Browsing Tag

nuapada news

କୋଶଳେଶ୍ୱର ମାଳି ସମାଜର ଜିଲ୍ଲାସ୍ତରୀୟ ଶପଥ ଗ୍ରହଣ ଉତ୍ସବ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁଠାରେ କୋଶଳେଶ୍ୱର ମାଳି ସମାଜ ବିକାଶ ପରିଷଦର ଶପଥ ଗ୍ରହଣ ଉତ୍ସବ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗବନ୍ଧୁ ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପ୍ରଥମେ କୋଶଳେଶ୍ୱର ବାବାକୁ ପୂଜାର୍ଚ୍ଚନା
Read More...

ହାତିବନ୍ଧା ଗାୟତ୍ରୀ ମନ୍ଦିରପଡା ସ୍ଥିତ ଚାହାର ମଞ୍ଜି କାରଖାନା ସ୍ଥାନାନ୍ତର ଦାବୀ

କାରଖାନାର ଶବ୍ଦ ଓ ଦୁର୍ଗନ୍ଧରେ ଅତିଷ୍ଠ ପଡ଼ାବାସୀ, ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗକାରଖାନା ସ୍ଥାନାନ୍ତର ନହେଲେ ଆନ୍ଦୋଳନର ଚେତାବନୀ ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ଗାୟତ୍ରୀ
Read More...

ପରକୀୟା ପ୍ରୀତି ପାଇଁ ପର ହେଲେ ସ୍ୱାମୀ ଓ ସନ୍ତାନ

ନୂଆପଡା, (ନିରାକାର ମେହେର) : ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ପଂଚାୟତର ତିଖାଲିରେ । ଏହି ଗ୍ରାମରେ ବସବାସ କରନ୍ତି ଲୋଚନ ପହରିଆ ସ୍ତ୍ରୀ ନେପୁର, ବୃଦ୍ଧା ମା' ଓ ଦୁଇ କୁନି କୁନି ଛୁଆରେ ତାଙ୍କର ହସ ଖୁସିର ସଂସାର । ଲୋଚନ ଜଣେ
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ସିନାପାଲି ବ୍ଲକର ୨୭ଟି ପଂଚାୟତର ବିଭିନ୍ନ ସମସ୍ୟାକୁ ନେଇ ଜନ ସାଧାରଣ ଅଭିଯୋଗ କରିଛନ୍ତି । ଏଥି ମଧ୍ୟରୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ୪
Read More...

ହାଇସ୍କୁଲ ହଷ୍ଟେଲରୁ ମିଳିଲା କଙ୍କାଳ

ନୂଆପଡା, (ନିରାକାର ମେହେର) : ନୂଆପଡାରେ ଚାଞ୍ଚଲ୍ୟ । ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ହଷ୍ଟେଲ ଭିତରୁ ଏକ କଙ୍କାଳ ଠାବ ହୋଇଛି । ଖବର ପାଇ ବୋଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି(ରବିବାର) ସନ୍ଧ୍ୟାରେ
Read More...

ଖଡ଼ିଆଳ ହାଜତରେ ଯୁବକଙ୍କୁ ମାଡ : ନିନ୍ଦା କଲେ ବିଧାୟକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ପୋଲିସ ଅଧିକାରୀ(ଏସ୍‌ଆଇ) ମାଡ ମାରିବା ଘଟଣା । ଏହାକୁ ନିନ୍ଦା କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଏହାସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବୀ କରିଛନ୍ତି । ସୂଚନା ଅନୁସାରେ,
Read More...

ସିନାପାଲି ସହରରେ ଦିନ ଦ୍ୱିପହରରେ ଗୁଳିକାଣ୍ଡ : ବାପ, ପୁଅ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସହର ସ୍ଥିତ ରାବଣ ଛକଠାରେ ଦିନ ଦ୍ୱିପହରରେ ଗୁଳିକାଣ୍ଡ ଘଟିଛି । ଏଥିରେ ବାପା ଓ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏ ନେଇ ଗୁରୁତର ଥିବା ପରିବାର ତରଫରୁ ନୃସିଂହ ମେହେର ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରୁ
Read More...

ଶିକ୍ଷକ ସଂଘ ତରଫରୁ ଏବିଇଓଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବରେ ସିନାପାଲିରେ ଯୋଗଦାନ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଭାତ କୁମାର ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି । ଶନିବାର ସିନାପାଲି ଗୋଷ୍ଠୀ
Read More...

ସିନାପାଲିରେ ଏନ୍‌ପିଏସ୍ କର୍ମଚାରୀ ସମାବେଶ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ବିଭାଗର ଏନ୍‌ପିଏସ୍ କର୍ମଚାରୀଙ୍କୁ ନେଇ ଏକ ସାଂଗଠନିକ ବୈଠକ ସ୍ଥାନୀୟ ହାଇସ୍କୁଲ ସଭାକକ୍ଷରେ ଆୟୋଜିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ
Read More...

ନୂଆପଡା ଜିଲ୍ଲାପାଳଙ୍କ ଉପାନ୍ତ ଅଞ୍ଚଳ ଗସ୍ତ : ବିଭିନ୍ନ ସ୍ଥାନରେ ଗ୍ରାମୀଣ ହାଟ କଲେ ଉଦ୍‌ଘାଟନ, ବିଭିନ୍ନ ସମସ୍ୟା ନେଇ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲାପାଳ ସ୍ୱାଧ୍ୟାଦେବ ସିଂ ଆଜି ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଗସ୍ତକରି ବିଭିନ୍ନ ସ୍ଥାନରେ ନବ ନିର୍ମିତ ଗ୍ରାମୀଣ ହାଟର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପାନ୍ତ ଘାଟମାଲ ପଞ୍ଚାୟତ ଅନ୍ତର୍ଗତ ପୋଡାପଦର, ରାନିମୁଣ୍ଡା ପଞ୍ଚାୟତ,
Read More...