ମା’ର ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ କଲା ଝିଅ, ବିବାହର ୨ ଘଣ୍ଟା ପରେ ମା’ର ଦେହାନ୍ତ
ଗୟା : ବିହାରର ଗୟାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ନିଆରା ବିବାହ ଦେଖିବାକୁ ମିଳିଛି । ମା’ର ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ କରିଛି ଝିଅ । କେବଳ ମା'ର ଶେଷ ଇଚ୍ଛା ପୂରଣ କରିବା ପାଇଁ ସାତ ଜୀବନ ପାଇଁ ଜଣକ ବରି ନେଇଛି ଝିଅ । ବର୍ତ୍ତମାନ ଏହି ବିବାହ ସମଗ୍ର ଅଞ୍ଚଳରେ ଆଲୋଚନା!-->…
Read More...
Read More...