Browsing Tag

news of india

ଅମାନବୀୟ ଅପରାଧ : ଗ୍ୟାଙ୍ଗ ବଳାତ୍କାର ପରେ ପ୍ରାଇଭେଟ୍‌ ପାର୍ଟରେ ଲୁହା ରଡ଼୍‌ ଗେଂଜି ନୃଶଂସ ହତ୍ୟା : ମୃତ ଦେହ ୧୭…

ବଦାୟୁଂ : ଉତ୍ତରପ୍ରଦେଶର ବଦାୟୁଂ ଜିଲ୍ଲାରେ ଜଣେ ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ମନ୍ଦିରର ମହନ୍ତ ସମେତ ତିନି ଜଣ ବ୍ୟକ୍ତି କେବଳ ତାଙ୍କୁ ବଳାତ୍କାର କରିନଥିଲେ, ବରଂ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଲୁହା ରଡ ଗେଂଜି ତାଙ୍କୁ ହତ୍ୟା କରିଥିବା ଭଳି ଏକ ନୃଶଂସ ଖବର ଆସିଛି ।
Read More...

ପାକିସ୍ତାନ ଜେଲରେ ୧୧ ବର୍ଷ କାରାଦଣ୍ଡ ପରେ ଯୁବକ ମିର୍ଜାପୁରକୁ ଫେରିଲେ

ନୂଆଦି‌ଲ୍ଲୀ : ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ଜଣେ ଯୁବକ ଭୁଲରେ ସୀମା ପାର ହୋଇ ପ୍ରାୟ ୧୧ ବର୍ଷ ପୂର୍ବେ ପାକିସ୍ତାନକୁ ଚାଲି ଯାଇଥିଲେ । ଏଥିପାଇଁ ପାକିସ୍ତାନ ଜେଲରେ ଏକ ଦଶନ୍ଧିରୁ ଅଧିକ ସମୟ ବିତାଇବା ପରେ ଏବଂ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ମଙ୍ଗଳବାର ରାତିରେ ଯୁବକ ତାଙ୍କ
Read More...

ଲଦାଖରେ ଅମିତାଭ ମାଇନସ୍ ୩୩ ଡିଗ୍ରୀ ଶୀତର ସମ୍ମୁଖୀନ ହେଲେ : ସେୟାର କଲେ ଫଟୋ

ନୂଆଦି‌ଲ୍ଲୀ : ଏବେ ସାରା ଦେଶରେ ଶୀତ ଋତୁ ଚାଲିଛି ଏବଂ ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି । ଆହୁରି ମଧ୍ୟ, ନୂତନ ବର୍ଷର ଆଗମନ ଅର୍ଥାତ୍ ୨୦୨୧ ମଧ୍ୟ ପହଞ୍ଚିଛି । ନିକଟରେ ମହାନ ଅଭିନେତା ଅମିତାଭ ବଚ୍ଚନ ଲଦାଖ ଟ୍ରିପରୁ ଫେରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ
Read More...

କୃଷକଙ୍କ ଆନ୍ଦୋଳନର ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କଲେ

ନୂଆଦିଲ୍ଲୀ : ତିନି କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବର୍ତ୍ତମାନ ପର୍ୟ୍ୟନ୍ତ ଫଳପ୍ରଦ ହୋଇନାହିଁ । ଏଥିପାଇଁ ସୁପ୍ରିମକୋର୍ଟ ବୁଧବାର ଚିନ୍ତା ପ୍ରକଟ କରିଛନ୍ତି । ତେବେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ :…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଜନସନ ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ତାଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ପୁଣି ଥରେ ଭାରତକୁ ଧନ୍ୟବାଦ
Read More...

ବ୍ଲୁଇକୋନୋମି ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବ : ପ୍ରଧାନମନ୍ତ୍ରୀ

● ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ଏବଂ କଠିନ ପରିଶ୍ରମୀ ମତ୍ସ୍ୟଜୀବୀଙ୍କ କଲ୍ୟାଣ ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ଏବଂ କଠିନ ପରିଶ୍ରମୀ ମତ୍ସ୍ୟଜୀବୀ ମାନଙ୍କର କଲ୍ୟାଣ
Read More...

