ନଦୀକୁ ଖସିଲା ବରଯାତ୍ରୀ କାର୍
କୋଲକାତା : ଶନିବାର ସକାଳେ ଉତ୍ତରବଙ୍ଗର କାଲିମ୍ପଙ୍ଗରେ ଏକ ବରଯାତ୍ରୀ କାର୍ ନଦୀକୁ ଖସି ପଡିଥିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର ଓ କନ୍ୟା ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ କହିଛି ଯେ, ଗାଡିଟି ଏକ ବ୍ରିଜ ଉପରୁ ରଙ୍ଗଡଙ୍ଗ ନଦୀକୁ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କ!-->…
Read More...
Read More...