Browsing Tag

news of india

ଆଜି କାର୍ଗିଲ ବିଜୟ ଦିବସ, ରାଷ୍ଟ୍ରପତି ମୁର୍ମୁ ଶହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ

ନୂଆଦିଲ୍ଲୀ : ଆଜି ଅର୍ଥାତ୍ ୨୬ ଜୁଲାଇରେ କାର୍ଗିଲ ବିଜୟ ଦିବସ ସାରା ଦେଶରେ ପାଳନ କରାଯାଉଛି । ୧୯୯୯ରେ ଏହି ଦିନ, ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇ ଟାଇଗର ହିଲ୍‌ ଏବଂ ଅନ୍ୟାନ୍ୟ ପୋଷ୍ଟକୁ 'ଅପରେସନ୍ ବିଜୟ'ର ଅଂଶ ଭାବରେ କାବୁ କରିଥିଲା । ରାଷ୍ଟ୍ରପତି ଦ୍ରୌପଦୀ
Read More...

ଦ୍ରୌପଦୀ ମୁର୍ମୁ ଆଜି ଶପଥ ଗ୍ରହଣ କରିବେ, ଦେଶର ୧୫ତମ ରାଷ୍ଟ୍ରପତି ହେବେ

ନୂଆଦିଲ୍ଲୀ : ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ନାଗରିକ ଭାବେ ଶପଥ ଗ୍ରହଣ କରିବେ । ସେ ଦେଶର ୧୫ତମ ରାଷ୍ଟ୍ରପତି ହେବେ । ଦେଶର ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ଏବଂ କମ୍‌ ବୟସରେ ଦେଶର ଶୀର୍ଷ ପଦବୀରେ ଅବସ୍ଥାପିତ ହେଉଥିବା ସେ
Read More...

ଅଗ୍ନିପଥ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଘେରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ରରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ବାୟୁସେନାରେ ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର ନିଯୁକ୍ତି ପାଇଁ ପରୀକ୍ଷା ଆଜି ଜୁଲାଇ ୨୪ରୁ ଆରମ୍ଭ ହୋଇଛି । ଏହି ସମୟରେ ରାହୁଲ ଗାନ୍ଧୀ
Read More...

ପାକ୍ ଅଧିକୃତ କାଶ୍ମୀର କାହାର ?…. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁରେ କ’ଣ କହିଲେ, ଆସନ୍ତୁ…

ଜାମ୍ମୁ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁରେ ଅଛନ୍ତି ଏବଂ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ସମ୍ପର୍କରେ ସେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, 'ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ଭାରତ ସଂସଦରେ ଏକ ସଂକଳ୍ପ ପାରିତ ହୋଇଛି । ପାକ୍ ଅକ୍ତିଆର ହୋଇଥିବା କାଶ୍ମୀର
Read More...

ବାଇକ ଓ ଟ୍ରକ୍‌କୁ ଧକ୍କା ଦେଲା କାର, ୩ ମୃତ

ଚେନ୍ନାଇ : ତାମିଲନାଡୁକ ଥାନୀରପାନ୍ଥଲ ଦେଇ ଯାଇଥିବା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏକ କାର୍- ବାଇକ ଓ ଟ୍ରକ୍ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି । ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଏକ ବାଇକରେ ଦୁଇ ଜଣ ପେରାମବାଲୁର ରାଜପଥ
Read More...

କୋଠା ଭୁଶୁଡ଼ି ଜଣେ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ମୁସ୍ତଫାବାଦର ବାବୁନଗରରେ ଆଜି ସକାଳେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ଘଟଣାରେ ଆଉ କ'ଣ କ୍ଷୟକ୍ଷତି ଘଟିଛି ତାହା ପରେ ଆକଳନ କରାଯିବ ବୋଲି
Read More...

ବିଶ୍ୱ ଚାମ୍ପିୟନସିପ୍‌ରେ ରୌପ୍ୟ ଜିତି ଇତିହାସ ରଚିଲେ ନୀରଜ

ନୂଆଦିଲ୍ଲୀ : ବିଶ୍ୱ ଆଥଲେଟିକ ଚାମ୍ପିଅନସିପ୍‌ରେ ରୌପ୍ୟ ଜିତି ଆଉ ଏକ ଇତିହାସ ରଚିଛନ୍ତି ଗୋଲ୍ଡେନ ବଏ ନୀରଜ ଚୋପ୍ରା । ୨୦୦୩ ପରେ ସେ ଏହି ଚାମ୍ପିୟନସିପ୍‌ରେ ଭାରତକୁ ପ୍ରଥମ ପଦକ ପ୍ରଦାନ କରିଛନ୍ତି । ନୀରଜ ଆମେରିକାର ୟୁଗେନରେ ଅନୁଷ୍ଠିତ ଚାମ୍ପିୟନସିପ୍‌ର ଫାଇନାଲରେ ଚତୁର୍ଥ ରାଉଣ୍ଡରେ
Read More...

ତ୍ରିରଙ୍ଗା ଉଡ଼ାଇବା ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଏବେ ଯେ କୌଣସି ବ୍ୟକ୍ତି ନିଜ ଘରେ ଦିନ ରାତି ତ୍ରିରଙ୍ଗା ଉଡ଼ାଇପାରିବେ । ଏବେ ଏଭଳି ଏକ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ସ୍ୱାଧୀନତା ଦିବସ ପୂର୍ବରୁ 'ହର ଘର ତ୍ରିରଙ୍ଗା ସମାରୋହ' ଦ୍ୱାରା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏବେ ପର୍ଯ୍ୟନ୍ତ ସାଧାରଣ ଲୋକେ
Read More...

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ବିଜୟ ସାର୍ଟିଫିକେଟ୍

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ପରେ ଶୁକ୍ରବାର ନିର୍ବାଚନ କମିଶନଙ୍କ ପକ୍ଷରୁ ତାଙ୍କୁ ବିଜୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରିଟର୍ଣ୍ଣିଂ ଅଫିସର ପି.ସି ମୋଦୀଙ୍କ ପକ୍ଷରୁ ନିର୍ବାଚନ ଫଳାଫଳ ସଂକ୍ରାନ୍ତ ଘୋଷଣାପତ୍ର ଦାଖଲ
Read More...

‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର 'ହର ଘର ତ୍ରିରଙ୍ଗା' ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧିନତା ଓ ତ୍ରିରଙ୍ଗାକୁ ସ୍ୱତନ୍ତ୍ର ଭାରତରେ
Read More...