Browsing Tag

news of india

ନିଜ ବେତନରୁ ୨.୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଲିସ୍ ଷ୍ଟେସନରେ ‘ବିଦ୍ୟାଦାନ’ ଆରମ୍ଭ କରିଥିବା ଜଣେ…

ପନ୍ନା : ଯେଉଁମାନେ ସରକାରୀ ଚାକିରୀ ପାଆନ୍ତି, ସେମାନେ ନିଜର ଗୁଜୁରାଣ ମେଂଟାଇବାରେ ନିଜ ବେତନ ବିନିଯୋଗ କରନ୍ତି । କିନ୍ତୁ ବଖତ ସିଂ ଠାକୁରଙ୍କ ପରି ମଧ୍ୟ କିଛି ଲୋକ ଅଛନ୍ତି, ଯେଉଁମାନେ ସମାଜକୁ ମଧ୍ୟ ନିଜ ବେତନର ଅଧିକାଂଶ ଅଂଶ ଫେରାଇବାକୁ ଚେଷ୍ଟା କରନ୍ତି । ମଧ୍ୟପ୍ରଦେଶ ପୋଲିସର
Read More...

ସେନା ପାଟ୍ରୋଲିଂ ବେଳେ ୭ ଜଣ ସୈନିକ ହିମ ସ୍ଖଳନରେ ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଇଟାନାଗର : ଅରୁଣାଚଳ ପ୍ରଦେଶରେ ରବିବାର ଦିନ ଭାରତୀୟ ସେନାର ଏକ ପାଟ୍ରୋଲିଂ ଦଳ ହିମ ସ୍ଖଳନର ସାମ୍ନା କରିଥିଲେ । ସରକାରୀ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ସେନା ପାଟ୍ରୋଲିଂରେ ସାମିଲ୍‌ ହୋଇଥିବା ଅତି କମ୍‌ରେ ୭ ଜଣ ସେନା କର୍ମଚାରୀ ହିମ ସ୍ଖଳନରେ ନିଖୋଜ ହୋଇଯାଇଛନ୍ତି । ତେବେ କାମେଙ୍ଗ
Read More...

ବିଭିନ୍ନ ଦଳର ପ୍ରାର୍ଥୀଙ୍କ ତନାଘନା ପ୍ରଚାର : ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଫେବୃଆରୀ ୧୦ରେ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ବିଭିନ୍ନ ଦଳର ବହୁ ଭେଟେରାନ ପ୍ରାର୍ଥୀଙ୍କ ଭାଗ୍ୟ ଝୁଲି ରହିଛି । ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନର ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ କୌଣସି ଉପାୟକୁ ହାତଛଡ଼ା କରିବାକୁ
Read More...

ସଙ୍ଗୀତ ଦୁନିଆର ଏକ ଯୁଗର ସମାପ୍ତି ଘଟିଲା : ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର ପଞ୍ଚଭୂତରେ ବିଲୀନ

ମୁମ୍ବାଇ : ସଙ୍ଗୀତ ଦୁନିଆର ଏକ ଯୁଗର ସମାପ୍ତି ଘଟିଲା । ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର ପଞ୍ଚଭୂତରେ ବିଲୀନ ହେଲେ । ଭାରତ ରତ୍ନ ଲତା ମଙ୍ଗେଶକରଙ୍କୁ ରବିବାର ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହ ବିଦାୟ ଦିଆଯାଇଛି । ପ୍ରଥମେ ଲତା ଜୀଙ୍କ ମୃତଦେହ ପ୍ରଭୁକୁଞ୍ଜ ଭବନ ତାଙ୍କ ଘରକୁ ନିଆଯାଇଥିଲା ।
Read More...

ଶାଳି ଭିଣୋଇ ପ୍ରେମ ଲୀଳା : ଶାଳି ଗର୍ଭବତୀ, ଭିଣୋଇ ହଟହଟା

ବେଗୁନିଆ : ଶାଳି ଭିଣୋଇ ପ୍ରେମ ଲୀଳା ଏବେ ଅଭାବନୀୟ ଲୋକ ଲଜ୍ଜାରେ ପରିଣତ ହୋଇଛି । ବେଗୁନିଆ ବ୍ଳକ ଅଧୀନସ୍ଥ ବଡବେରଣା ପଞ୍ଚାୟତର ଏକ ଗ୍ରାମରେ ଏହି ଘଟଣା ଘଟିଛି । ଶ୍ୱଶୁର ଘରକୁ ବାରମ୍ବାର ଯା’ ଆସ କରୁଥିବା ଜ୍ୱାଇଁ ପରିବାର ପାଇଁ କଳଙ୍କ ପାଲଟିଛି । ନାବାଳିକା ଶାଳି ସହ ଶାରୀରିକ ସମ୍ପର୍କ
Read More...

