Browsing Tag

nuapada news

କୁଲିଗାଁ ଆଶ୍ରମ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କୁଳିଗାଁ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ନୂଆପଡା ତରଫରୁ ମଦନ ସୁନ୍ଦର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

ପାଟଦର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ନୂଆପଡ଼ା, (ନିରାକାର ମେହେର) : ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପାଟଦର୍ହା ଜଙ୍ଗଲ ଭିତରେ ଏକ ମାଓ କ୍ୟାମ୍ପ ଥିବା ନେଇ ନୂଆପଡ଼ା ପୋଲିସ ଖବର ପାଇବା ପରେ ଗତ ୨୩ ତାରିଖ ଦିନ ଏସଓଜି, ଡିଭିଏଫ୍ ଓ
Read More...

ଭିଜିଲାନ୍ସ ଜାଲରେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ

ନୂଆପଡ଼ା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ପଡ଼ିଲେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା । ଆବାସିକ ପ୍ରମାଣ ପତ୍ର ଦେବା ପାଇଁ ଜଣକ ପିଛା ୨ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଉଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ଭୋଳା ମହେଶ୍ଵର ଦଣ୍ଡସେନା ଭିଜଲାନ୍ସ ଜାଲରେ
Read More...

ବଚସାକୁ ନେଇ ଛୁରାମାଡ : ୧ ମୃତ

ନୂଆପଡା, (ନିରାକାର ମେହେର) : ବଚସାକୁ ନେଇ ଛୁରାମାଡ ହୋଇଥିବା ଭଳି ଏକ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡ଼ିଆଳ ପୁଟୁପଡା ଠାରେ । ଛୁରା ମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଦୁଇ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି । ଅପରପକ୍ଷେ
Read More...

ଗୋଡଫୁଲା ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ୨ ଭାଲୁ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁରେ ୨ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଫଳରେ ଗାଁ ଲୋକେ ଭୟରେ ଦିନ ତମାମ କବାଟ ବନ୍ଦ କରି ରହିଥିଲେ । କୌଣସି ଧନ ଜୀବନ କ୍ଷତି ହୋଇ ନ ଥିବା ବେଳେ ଗାଁରେ ଭୟର ବାତାବରଣ ଦେଖାଦେଇଛି । ସୂଚନା ଅନୁସାରେ ଗୋଡଫୁଲା ଗାଁକୁ ମା' ଓ
Read More...

ଗାଁକୁ ପଶିଲେ ମା’ ଓ ଛୁଆ ଭାଲୁ : ଲୋକେ ଆତଙ୍କିତ

ନୂଆପଡା, (ନିରାକାର ମେହେର) : ସଦର ବ୍ଲକ ଗୋଡଫୁଲା ଗାଁର ଅଧିକ ମାଝୀଙ୍କ ଘରର ବାଡିକୁ ମା' ଓ ଛୁଆ ଭାଲୁ ପଶିଥିଲେ । ଏବେ ଦୁଇ ଭାଲୁ ଗାଁ ମୁଣ୍ଡରେ ଆତଙ୍କ ଖେଲାଉଛନ୍ତି । ଆଜି ସକାଳେ ସଦର ବ୍ଲକ ଗୋଡଫୁଲା ଗାଁକୁ ମା' ଓ ଛୁଆ ଭାଲୁ ଆସିଥିଲେ । ଗାଁ ମୁଣ୍ଡ ବୁଦା ଭିତରେ ୯ ଘଣ୍ଟା ଧରି ରହିଥିଲେ
Read More...

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନୂଆପଡା : ନୂଆପଡା ସହର ବ୍ଲକ ଦର୍ଲିମୁଣ୍ଟା ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛିି । ଗୁରୁତର ବୃଦ୍ଧା ଜଣକ ବିଳାସ ବିଶ୍ୱ୍ୱକର୍ମା(୬୫) ଓ ସେ ଏବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ବୁଧବାର ସକାଳେ ବିଳାସ ଚାଷ ଜମିକୁ
Read More...

କଳାହାଣ୍ଡି ବିକାଶ ପରିଷଦ ପୁନଃ ଗଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା କୋମନା ବ୍ଲକ ଛତା ଗ୍ରାମଠାରେ କଳାହାଣ୍ଡି ବିକାଶ ପରିଷଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଜଣେ ସଚୋଟ ସ୍ୱେଚ୍ଛାସେବୀ ରୂପେ ସ୍ୱର୍ଗତ ରବି ଦାସ ଏହି ଅଞ୍ଚଳରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତାଙ୍କ ଦ୍ୱାରା କଳାହାଣ୍ଡି ପରିଷଦ
Read More...

ଗଣ୍ତାବାହାଲିଠାରେ ଶାରଦୀୟ ନବ ଦୁର୍ଗାପୂଜା ଆରମ୍ଭ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ଏକ କେନ୍ଦ୍ରସ୍ଥଳୀ । ଏଠାରେ ବାର ମାସରେ‌ ତେର ପର୍ବ ମହାଆଡ଼ମ୍ବରରେ ପାଳନ କରାଯାଏ । ସଂସ୍କୃତ ପରମ୍ପରାକୁ ନେଇ ଅନେକ ଉତ୍ସବ ଓ କାର୍ଯ୍ୟକ୍ରମ ହେଉଥିବା ବେଳେ ଦଶହରା ପର୍ବରେ ଗାଁ ଚଳଚଞ୍ଚଳ ହୋଇ ଉଠେ । ଦୀର୍ଘ
Read More...

ସିନାପାଲି ବନ ବିଭାଗର ବଡ଼ ସଫଳତା : ଚୋରା କାଠ ସହ ୩ କାଠ ମାଫିଆ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ଅଧୀନରେ ଥିବା ଘାଟମାଲ ନିକଟରେ ଗୋଟିଏ ବୋଲେରୋ ପ୍ଲସ ଗାଡି ସହିତ ତିନି ଜଣ କାଠ ମାଫିଆଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଥିବା ଜଣାପଡିିଛି । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିନାପାଲି ବନ ବିଭାଗ
Read More...