Browsing Tag

nuapada news

ସିନାପାଲି ବ୍ଲକ ଉପାଧ୍ୟାକ୍ଷା ନିର୍ବାଚନ, ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଶ୍ରୀମତୀ ମୀନା ଘିଭେଲା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାଧ୍ୟକ୍ଷା ଭାବେ ଲିଟିଗୁଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ମିନା ଘିଭେଲା ନିର୍ଦ୍ୱନ୍ଦ୍ୱରେ ବିଜୟୀ ଲାଭ କରିଛନ୍ତି । ଶ୍ରୀମତୀ ମୀନା ଘିଭେଲାଙ୍କ କହିବା ଅନୁସାରେ ଆମ ପରିବାର କଂଗ୍ରେସ ଦଳର ସମର୍ଥକ ହୋଇଥିବାରୁ
Read More...

ବାଜନୀ ସୁରକ୍ଷିତ ଜଙ୍ଗଲରେ ଲାଗିଲା ନିଆଁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କର୍ଲ୍ଲାକୋଟ ଗ୍ରାମ ପଞ୍ଚାୟତର ଖଡ଼ିଆଲ ବନଖଣ୍ଡ ଅଧିନସ୍ଥ କିରେଝୋଲାର ବାଜନୀ ସୁରକ୍ଷିତ ଜଙ୍ଗଲରେ ଦୀର୍ଘ ଦୁଇଦିନ ହେବ ଭୟାବହ ଅଗ୍ନିକାଣ୍ଡ ଲାଗି ଥିବା ବେଳେ ଜଙ୍ଗଲ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଥିବା ଗ୍ରାମବାସୀଙ୍କ
Read More...

ବିଭିନ୍ନ ସମସ୍ୟାକୁ ନେଇ ପାଟଦରା ଗସ୍ତରେ ସାହାଯ୍ୟ ସେନାର ଆବାହକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଁସାଦାନି ଗ୍ରାମପଞ୍ଚାୟତର ଲାଲଗଡ଼ କୁହାଯାଉଥିବା ଦୁର୍ଗମ ଅଞ୍ଚଳ ପାଟଧରା ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ସାହାଯ୍ୟ ସେନାର ଆବାହକ ବେଣୁଧର ଜଗତ ପାଟଦରା ଅଞ୍ଚଳକୁ ଗସ୍ତ କରିଥିଲେ । ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର
Read More...

ବରିଷ୍ଠ ସମାଜସେବୀଙ୍କ ପରଲୋକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳର ବରିଷ୍ଠ ସମାଜସେବୀ ଓ ବରିଷ୍ଠ କଂଗ୍ରେସ ନେତା ବିନୋଦ ବିହାରୀ ଯାଦବଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି । ତଙ୍କର ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି । ସେ ସିନାପାଲି ବ୍ଲକ କଂଗ୍ରେସ କମିଟିର
Read More...

ବଜ୍ରକପ୍ତା ଚୋରା ଚାଲାଣ ବେଳେ ବାପ ପୁଅ ସହ ୩ ଗିରଫ : ଗ୍ରାହକ ସାଜି ବନବିଭାଗର ଚଢାଉ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଚଢାଉ କରି ବାପ ପୁଅ ସହ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ବୋଡ଼େନ ବ୍ଲକ ମାକରବିର୍ଲି ଗ୍ରାମର ମିନ ବାଗ (୫୪) ଓ ପୁଅ ଯମୁନା ପ୍ରାସାଦ ବାଗ
Read More...

ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଘରଧରା ଗ୍ରାମରେ ଗତକାଲିଠାରୁ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯେହେତୁ ଦୁଇବର୍ଷ ହେବ ଲୋକେ କୌଣସି ସାଂସ୍କୃତିକ ପ୍ରୋଗ୍ରାମ ଏବଂ ନାମଯଜ୍ଞ ଦେଖିପାରି ନଥିଲେ ସେଥିପାଇଁ ସ୍ଥାନୀୟ
Read More...

ଦାୟିତ୍ୱ ଗ୍ରହଣ କଲେ ବ୍ଲକ ଅଧ୍ୟକ୍ଷା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ନବ ନିର୍ବାଚିତ ହୋଇଥିବା ମାଧୁରୀ ମାଝି ବିଧିବଦ୍ଧ ଭାବରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସିନାପାଲି ବିଡିଓ ସଦାଶିବ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟ ରଂଜନ ମେହେର,
Read More...

ଟ୍ରାକ୍ଟର ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ଟ୍ରାକ୍ଟର ଉଦ୍ଧାର

ନୂଆପଡା, (ନିରାକାର ମେହେର) : ଗତ ୧୪ ତାରିଖ ଦିନ ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତର କନ୍ଦାମୁଣ୍ତା ଗ୍ରାମର ମହାଦେବ ବାଗ (୪୭) ନିଜ ଟ୍ରାକ୍ଟର ଚୋରି ହୋଇଥିବା ନେଇ ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ଏନେଇ ସିନାପାଲି ଥାନାରେ କେସ ନମ୍ୱର ୬୯/୨୨ ମାମଲା ରୁଜୁ କରି ତଦନ୍ତ
Read More...

ମୁଖାବନ୍ଧା ଯୁବକଙ୍କ ଦୌରାତ୍ମ୍ୟ : ଛୁରା ମାଡରେ ଯୁବତୀ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ସହରରେ ଦୁଇ ଜଣ ମୁଖାପିନ୍ଧା ଯୁବକଙ୍କ ଛୁରା ମାଡରେ ଜଣେ ଯୁବତୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଯୁବତୀ ଜଣକ ସ୍ଥାନୀୟ ଇନ୍ଦିରା କଲୋନୀର ପୁଷ୍ପାଞ୍ଜଳି ଅଦା(୨୭) ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ
Read More...

ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବ ଅଣାଯିବାକୁ ସରକାରଙ୍କୁ ନିବେଦନ

ନୂଆପଡା, (ନିରାକାର ମେହେର) : ରୋଗୀଣା ପୁଅର ଚିକିତ୍ସାରେ ଅର୍ଥର ଅଭାବ ହେବାରୁ ବଳମତ ହଂସ ଗାଁ ଲୋକଙ୍କ ସହ ବାଙ୍ଗାଲୋରକୁ ଦାଦନ ଖଟି ଯାଇଥିଲେ । ଗତକାଲି ଖବର ଆସିଲା ବଳମତ ହଂସଙ୍କ କ୍ଷତବିକ୍ଷତ ମୃତଦେହ ଟ୍ରେନ ଲାଇନ କଡରୁ ଉଦ୍ଧାର ହୋଇଛି । ଶବ ବାଙ୍ଗାଲୋରରୁ କେମିତି ନିଜ ଗାଁକୁ ଆସିବ
Read More...