Browsing Tag

news of india

ସୀମାରେ ସଂଗ୍ରାମ : ମୁମ୍ବାଇରେ କର୍ଣ୍ଣାଟକ ସିଏମ୍ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌

ମୁମ୍ବାଇ : ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗ ଆହୁରି ଗଭୀର ହେବାରେ ଲାଗିଛି । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଚର୍ଚ୍ଚା ମଧ୍ୟରେ ମୁମ୍ବାଇର ଏକ ବସ୍‌ ଷ୍ଟାଣ୍ଡରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌ ଲଗାଯାଇଛି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୬ ମୃତ, ୪ ଆହତ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ଅଲ୍ଲୁରୀ ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସେଠାରେ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏକ ମିନି ଟ୍ରକକୁ ଧକ୍କା ଦେଇଛି ଲରି ଟ୍ରକ । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏନେଇ ପୁଲିସ
Read More...

ମହାରାଷ୍ଟ୍ରର ନାସିକ୍‌ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ

ନାସିକ୍‌ : ମହରାଷ୍ଟ୍ରର ନାସିକ୍‌ ଜିଲ୍ଲାରେ ବୁଧବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୩.୬ ରହିଥିବା ବେଳେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ନାସିକ୍‌ ଠାରୁ ପଶ୍ଚିମ ଦିଗକୁ ପାଖାପାଖି ୮୯ କିଲୋମିଟର ପର୍ଯ୍ୟନ୍ତ ରହିଥିବା କୁହାଯାଉଛି । ଏହାର
Read More...

ଆଇଏଫ୍‌ଏଫ୍‌ଆଇର ୫୩ତମ ସଂସ୍କରଣରେ ଭାରତୀୟ ପାନୋରମା ବର୍ଗକୁ ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର

ଅଣ - ଫିଚର ବିଭାଗର ଉଦ୍‌ଘାଟନୀ ଫିଲ୍ମ ‘ଦ ଶୋ ମଷ୍ଟ ଗୋ ଅନ୍‌’ରେ ପାର୍ସୀ ଥିଏଟରର ପ୍ରାଚୀନ ପ୍ରତୀକ ଏବଂ ସେମାନଙ୍କର ସ୍ଥାୟୀତ୍ୱର କାହାଣୀକୁ ପ୍ରଦର୍ଶିତ କରାଯାଇଛିସମ୍ପ୍ରତି ସହରାଞ୍ଚଳ କିଶୋରମାନେ ସମ୍ମୁଖୀନ ହେଉଥିବା ସମ୍ବେଦନଶୀଳ ପ୍ରସଙ୍ଗ ଗୁଡିକ ଉପରେ ନିର୍ମିତ ହୋଇଥିବା ଫିଲ୍ମ
Read More...

ପିଏମ୍ କିସାନ, ଡିବିଟି ଯୋଜନାର ଏକ ଉଲ୍ଲେଖନୀୟ ସଫଳତା

ନୂଆଦିଲ୍ଲୀ, (ପିଆଇବି) : ପିଏମ୍ କିସାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହାକି ଜମି ଥିବା ଚାଷୀମାନଙ୍କର ଆର୍ଥିକ ଆବଶ୍ୟକତାକୁ ପୂରଣ କରିଥାଏ। ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ବର୍ଷକୁ ୬୦୦୦ ଟଙ୍କାର ଆର୍ଥିକ ସହାୟତା
Read More...

ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଜାଭା ଦ୍ୱୀପପୁଞ୍ଜରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅତି କମରେ ୩୦୦ ଜଣ ଆହତ ହୋଇଥିବା ଖବର ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ପକ୍ଷରୁ ଜଣାପଡ଼ିଛି । ଏହି ଭୂମିକମ୍ପର ତୀବ୍ରତା ୫.୬ ମ୍ୟାଗ୍ନିଚ୍ୟୁଡ ଥିବାର ଜଣାପଡ଼ିଛି । ଭୂମିକମ୍ପରେ ଘର
Read More...

ଆଇଏଫ୍‌ଏଫ୍‌ ଆୱାର୍ଡରେ ସମ୍ମାନିତ ହେଲେ ସୁପରଷ୍ଟାର ଚିରଞ୍ଜୀବୀ

ନୂଆଦିଲ୍ଲୀ : ୫୩ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ ୨୦୨୨ରେ ସମ୍ମାନିତ କରାଯାଇଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟରରେ
Read More...

ଗ୍ରୀସ୍‌ର କ୍ରୀଟେ ଦ୍ୱୀପରେ ଭୂକମ୍ପ ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ୱୀପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ
Read More...

କୋଚିଂ ପ୍ରତିଷ୍ଠାନ ଗୁଡ଼ିକର ମନମୁଖୀ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାର ଆଣିବେ ଅଂବ୍ରେଲା ଆକ୍ଟ

ଜୟପୁର : ରାଜସ୍ଥାନରେ ଚାଲିଥିବା କୋଚିଂ ପ୍ରତିଷ୍ଠାନଗୁଡ଼ିକର ମନମୁଖୀ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ସରକାର ଖୁବ୍ ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି । କୋଚିଂ ପ୍ରତିଷ୍ଠାନଗୁଡ଼ିକ ଉପରେ ଲଗାତାର ଅଭିଯୋଗ ଏବଂ ଫି' ଆଦାୟ ଉପରେ ଅଭିଯୋଗ ପରେ ସରକାର ଏହି ଆକ୍ଟ ଆଣିବାକୁ କାର୍ଯ୍ୟ କରୁଛନ୍ତି
Read More...

କାଶୀରେ ଅଛନ୍ତି ବାବା ବିଶ୍ୱନାଥ ତ’ ତାମିଲନାଡୁରେ ଭଗବାନ ରାମେଶ୍ୱରମଙ୍କ ଆଶୀର୍ବାଦ, ବାରାଣାସୀରେ କହିଲେ…

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ କାଶୀର ତାମିଲ ସଙ୍ଗାମ୍ୱ୍‌ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, କାଶୀ ତାମିଲ ସଙ୍ଗମମ୍‌ ନିଜେ ସ୍ୱତନ୍ତ୍ର । ସେ କହିଛନ୍ତି ଯେ, କାଶୀ ଦୁନିଆର ସର୍ବ
Read More...