Browsing Tag

news of world

ଆଜି ଆଇପିଏଲ ଫାଇନାଲ : ଟ୍ରଫି ପାଇଁ ଚେନ୍ନଇ-କୋଲକାତା ମୁହଁ ମୁହିଁ, କିଏ ଜିତିବ ଟ୍ରଫି ?

ଦୁବାଇ : ଶୁକ୍ରବାର ଦିନ ଆଇପିଏଲ ଟ୍ରଫି ଟକ୍କରରେ ଚେନ୍ନାଇ-କୋଲକାତା ମଧ୍ୟରେ ଦୁବାଇ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଲିଗ୍ ପର୍ଯ୍ୟାୟରେ ଚେନ୍ନାଇ ଶୀର୍ଷ ସ୍ଥାନରେ ଉନ୍ନୀତ ହୋଇ ପ୍ରଥମ କ୍ଵାଲି ଫାୟରରେ ଦିଲ୍ଲୀକୁ ହରାଇ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ କୋଲକାତା ଲିଗ୍
Read More...

ପିଏଚ୍‌ଡି ଏବଂ ମାଷ୍ଟର ଡିଗ୍ରୀର କୌଣସି ମୂଲ୍ୟ ନାହିଁ : ତାଲିବାନର ନୂତନ ଶିକ୍ଷା ମନ୍ତ୍ରୀଙ୍କ ବିବୃତ୍ତି

କାବୁଲ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ପାଇଁ ଏକ ମାସ ପୂର୍ଣ୍ଣ ହୋଇନାହିଁ, ଏହି ସମୟରେ ମଙ୍ଗଳବାର ଦିନ ଏକ ନୂତନ କ୍ୟାବିନେଟ ଘୋଷଣା କରାଯାଇଛି, ଯାହା ଅଧୀନରେ ସରକାର ଆଫଗାନିସ୍ତାନରେ ଚାଲିବେ । ତାଲିବାନର ସର୍ବୋଚ୍ଚ ନେତା ହେବତୁଲ୍ଲାହ ଅଖୁଂଦଜାଦା ଅଗଷ୍ଟ ୧୫ ରେ କାବୁଲକୁ କାବୁ
Read More...

ଆଫଗାନିସ୍ତାନରେ ଗୃହଯୁଦ୍ଧ ସଂଭାବନାକୁ ନେଇ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶିଙ୍କ ଚେତାବନୀ

ଇସଲାମାବାଦ : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସାରା ଦେଶରେ ଏହି ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହି ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ବୁଧବାର ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟ ପ୍ରତ୍ୟାହାରକୁ ଏକ ଦାୟିତ୍ୱହୀନ ତଥା ବିଶୃଙ୍ଖଳିତ
Read More...

ପାକିସ୍ତାନର ସ୍ୱୀକାର : ତାଲିବାନର ସବୁଠାରୁ ବଡ ‘ସଂରକ୍ଷକ’ ବୋଲି କହି ସଂଗଠନକୁ ମଜବୁତ କରିଥିବା ପ୍ରକାଶ…

ଇସ୍‌ଲାମାବାଦ : ତାଲିବାନକୁ ନେଇ ପାକିସ୍ତାନରୁ ଏକ ବଡ ବିବୃତ୍ତି ଆସିଛି । ବାସ୍ତବରେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ସ୍ୱୀକାର କରିଛନ୍ତି ଯେ, ଇସଲାମାବାଦ ବହୁ ପୂର୍ବରୁ ତାଲିବାନର ରକ୍ଷକ ରହିଆସିଛି । ରସିଦ କହିଛନ୍ତି ଯେ, ଆମେ ଏହାକୁ ଆଶ୍ରୟ ଦେଇ ସଂଗଠନକୁ ମଜବୁତ କରିବା
Read More...

ଆଫଗାନିସ୍ତାନରେ ଫ୍ରାନ୍ସ ଉଦ୍ଧାର କାର୍ଯ୍ୟ ଶେଷ କରି ତିନି ହଜାର ଲୋକଙ୍କୁ ଉଦ୍ଧାର କଲା

ପ୍ୟାରିସ୍ : ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିବାକୁ କାବୁଲ ବିମାନବନ୍ଦରରେ ଅପେକ୍ଷା କରିଛନ୍ତି, ଏହି ସମୟରେ ଫ୍ରାନ୍ସ ଶୁକ୍ରବାର ଦିନ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରିବା ପାଇଁ କାର୍ଯ୍ୟ ଶେଷ କରିଛି ଏବଂ କାବୁଲ ବିମାନବନ୍ଦରରେ ନିର୍ମିତ ଫ୍ରାନ୍ସର ଅସ୍ଥାୟୀ ଦୂତାବାସ ମଧ୍ୟ ବନ୍ଦ
Read More...

