Browsing Tag

news of india

ତାଲିବାନର ଆଉ ଏକ ଅବୈଧ ଆଦେଶ, ବିଶ୍ୱବିଦ୍ୟାଳୟରେ ବାଳିକା ଶିକ୍ଷା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଏକ ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଚକିତ କରିଛି । ତାଲିବାନ ଝିଅମାନଙ୍କ ପାଇଁ ଉଚ୍ଚ ଅଧ୍ୟୟନର ସମସ୍ତ ରାସ୍ତା ବନ୍ଦ କରିଦେଇଛି । ବାସ୍ତବରେ ତାଲିବାନ ମଙ୍ଗଳବାର ଦିନ ଏକ ନୂତନ ଆଦେଶ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ, ବିଶ୍ୱବିଦ୍ୟାଳୟରେ
Read More...

ସରଗମ୍‌ କୌଶଲ ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ

ନୂଆଦିଲ୍ଲୀ : ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ
Read More...

ଜାନୁଆରୀ ୨୫ରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍

ନୂଆଦିଲ୍ଲୀ : ରେଳବାଇର ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌ ଜାନୁଆରୀ ୨୫ରୁ ଆରମ୍ଭ ହେବ । ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଓ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ । ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର
Read More...

୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ । ଦିଲ୍ଲୀ ପରେ ପଦଯାତ୍ରା ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଜାନୁୟାରୀ ୨୬ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କଂଗ୍ରେସ ନେତା
Read More...

ଇଣ୍ଡିଆନ୍‌ ବକ୍ସ ଅଫିସ୍‌ରେ ‘ଅବତାର-୨ର ଧମାକା

୨ ଦିନରେ ୧୦୦ କୋଟି ଆୟ ମୁମ୍ବାଇ : ଇଣ୍ଡିଆନ୍‌ ବକ୍ସ ଅଫିସ୍‌ରେ 'ଅବତାର-୨: ଦ ୱେ ଅଫ୍‌ ୱାଟର' ଫିଲ୍ମ ଦମ୍‌ଦାର ଆରମ୍ଭ କରିଛି । ଫିଲ୍ମ ମୁକ୍ତିଲାଭ କରିବାର ମାତ୍ର ୨ ଦିନରେ ୧୦୦ କୋଟି ଟଙ୍କା ଆୟ କରିସାରିଛି । ଆସନ୍ତା ସପ୍ତାହ ସୁଦ୍ଧା ଫିଲ୍ମର ଆୟ ୧୫୦ କୋଟି ଟପିଥିବ ବୋଲି ସିନେ
Read More...

ଫିଫା ବିଶ୍ୱକପ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଦଳ ଏବଂ ଅଧିନାୟକ ଲିଓନେଲ୍‌ ମେସିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଟ୍ୱିଟ୍‌ କରି ଫିଫା ବିଶ୍ୱକପ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଦଳ ଏବଂ ଅଧିନାୟକ ଲିଓନେଲ୍‌ ମେସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଏହା (ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ୍‌ ମ୍ୟାଚ୍‌) ସବୁଠୁ ରୋମାଞ୍ଚପୂର୍ଣ୍ଣ ଫୁଟବଲ୍‌
Read More...

ଗଣତନ୍ତ୍ର ଦିବସରୁ ଓଡ଼ିଶାରେ ଆରମ୍ଭ ହେବ କଂଗ୍ରେସର ‘ହାତ୍‌ ସେ ହାତ୍‌ ଯୋଡ଼ୋ’ ଯାତ୍ରା

ନୂଆଦିଲ୍ଲୀ : ୨୦୨୩ ଜାନୁଆରୀ ୨୬ରୁ ଓଡ଼ିଶାରେ ଆରମ୍ଭ ହେବ 'ହାତ ସେ ହାତ ଯୋଡ଼ୋ' ଯାତ୍ରା । ୨ ମାସ ଧରି ଏହା ଚାଲିବ । ଏହି କାର୍ୟ୍ୟକ୍ରମକୁ ସମସ୍ତ ନେତା ଅଧିକ ଗୁରୁତ୍ୱ ଦେବାକୁ ପ୍ରଭାରୀ କହିଛନ୍ତି । ଏ ନେଇ ଆଗାମୀ ଦିନରେ ଦଳୀୟ ନେତାମାନଙ୍କୁ ଗାଁକୁ ଯିବାକୁ ପଡିବ, ପ୍ରତି ବୁଥ୍‌ସ୍ତରେ
Read More...

୨ ବସ୍‌ ମୁହାଁମୁହିଁ ଧକ୍କା, ୩ ମୃତ ୨୨ ଆହତ

ନୂଆଦିଲ୍ଲୀ : ଗ୍ରେଟର ନଏଡା ଏକ୍ସପ୍ରେସୱେ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ବସ୍‌ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୨ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା
Read More...

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ପୂରଣ ହେଲା ୧୦୦ ଦିନ

ନୂଆଦିଲ୍ଲୀ : କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ୧୬ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ୧୦୦ ଦିନ ପୂରଣ ହୋଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ ୨୮୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି । ଭାରତ ଯୋଡୋ ଯାତ୍ରା ଏବେ ୭ଟି ରାଜ୍ୟ ଅତିକ୍ରମ କରି ସାରିଲାଣି । ଏଥି ମଧ୍ୟରେ ରହିଛି
Read More...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ମୁଁ
Read More...