Browsing Tag

nuapada news

ଶିଶୁଙ୍କ ପ୍ରତିଭାକୁ ପୁଷ୍ପିତ କରେ ବିଦ୍ୟାଳୟର ବାର୍ଷିକ ଉତ୍ସବ : ମହୁଲପଡା ସେବାଶ୍ରମ ବିଦ୍ୟାଳୟ

ନୂଆପଡା, (କେପିଏନ୍‌ଏସ୍‌) : ଶିଶୁ ଏକ ମାଟିପାତ୍ର ସଦୃଶ୍ୟ । ଆମେ ଯେଉଁପରି ଗଠନ ଦେବା ତାର ରୂପରଙ୍ଗ ସେହିପରି ଚମକି ଉଠିବ । ଠିକ୍ ସେଭଳି ବିଦ୍ୟାଳୟକୁ ମଧ୍ୟ ଅନେକ ପ୍ରତିଭା ସଂପନ୍ନ ଶିଶୁ ଆସିଥାନ୍ତି । ପ୍ରତ୍ୟେକ ଶିଶୁ ପାଖରେ ଅଜସ୍ର ସୃଜନୀ, କଳା, କୌଶଳ ଭରି ରହିଥାଏ । ଆମେ ତାହାକୁ
Read More...

୮ ଘଣ୍ଟିଆ ନୂଆପଡ଼ା ବନ୍ଦ

ନୂଆପଡ଼ା : ସୋମବାର ୮ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ । ବିଭିନ୍ନ ଦାବି ନେଇ ନୂଆପଡ଼ା ଶ୍ରମିକ ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ଶ୍ରମିକ ସମସ୍ୟା, ଦାଦନ ମୁକ୍ତ, ବେଆଇନ୍‌ ମଦ ବିକ୍ରି, ବେକାରୀଙ୍କୁ ରୋଜଗାର, ଭ୍ରଷ୍ଟାଚାର ମୁକ୍ତ ପରି ଅନେକ ଦାବି ନେଇ ଜିଲ୍ଲାକୁ
Read More...

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ କିକିରିବେଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଗ୍ରାମର ଅକ୍ଷୟ ମାଝି । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
Read More...

ସୁନାବେଡ଼ା ଅଭୟାରଣ୍ୟରେ ସିଆରପିଏଫ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ବରକୋଟ ଘାଟି ନିକଟରେ ସିଆର୍‌ପିଏଫ୍‌ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ତେବେ ଯବାନଙ୍କୁ ସାମ୍ନା କରିନପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଏବେ ସର୍ଚ୍ଚ ଅପରେସନ ଜାରି ରହିଛି ।
Read More...

ଡମଝର ଓ ପଳସଦା ପଞ୍ଚାୟତରେ ସଚେତନତା ଶିବିର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଡମଝର ଓ ପଳସଦା ପଞ୍ଚାୟତ ପରିସରରେ ଓଡ଼ିଆ ଭାଷା ସମ୍ମିଳନୀ ସହ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ଉପରେ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଡମଝର ପଞ୍ଚାୟତ କାର୍ଯ୍ୟକ୍ରମରେ ସରପଂଚ ସଦାଶିବ ବେହେରା ସଭାପତିତ୍ୱ
Read More...

ଭିଜିଲାନ୍ସ ଜାଲରେ ରେଭେନ୍ୟୁ ସୁପରଭାଇଜର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ତହସିଲରେ କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି । ତେବେ ଆର୍‌.ଏସ୍‌ ଅକ୍ଷୟ ନାୟକ କୋମନା ବ୍ଲକ ଅନ୍ତର୍ଗତ ଜଣେ ହିତାଧିକାରୀଙ୍କଠାରୁ ନଗଦ ୧୫ ହଜାର ଟଙ୍କା ଉଦ୍ୟାନବନ୍ଧ ଏସ୍‌.ବି.ଆଇ
Read More...

ଆଦିବାସୀ କଲ୍ୟାଣ ସଂଘର ମହାସମ୍ମିଳନୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସ୍ଥିତ ରାଜା ଏଟି ହାଇସ୍କୁଲ ଖେଳ ପଡ଼ିଆରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଦିବାସୀ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା' ସମଲେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ହଜାର ହଜାର ଆଦିବାସୀଙ୍କ ଦ୍ୱାରା ଏକ
Read More...

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଧାରଣା ଓ ଦାବିପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିଲେ । ଓଷ୍ଟା ଜିଲ୍ଲା ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀଙ୍କ
Read More...

ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୁଲିଆଡୁଙ୍ଗରି କ୍ଲଷ୍ଟର ଅନ୍ତର୍ଗତ ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାକାର୍ଯ୍ୟରେ ସିଆର୍‌ସିସି ମହେଶ୍ୱର ଗୁଆଲ ସଭାପତିତ୍ୱ
Read More...

୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ମନ୍ତ୍ର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ସ୍ଥିତ ନ୍ୟାସ୍‌ନାଲ୍‌ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ବିନା କଠିନ ପରିଶ୍ରମରେ
Read More...