ ଯୋଗ ଦେଇ କେନ୍ଦ୍ର
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ କ୍ଲବଠାରେ ତୃତୀୟ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ ।
Read More...

ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି । ଅଙ୍ଗନୱାଡ଼ି ଚାକିରୀ କରାଇଦେବା ପାଇଁ ୮୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିନାପାଲି ଚଟିଆଗୁଡ଼ା ସେକ୍ଟର ସୁପର ଭାଇଜର ହର୍ଷମଣି ମହାନନ୍ଦ । ସୂଚନା ଅନୁସାରେ ସିନାପାଲି ସାଗୁନଭାଡ଼ି
Read More...

କୋମନା ପୋଲିସ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ବାହାର ରାଜ୍ୟକୁ ଚଲାଣ ବେଳେ ନୂଆପଡା ଜିଲ୍ଲା କୋମନା ପୋଲିସ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୫ ଜଣ ଶିଶୁ ୬ ଜଣ ପୁରୁଷ ଓ ମହିଳା ଅଛନ୍ତି । ଉଦ୍ଧାର ଦାଦନମାନେ କୋମନା ବ୍ଲକ ପେଣ୍ତରାବନ ପଞ୍ଚାୟତ ପଲସିପାନି ଗାଁର ବୋଲି ସୂଚନା
Read More...

କୁଳିଙ୍ଗାମାଲ ଗ୍ରାମରେ ଅଲେଖ ମହିମା ନାମଯଜ୍ଞ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କୁଳିଙ୍ଗାମାଲ ଗ୍ରାମରେ ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଅଲେଖ ମହିମା ନାମଯଜ୍ଞ ଅନୁଷ୍ଠିତ ହୋଇଅଛି । ନାମଯଜ୍ଞ ବୈଦିକ ଯଜ୍ଞ ତଥା ଅଲେଖ ମହିମା ଧର୍ମଧୁନୀ ପ୍ରଜ୍ଜ୍ୱଳନ ଆଦି କରାଯାଇଥିଲା ।
Read More...

ହାତୀ ଦାନ୍ତ ଓ ବାଘ ନଖ ଜବତ : ୪ ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ବାଘ ନଖ ଓ ହାତୀ ଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ଵର ମେହେର (୪୫) ଗଣ୍ତାବାହାଲି ଗ୍ରାମର ମନୋଜ ମେହେର
Read More...

୫-ଟି ସଚିବଙ୍କ ଭର୍‌ର୍ଚୁଆଲ୍‌ ବୈଠକରେ ଯୋଗଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଖଡ଼ିଆଳ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଏନ୍‌ଏସିର ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ମୁକ୍ତା ଯୋଜନାରେ ୨ କୋଟି ୭୮ ଲକ୍ଷର ଟଙ୍କା ମଞ୍ଜୁରୀ କରିବେ ବୋଲି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରକାଶ କରିଛନ୍ତି । ଆଜି ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ
Read More...

ସୁନାବେଡା ଅଭୟାରଣ୍ୟରେ ବ୍ୟାପକ ମାଣ୍ଡିଆ ଚାଷ : କେଜି ପିଛା ୪୦ ଟଙ୍କା ମୂଲ୍ୟ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ମାଣ୍ଡିଆ ଚାଷ ବ୍ୟାପକ ମାତ୍ରାରେ ହେଉଛି । ମାଣ୍ଡିଆ ଚାଷ କରି କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରିବା ସହ ଚାଷୀର ଲାଭାଂଶକୁ ମଧ୍ୟ ବୃଦ୍ଧି କରିବାର ପ୍ରୟାସ ଅଟେ । ଅଭୟାରଣ୍ୟବାସୀ ଯତ୍ନ ସହ ଚାଷ କରିଛନ୍ତି । ରସାୟନିକ
Read More...