Browsing Tag

news of india

ସରକାର ଏବଂ କୃଷକ ସଂଗଠନର ବୈଠକ ଶେଷ : ହୋଇ ପାରିଲା ନାହିଁ ସମାଧାନ, ଜାନୁଆରୀ ୧୯ରେ ପୁଣି ପରବର୍ତ୍ତୀ ଆଲୋଚନା

ନୂଆଦି‌ଲ୍ଲୀ : ଆଜି କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଆଉ ଏକ ରାଉଣ୍ଡ ଆଲୋଚନା ହୋଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ କମିଟି ପରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା, କିନ୍ତୁ ଏଥର ମଧ୍ୟ କିଛି ସମାଧାନର ବାଟ ଫିଟିନାହିଁ । କୃଷକ ସଂଗଠନ ପକ୍ଷରୁ କୃଷି ଆଇନ
Read More...

ମମତା ଦିଦି‌ଙ୍କ ଅଡ଼ୁଆ ତୁଟୁନି : ଏବେ ବୀରଭୂମ୍ ସାଂସଦ ଶତାବ୍ଦୀ ରାୟ ଛାଡ଼ିବେ ଦଳ ?

କୋଲକାତା : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ​​ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ବନ୍ଧୁମାନେ ଗୋଟିଏ ପରେ ଗୋଟିଏ ଦୂରେଇ ଯାଉଛନ୍ତି । ଶୁଭେନ୍ଦୁ ରାୟଙ୍କ ସମେତ ତୃଣମୂଳ କଂଗ୍ରେସର ଅନେକ ବରିଷ୍ଠ ନେତା ଦଳ ଛାଡି ସାରିଛନ୍ତି ଏବଂ ବର୍ତ୍ତମାନ ବୀରଭୂମ
Read More...

ରାଷ୍ଟ୍ରପତି ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ୧୦୧ ଟଙ୍କା ଦାନ କଲେ : ଆଜିଠାରୁ ପାଣ୍ଠି ଉତ୍ସର୍ଗ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ବିଶ୍ୱ ହିନ୍ଦୁ ପରିଷଦ ଆଜିଠାରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଉତ୍ସର୍ଗ ଅଭିଯାନ ଆରମ୍ଭ କରିଛି ଏବଂ ପ୍ରାରମ୍ଭରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ଦିର ନିର୍ମାଣରେ ଅରଭଦାନ ପାଇଁ ୫ ଲକ୍ଷ ୧୦୧ ଟଙ୍କାର ଚେକ୍ ଦେଇଛନ୍ତି । ଶ୍ରୀରାମ ଜ‌ନ୍ମଭୂମି ତୀର୍ଥ କ୍ଷେତ୍ରର
Read More...

ମୋଦୀଙ୍କୁ ଆନ୍ନା ହଜାରେଙ୍କ ଚିଠି, କୃଷକମାନ‌ଙ୍କ ପାଇଁ ଦିଲ୍ଲୀରେ କରିବେ ଆମରଣ ଅନଶନ

ନୂଆଦି‌ଲ୍ଲୀ : ଏକ ପ୍ରମୁଖ ଜାତୀୟ ଖବରକାଗଜ ଅନୁଯାୟୀ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦିଲ୍ଲୀରେ ଆମରଣ ଅନଶନ କରିକୁ ଚେତାବନୀ ଦେଇଛନ୍ତି । ଆନ୍ନା ହାଜର ଲେଖିଛନ୍ତି ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ସେ
Read More...

ଅବସରପ୍ରାପ୍ତ କ୍ୟାପଟେନ୍‌ଙ୍କ ପଚାସଢ଼ା ଶବ ମିଳିଲା ଘର ଭିତରେ : ପୁଅ କହିଲା – ବାପା ଏବେ ବି ଶୋଇଛନ୍ତି, ଉଠିଲେ…

ହରିୟାଣା : ଭାରତୀୟ ସେନାର କ୍ୟାପଟେନ ପଦରୁ ଅବସର ନେଇଥିବା ୮୦ ବର୍ଷିୟ ରାମ ସିଂଙ୍କ ପଚାସଢ଼ା ଶବକୁ ହରିୟାଣାର ଯମୁନନଗର ଜିଲ୍ଲାର ଜଗଧାରୀର ହୁଡ଼ା ସେକ୍ଟର- ୧୭ ତା‌ଙ୍କ ଘରୁ ଉଦ୍ଧାର କରାଯାଇଛି । ଅବସରପ୍ରାପ୍ତ କ୍ୟାପଟେନ ତାଙ୍କ ମାନସିକ ବିକୃତ ପୁଅ ପ୍ରବୀଣ କୁମାରଙ୍କ ସହ ଏଠାରେ ରହୁଥିଲେ
Read More...