ଗାଜିଆବାଦ : ଅଧିକାରୀମାନଙ୍କୁ ୩୦% କମିଶନ, ଶ୍ମଶାନ ଘାଟ କଣ୍ଟ୍ରାକ୍ଟରଙ୍କ ସ୍ୱୀକାରୋକ୍ତି

ଗାଜିଆବାଦ : ଗାଜିଆବାଦର ମୁରାଦନଗରରେ ଶ୍ମଶାନ ଘାଟର ଛାତ ଭୁଷୁଡ଼ି ଯାଇଥିବା ମାମଲାରେ ଗିରଫ ହୋଇଥିବା କଣ୍ଟ୍ରାକ୍ଟର ଅଜୟ ତ୍ୟାଗୀ କ୍ୟାମେରାରେ ଏହି ଆଶ୍ଚର୍ୟ୍ୟଜନକ ଘଟଣା ପ୍ରକାଶ କରିଛନ୍ତି ଏବଂ ଏହି ଶବଦାହ କ୍ଷେତ୍ରର ଛାତ ନିର୍ମାଣରେ ଥିବା ପରଦାକୁ ହଟାଇ ଦେଇଛନ୍ତି । ଗିରଫ କଣ୍ଟ୍ରାକ୍ଟର
Read More...

ଆସାମ ସରକାରଙ୍କ ନିଷ୍ପତ୍ତି : ବିଦ୍ୟାଳୟକୁ ଯାଉଥିବା ପ୍ରତ୍ୟେକ ଛାତ୍ରୀ ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ପାଇବେ

ଗୌହାଟି : ଝିଅମାନଙ୍କୁ ବିଦ୍ୟାଳୟକୁ ଯାଇ ନିଜ ଗୋଡ଼ରେ ଠିଆ ହେବାକୁ ଉତ୍ସାହିତ କରାଯିବା ଆବଶ୍ୟକ । ତା'ସହ ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କୁ ସମର୍ଥନ କରିବାର ଅଧିକ ଆବଶ୍ୟକତା ଅଛି । ଆସାମ ସରକାର ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉ‌ତ୍ସାହପ୍ରଦ ନିଷ୍ପତ୍ତି ନେଇଛନ୍ତି,
Read More...

ମମତା ସରକାରଙ୍କୁ ଆଉ ଏକ ଝଟକା : ପୂର୍ବତନ କ୍ରିକେଟର୍‌ ଲକ୍ଷ୍ମୀ ରତନ ଶୁକ୍ଲା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ବର୍ଷ ଆରମ୍ଭ ହୋଇଛି । ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୁଳ କଂଗ୍ରେସ କ୍ରମାଗତ ଭାବେ ପ୍ରତିବନ୍ଧକ ସାମ୍ନା କରି ଆସୁଛି। ମଙ୍ଗଳବାର ଦିନ ମମତା ସରକାରର ଆଉ ଜଣେ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍‌ ଲକ୍ଷ୍ମୀ ରତନ ଶୁକ୍ଲା ମନ୍ତ୍ରୀ ପଦରୁ ଇସ୍ତଫା
Read More...

ବାର୍ଡ ଫ୍ଲୁ ଆତଙ୍କ : କେରଳରେ ବିପର୍ୟ୍ୟୟ ଘୋଷଣା, ମନ୍ଦସୌରରେ ଚିକେନ୍-ଅଣ୍ଡା ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କରୋନା ଟୀକା ଆସିବା ପରେ ଆଶ୍‌ଶ୍ୱସ୍‌ସ୍ତି ମଧ୍ୟରେ ଏକ ନୂତନ ସଙ୍କଟ ବର୍ତ୍ତମାନ ଗଭୀର ଉଭା ହୋଇଛି । ବାର୍ଡ ଫ୍ଲୁ ଦେଶର ଅନେକ ରାଜ୍ୟରେ ବ୍ୟାପିଛି । ରାଜସ୍ଥାନ ପରେ ମଧ୍ୟପ୍ରଦେଶ, ହିମାଚଳ ଏବଂ କେରଳରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ
Read More...