Browsing Tag

news of india

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ କଶ୍ମୀରର ଶୋପିଆନ ଏବଂ ବାରାମୂଳାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିବିନିମୟ ହୋଇଥିଲା । ବାରମୂଲାର ବିଦିପୋରା ପଟନ ଅଞ୍ଚଳରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ଟଳିପଡିଛନ୍ତି । ଅନ୍ୟପକ୍ଷରେ, ଶୋପିଆନ
Read More...

ଆଫଗାନିସ୍ତାନର କାବୁଲର ଏକ ବିଦ୍ୟାଳୟରେ ବୋମା ବିସ୍ଫୋରଣ : ଅତି କମ୍‌ରେ ୨୪ ଜଣ ଛାତ୍ରଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ଆଫଗାନିସ୍ତାନର ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ ବନ୍ଦ ହେବାର ନାମ ନେଉନାହିଁ । ତାଲିବାନ ସରକାର କ୍ଷମତାକୁ ଆସିବା ପରେ ବିଦ୍ୟାଳୟଗୁଡ଼ିକରେ କ୍ରମାଗତ ଭାବରେ ବୋମା ଫୁଟୁଛି ଏବଂ ଆକ୍ରମଣରେ ପିଲାମାନଙ୍କ ପ୍ରାଣହାନୀ ଘଟୁଛି । ଆଫଗାନିସ୍ତାନର ପଶ୍ଚିମ କାବୁଲର ଦଶ୍‌ତେ ବାରଚିରେ
Read More...

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ମୋଦୀ

ଗାନ୍ଧିନଗର : ତୃତୀୟ ସ୍ୱଦେଶୀ ନିର୍ମିତ ହାଇ ସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଗାନ୍ଧିନଗର ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଗାନ୍ଧିନଗରରୁ ମୁମ୍ବାଇ ସେଣ୍ଟ୍ରାଲ ପର୍ଯ୍ୟନ୍ତ
Read More...

ଜାତୀୟ କ୍ରୀଡାକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଅହମ୍ମଦାବାଦ : ୩୬ତମ ଜାତୀୟ କ୍ରୀଡାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି । ଗୁରୁବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହା ଏକ ଭବ୍ୟ ଓ ବର୍ଣ୍ଣାଢ଼୍ୟ ପରିବେଶରେ ଉଦ୍‌ଘାଟିତ କରାଯାଇଥିଲା । ୭ ବର୍ଷ ପରେ ପୁନର୍ବାର ଦେଶରେ ଜାତୀୟ କ୍ରୀଡା ଆୟୋଜିତ ହେବାକୁ ଯାଉଛି ।
Read More...

ଡାନ୍ସ କରିବାକୁ ମନା କରିବାରୁ ୧୩ ପିଲାଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ଶିକ୍ଷକ

ଗୁମ୍‌ଲା : ଝାଡଖଣ୍ଡର ଗୁମ୍‌ଲା ଜିଲ୍ଲାର ଚେନପୁର ବ୍ଲକରେ ଅବସ୍ଥିତ ସେଣ୍ଟ ମାଇକେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ଶିକ୍ଷକ ମାଡ ମାରି ୧୩ ଜଣ ଛାତ୍ରଙ୍କୁ ଆହତ କରି ଦେଇଥିବା ସୂଚନା ମିଳିଛି । ସମସ୍ତ ଛାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚେନପୁରରେ ଚିକିତ୍ସିତ ହୋଇଥିଲେ । ଯେତେବେଳେ
Read More...

ଏୟାର ହୋଷ୍ଟେସଙ୍କ ଘରେ ପ୍ରବେଶ କରି ସ୍ଥାନୀୟ ନେତା ବଳାତ୍କାର କରିଥିଲେ, ପୀଡିତା ଅଭିଯୁକ୍ତକୁ ଘରେ ତାଲା ପକାଇ ଦେଲେ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ମହରୁଲି ଅଞ୍ଚଳରେ ଜଣେ ଏୟାର ହୋଷ୍ଟେସଙ୍କୁ ତାଙ୍କ ଘରେ ପ୍ରବେଶ କରି ବଳାତ୍କାର କରିବାର ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ସ୍ଥାନୀୟ ନେତାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଥିଲା । ପୋଲିସର ସୂଚନାନୁସାରେ ଅଭିଯୁକ୍ତ
Read More...

କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ଅଶୋକ ଗେହଲୋତ ବାହାରିଲେ : ସୋନିଆ ଗାନ୍ଧୀଙ୍କୁ କହିଲେ- ଆଇ ଏମ୍‌ ସରି

ନୂଆଦିଲ୍ଲୀ : ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କଂଗ୍ରେସ ସଭାପତି ପଦବୀରୁ ବାଦ ପଡିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଗେହଲୋତ ଘୋଷଣା କରିଛନ୍ତି ଯେ, ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସୋନିଆ ଗାନ୍ଧୀଙ୍କ ସହ ଦେଢ଼ ଘଣ୍ଟା ଧରି ଆଲୋଚନା ପରେ
Read More...

ମର୍ମନ୍ତୁଦ ଦୁର୍ଘଟଣା : ଚାଲିଗଲା ୫ ଜୀବନ, ୨୦ ଆହତ

ରେୱାରୀ : ହରିୟାଣାର ରେୱାରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଜାତୀୟ ରାଜପଥ ନମ୍ବର ୪୮ରେ କାରଟି ବସ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । କାରରେ ଥିବା ୫ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ
Read More...

ମାଉଣ୍ଟ ମାନସଲୁରେ ହିମସ୍ଖଳନ : ୩ ପର୍ବତାରୋହୀଙ୍କ ମୃତ୍ୟୁ

କାଠମାଣ୍ଡୁ : ନେପାଳର ମାନସଲୁ ମାଉଣ୍ଟରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତିନି ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି । ମାଉଣ୍ଟ ମାନସଲୁରେ ହିମସ୍ଖଳନ ଯୋଗୁଁ ଏଭଳି ଘଟିଛି । ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଖୋଜା ଚାଲିଛି ।
Read More...

ସେନ୍‌ସେକ୍ସରେ ୯୫୪ ପଏଣ୍ଟ ହ୍ରାସ

ମୁମ୍ବାଇ : ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ କାରବାରରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା । ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସେନ୍‌ସେକ୍ସ ୯୫୪ ପଏଣ୍ଟ ହ୍ରାସ ପାଇ ୫୭, ୧୮୪ ପଏଣ୍ଟରେ ବନ୍ଦ ହୋଇଛି । ଏହାକୁ ମିଶାଇ ଚାରିଟି କାରବାର ଦିନରେ ସେନ୍‌ସେକ୍ସରେ ୨୮୭୪ ପଏଣ୍ଟ ହ୍ରାସ ହୋଇଛି
Read More...