ଭାଇଚାରାର ପର୍ବ ନୂଆଁଖାଇରେ ଏକାଠି ନବାନ୍ନ ଭକ୍ଷଣ କଲେ ୪୦ ପରିବାର
ନୂଆପଡା, (ନିରାକାର ମେହରେ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲିର ସାନ ମାହାନପୁରିଆ ଗଙ୍ଗାମିନି ବଂଶୀୟ ପରିବାରର ୪୦ ପରିବାର ୨୦୦ରୁ ଅଧିକ ଲୋକ ଏକତ୍ର ନବାନ୍ନ ଗ୍ରହଣ କରିଥିଲେ ।ପ୍ରଥମେ ପରିବାରର ମୁଖ୍ୟ ପୂଜକ ନୂଆଁ ଧାନକୁ ନେଇ ନବାନ୍ନ ପ୍ରସ୍ତୁତ କରିଥିଲେ । ବଂଶୀୟ!-->…
Read More...
Read More...