ପୋତା ଯାଇଥିବା ନବଜାତ ଶିଶୁ ପୁତ୍ର ଉଦ୍ଧାର
ନୂଆପଡ଼ା, (ନିରାକାର ମେହେର) : ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସପ୍ତାହିକ ବଜାର ପଡାଠାରେ । ମାଟିରେ ପୋତାଯାଇଥିବା ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ନବଜାତ ଶିଶୁ ପୁତ୍ରକୁ କୃଷି ଫାର୍ମ ନିକଟରେ ଲାଲ କନାରେ ଘୋଡ଼ାଇ ମୁଣ୍ଡକୁ ଛାଡି!-->…
Read More...
Read More...