କାବୁଲରେ ଆମେରିକା ସେନାଙ୍କ ରକେଟ୍ ଆକ୍ରମଣ, ଆତଙ୍କବାଦୀଙ୍କୁ ଟାର୍ଗେଟ

କାବୁଲ : କାବୁଲରେ ସନ୍ଦିଗ୍ଧ ଆଇଏସଆଇଏସ୍‌-କେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆମେରିକା ଏକ ଏୟାର ଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ରୁଷ ଗଣମାଧ୍ୟମ ପକ୍ଷରୁ ଦାବୀ ହେଉଛି ଯେ, ଆମେରିକା ଆଜି କାବୁଲ ବିମାନବନ୍ଦରର
Read More...

ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଲେ ତାଲିବାନ ଆତଙ୍କୀ ସଂଗଠନ

କାବୁଲ : ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି ତାଲିବାନ ଆତଙ୍କୀ ସଂଗଠନ । ପ୍ରାପ୍ତ ରିପୋର୍ଟ ଅନୁସାରେ ଏହି ଆତଙ୍କୀ ସଂଗଠନ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି । ଏହି ଗେଟ ଇସଲାମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଥାଏ । କ୍ରେନରେ ଏହି
Read More...

ତାଲିବାନ ଚଢ଼ଉ କଲା ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ : ବ୍ୟାପକ ଭଙ୍ଗାରୁଜା

ଆଫଗାନିସ୍ତାନ : ତାଲିବାନ ଚଢ଼ଉ କରିଛି ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ । ଏହା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛି । କାନ୍ଦାହାର ଏବଂ ହେରାତ ସ୍ଥିତ ଭାରତୀୟ ଦୂତାବାସ ବନ୍ଦ ଥିବା ବେଳେ ତାଲିବାନ ଆତଙ୍କବାଦୀ ତାଲା ଭାଙ୍ଗି ପଶିଥିଲେ ଏବଂ କୌଣସି ଦସ୍ତାବିଜ ଅଛି କି
Read More...

ତାଲିବାନ ଉପରେ ମୃତ୍ୟୁର ପରୱାନା ନେଇ ମାଡ଼ିବସିଲେ ଆଫଗାନିସ୍ତାନର ସେନା : ୨୪ ଘଣ୍ଟାରେ ଶତାଧିକ ଆତଙ୍କବାଦୀ ନିହତ

କାବୁଲ : ତାଲିବାନ ଉପରେ ଦେଶବ୍ୟାପୀ ହୋଇଥିବା ଆକ୍ରମଣରେ ଆଫଗାନିସ୍ତାନର ସୁରକ୍ଷା ବାହିନୀ ୧୨ ହଜାର ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଖବର ଅନୁଯାୟୀ, କେବଳ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସୈନ୍ୟବାହିନୀ ଦ୍ୱାରା ଏକାଧିକ ଆକ୍ରମଣରେ ଅତି କମ୍‌ରେ ୧୦୦ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ
Read More...

ଚାଇନାରେ କରୋନା ଜୀବାଣୁ ବିପଦ ପୁଣି ବଢ଼ିଲା : ବେଜିଂ ଓ ଅନ୍ୟାନ୍ୟ ସହରରେ ହଠାତ୍ ସଂକ୍ରମଣ ଘନଉଛି

ବେଜିଂ : ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ପୁଣି ଫେରିଛି । ଏଠାରେ କୋଭିଡ -୧୯ର ଡେଲଟା ଭାରିଆଣ୍ଟର ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି । ଚାଇନାର ରାଜଧାନୀ ବେଜିଂ ସମେତ ୧୫ଟି ସହର ବଢ଼ୁଥିବା ସଂକ୍ରମଣ ମାମଲା ସହ ଲଢେ଼ଇ କରୁଛନ୍ତି । ଡିସେମ୍ବର ୨୦୧୯ରେ ଉହାନରେ ଭାତାଣୁ ବିସ୍ତାର ହେବା
Read More...