Browsing Tag

nuapada news

ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ ସ୍ଥିତ ଅନକାପୁର ଗ୍ରାମର ଏକ ସ୍କୁଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା କଥା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ସେହି ଗ୍ରାମର ତେଜରାଜ ନାଏକ ବୟସ (୧୨) ଆତ୍ମହତ୍ୟା କରିଥିବା ଖବର ମିଳିଛି
Read More...

ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଦାୟିତ୍ୱ ନେଲେ ଉଜ୍ୱଳ ଗୁପ୍ତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଉଜ୍ଜ୍ୱଳ ଗୁପ୍ତା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂଜା ଅର୍ଚ୍ଚନା କରି ଅଧ୍ୟକ୍ଷ ପଦର ଦାୟିତ୍ୱ ନେଇଛନ୍ତି ଉଜ୍ୱଳ ଗୁପ୍ତା । ପ୍ରଥମେ ଅଧକ୍ଷ କୋଠରୀ ସମ୍ମୁଖରେ ମୁଣ୍ଡିଆ ମାରି ଦାୟିତ୍ୱ ନେଇଥିଲେ ।
Read More...

ମୁଁ ଅକ୍ଷମ, ସରକାର ମୋତେ ସାହାଯ୍ୟ କରନ୍ତୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗମ୍ଭାରୀଗୁଡା ଗ୍ରାମର ଗରିବ ପାତ୍ରଙ୍କ ସାନପୁଅ ଚିତ୍ରସେନ ପାତ୍ର ବୟସ ୩୪ ପରିବାର କହିଲେ ତାଙ୍କ ତିନୋଟି ଝିଅ ଏବଂ ବଡ଼ଭାଇ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରିବାର ଓ ବୃଦ୍ଧ ବାପା ମା । ଦିନଥିଲା ଘରର ଆର୍ଥିକ ସ୍ଥିତିକୁ ସୁଧାର
Read More...

ଦାଦନ ଶ୍ରମିକଙ୍କ ସ୍ୱାମୀ ମୃତ, ଝିଅ ବନ୍ଧକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦୁଃଖ ଲିଭୁ ନ ଥିବା ବେଳେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବୋଡେନ ବ୍ଲକ ଫରସରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସର୍ଗିଗୁଡ଼ା ଗ୍ରାମର କୈକେଇ ଜଗତ(୪୫) ଓ ତାଙ୍କ ଝିଅ ମଞ୍ଜୁଳା ଜଗତ(୧୭)
Read More...

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ନୂଆମୁଣ୍ଡା ଜଙ୍ଗଲ ଭିତରେ ମହୁଳ ଗେଟେଇବା ସମୟରେ ବୃଦ୍ଧାଙ୍କୁ ୨ଟି ଭାଲୁ ଆକ୍ରମଣ କରିଥିଲେ । ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବୋଇରଭାଡି ଗ୍ରାମର ମାଏଲି
Read More...

କର୍ଲ୍ଲାକୋଟରେ ଅଂଶୁ ଔଷଧ ଦୋକାନ ପୋଡିଲେ ଅସାମାଜିକ ଦୁର୍ବୃତ୍ତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କର୍ଲ୍ଲାକୋଟ ଗ୍ରାମର ଅଂଶୁ ଓଷଧ ଦୋକାନକୁ ଗତକାଲି ରାତ୍ରି ୧୨ ଘଣ୍ଟା ସମୟରେ କିଛି ଅସାମାଜିକ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥଲେ । ଖବର ପାଇ ବୋଡେନ ଅଗ୍ନିଶମ ବିଭାଗ ଆସି ଭୟାବହ ନିଆଁକୁ ଆୟତ କରିଥିଲେ । ପ୍ରକାଶ
Read More...

ସ୍ୱର୍ଗତ ବିନୋଦ ବିହାରୀ ହେର୍ଣ୍ଣାଙ୍କ ସ୍ମୃତିସଭା ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ବିଶିଷ୍ଟ ସମାଜସେବୀ ବିନୋଦ ବିହାରୀ ହେର୍ଣ୍ଣାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଏହି ବ୍ଲକ ଅର୍ନ୍ତଗତ କଇଁଟପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସ୍ୱର୍ଗତ ହେର୍ଣ୍ଣାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା
Read More...

ସିନାପାଲି ବ୍ଲକ ଉପାଧ୍ୟାକ୍ଷା ନିର୍ବାଚନ, ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଶ୍ରୀମତୀ ମୀନା ଘିଭେଲା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାଧ୍ୟକ୍ଷା ଭାବେ ଲିଟିଗୁଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ମିନା ଘିଭେଲା ନିର୍ଦ୍ୱନ୍ଦ୍ୱରେ ବିଜୟୀ ଲାଭ କରିଛନ୍ତି । ଶ୍ରୀମତୀ ମୀନା ଘିଭେଲାଙ୍କ କହିବା ଅନୁସାରେ ଆମ ପରିବାର କଂଗ୍ରେସ ଦଳର ସମର୍ଥକ ହୋଇଥିବାରୁ
Read More...

ବାଜନୀ ସୁରକ୍ଷିତ ଜଙ୍ଗଲରେ ଲାଗିଲା ନିଆଁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କର୍ଲ୍ଲାକୋଟ ଗ୍ରାମ ପଞ୍ଚାୟତର ଖଡ଼ିଆଲ ବନଖଣ୍ଡ ଅଧିନସ୍ଥ କିରେଝୋଲାର ବାଜନୀ ସୁରକ୍ଷିତ ଜଙ୍ଗଲରେ ଦୀର୍ଘ ଦୁଇଦିନ ହେବ ଭୟାବହ ଅଗ୍ନିକାଣ୍ଡ ଲାଗି ଥିବା ବେଳେ ଜଙ୍ଗଲ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଥିବା ଗ୍ରାମବାସୀଙ୍କ
Read More...

ବିଭିନ୍ନ ସମସ୍ୟାକୁ ନେଇ ପାଟଦରା ଗସ୍ତରେ ସାହାଯ୍ୟ ସେନାର ଆବାହକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଁସାଦାନି ଗ୍ରାମପଞ୍ଚାୟତର ଲାଲଗଡ଼ କୁହାଯାଉଥିବା ଦୁର୍ଗମ ଅଞ୍ଚଳ ପାଟଧରା ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ସାହାଯ୍ୟ ସେନାର ଆବାହକ ବେଣୁଧର ଜଗତ ପାଟଦରା ଅଞ୍ଚଳକୁ ଗସ୍ତ କରିଥିଲେ । ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର
Read More...