ନୀଳଗିରି ଟ୍ରକ ମାଲିକ ସଙ୍ଘର ନିର୍ବାଚନ : ଶିଶିର ରାଉତ ହେଲେ ସଭାପତି
ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଟ୍ରକ ମାଲିକ ସଙ୍ଘର ନିର୍ବାଚନ ପ୍ରକ୍ରିୟା ଗତକାଲି ଶେଷ ହୋଇଛି । ସଂଘର ସଭାପତି ଭାବେ ଶିଶିର କୁମାର ରାଉତ ଓରଫ ବାବୁଲି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ କୌଣସି ପ୍ରତିନ୍ଦ୍ୱନ୍ଦୀ ପ୍ରାର୍ଥୀ ପତ୍ର ଦାଖଲ ନକରିବାରୁ ସମସ୍ତ ପଦବୀ ପାଇଁ!-->…
Read More...
Read More...