ବାପ ଛେଉଣ୍ଡ ଝିଅକୁ ବିବାହ କରାଇଲେ କିନ୍ନର ରାବିଆ : ନାତିର ଜନ୍ମ ବାର୍ଷିକୀରେ ଆଈଙ୍କ ଭୂମିକା ତୁଳାଇଲେ

ମୋରେନା : ନବଜାତ ଶିଶୁର ମଙ୍ଗଳ ପାଇଁ ପ୍ରାର୍ଥନା କରୁଥିବା ଏବଂ ଲୋକଙ୍କ ଖୁସି ପାଇଁ 'ଅଭିନନ୍ଦନ' ବାଂଟୁଥିବା ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଅସହାୟଙ୍କ ପାଇଁ ହାତ ବଢ଼ାନ୍ତି । ଏହାର ସଦ୍ୟତମ ଉଦାହରଣ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଅମ୍ବାଠାରେ ସାମ୍ନାକୁ ଆସିଛି । ଅମ୍ବାରେ କିନ୍ନର ରାବିଆ
Read More...

ଦୁଇ ମହିଳା ଡାକ୍ତର ପରସ୍ପରକୁ ଭଲ ପାଉଥିଲେ, ଦୁହିଁଙ୍କ ସଗାଇ ସରିଛି, ବର୍ତ୍ତମାନ ସେମାନେ ବିବାହ କରି ଜୀବନସାଥୀ ହେବେ

ମୁମ୍ବାଇ : ମହାରାଷ୍ଟ୍ରର ନାଗପୁରରେ ରହୁଥିବା ସମଲିଙ୍ଗୀ ଦମ୍ପତି ସାମାଜିକ ପ୍ରତିବନ୍ଧକକୁ ଅତିକ୍ରମ କରି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନାଗପୁରର ଏହି ଦୁଇ ଯୁବତୀ ବୃତ୍ତି ଅନୁଯାୟୀ ଡାକ୍ତର ଅଟନ୍ତି । ଦୀର୍ଘ ଦିନ ଧରି ଏକାଠି ରହିବା ପରେ ଉଭୟେ ବିବାହ କରିବାକୁ ନିଷ୍ପତ୍ତି
Read More...

ଲତାଜୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅନେକ ସେଲିବ୍ରେଟି

ନୂଆଦିଲ୍ଲୀ : ଲତାଜୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅନେକ ସେଲିବ୍ରେଟି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ, ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ମୃତ୍ୟୁ ମତେ ସ୍ତବ୍ଧ କରି ଦେଇଛି । ଯୁଗ ଯୁଗ ଧରି ଲତାଜୀ ପ୍ରେମରଣାଦାୟୀ ହୋଇ ରହିବେ । ସେହିପରି ବହୁଜନ
Read More...

ସଂଗୀତର ଈଶ୍ୱରୀୟ ଅବତାର ଥିଲେ ଲତା ଦିଦି : ସ୍ୱାମୀ ରାମଦେବ

ନୂଆଦିଲ୍ଲୀ : ସ୍ୱାମୀ ରାମଦେବ ଲତା ମଙ୍ଗେଶକରଙ୍କ ମୃତ୍ୟୁକୁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଦୁଇ ଦଶନ୍ଧି ମଧ୍ୟରେ ତାଙ୍କ ସହ ଅନେକ ଥର କଥା ହୋଇଛି । ଯେତେବେଳେ ବି ସେ କଥାବାର୍ତ୍ତା କରନ୍ତି, ସେତେବେଳେ ମୁଁ ଏକ ଅଲୌକିକ ଶକ୍ତିର କମ୍ପନ ଅନୁଭବ
Read More...

ସଙ୍ଗୀତ ସମ୍ରାଜ୍ଞୀ ଲତା ମଙ୍ଗେଶକର ଆଉ ନାହାଁନ୍ତି, ଦେଶ ତଥା ବିଶ୍ୱରେ ଶୋକର ଲହରୀ

ମୁମ୍ବାଇ : ସଙ୍ଗୀତ ସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଯାଇଛି । କରୋନା ସଂକ୍ରମଣ ହେତୁ ୯୨ ବର୍ଷିୟ ଲତା ମଙ୍ଗେସକରଙ୍କୁ କିଛି ଦିନ ପୂର୍ବେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ପୁଣି ତାଙ୍କ ସ୍ୱାସ୍ଥ୍ୟରେ ଅବନତି
Read More...