ଜାନୁଆରୀ ୧୬ ତାରିଖରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

• ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୦୦୦ରୁ ଊର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେବ• ପ୍ରତ୍ୟେକ କେନ୍ଦ୍ରରେ ଉଦଘାଟନୀ ଦିବସରେ ପାଖାପାଖି ୧୦୦ ହିତାଧିକାରୀଙ୍କୁ ଟୀକା ଦିଆଯିବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
Read More...

୩୧ ଜାନୁଆରୀ ୨୦୨୧କୁ ଜାତୀୟ ପୋଲିଓ ଟୀକାଦାନ ଦିବସ ପାଳନ ପାଇଁ ପୁନଃ ତାରିଖ ଧାର୍ଯ୍ୟ : ୩୦ ଜାନୁଆରୀ ୨୦୨୧ରେ ଜାତୀୟ…

ନୂଆଦିଲ୍ଲୀ, (ପିଆଇବି) : ଜାନୁଆରୀ ୧୬, ୨୦୨୧ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବ୍ୟାପି ବୃହତ୍ ଟୀକାଦାନ ଅଭିଯାନ କୋଭିଡ-୧୯ ଟୀକାକରଣର ଶୁଭାରମ୍ଭ କରିବେ । ଏହା ହେଉଛି ବିଶ୍ୱର ସର୍ବବୃହତ୍ ଟୀକାଦାନ କାର୍ୟ୍ୟକ୍ରମ । ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତର
Read More...

ପାକିସ୍ତାନ ସୀମାରେ ଥିବା ସାମ୍ବା ସେକ୍ଟରରେ ଆଉ ଏକ ସୁଡ଼‌ଙ୍ଗ ମିଳିଲା

ଜାମ୍ମୁ : ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନ ସହ ଅନ୍ତର୍ଜାତୀୟ ସୀମାରେ ବିଏସଏଫ କର୍ମଚାରୀମାନେ ଆଉ ଏକ ସୁଡ଼‌ଙ୍ଗ ଠାବ କରିଛନ୍ତି । ସୀମା ସୁରକ୍ଷା ବାହିନୀ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ସହାୟତାରେ ଆତଙ୍କବାଦୀମାନେ ସୀମାରୁ ଅନୁପ୍ରବେଶ ପାଇଁ ସାମ୍ବା
Read More...

ଶତ୍ରୁ ତଥା ସମଗ୍ର ବିଶ୍ୱକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ସଂଦେଶ : ଦୁନିଆର ବଡ଼ରୁ ବଡ଼ ଶକ୍ତିକୁ ମଧ୍ୟ ଉପଯୁକ୍ତ…

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିନ ଭେଟେରାନ୍ସ ଦିବସ ଅବସରରେ କହିଛନ୍ତି ଯେ, ଆମର ସୈନିକମାନଙ୍କର କୌଣସି ଶତ୍ରୁକୁ ବି ଉପଯୁକ୍ତ ଉତ୍ତର ଦେବାର ଶକ୍ତି ଅଛି । ସେ କହିଛନ୍ତି, "ଆମେ କାହା ସହ ଲଢ଼ିବାକୁ ଚାହୁଁ ନାହୁଁ, ଆମେ ଶାନ୍ତି ଚାହୁଁ । ଆମେ କାହାର
Read More...

ଏବେ ମୁ‌କ୍ତ ବଜାରରେ ମିଳିବ ନାହିଁ କରୋନା ଟୀକା, କେବଳ ସରକାର କିଣି ଲୋକଙ୍କୁ ଯୋଗାଇବେ

ନୂଆଦି‌ଲ୍ଲୀ : ସାରା ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଚାଲିଥିବା ବେଳେ ଏବେ କରୋନା ଟୀକା ପହଂଚିଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଟୀକାକରଣ ପୂର୍ବରୁ ନୀତି ଆୟୋଗ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ
Read More...