Browsing Tag

news of india

ମହାରାଷ୍ଟ୍ରର ଅମରାବତୀରୁ ଲୋକସଭା ସାଂସଦ ନବନୀତ ରାଣାଙ୍କୁ ହତ୍ୟା ଧମକ : ଥାନାରେ ଅଭିଯୋଗ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀରୁ ଲୋକସଭା ସାଂସଦ ନବନୀତ ରାଣାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ଶ୍ରୀମତୀ ରାଣା ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, କୌଣସି ବ୍ୟକ୍ତି ଉତ୍ତର ଏଭନ୍ୟୁସ୍ଥିତ ତାଙ୍କର ଫ୍ଲାଟ୍‌ରେ ଧମକ ପତ୍ର ଛାଡ଼ିଛି । ପତ୍ରରେ ଅପମାନଜନକ ଭାଷାର ବ୍ୟବହାର
Read More...

ଦିଲ୍ଲୀ କୋର୍ଟର ବଡ ମନ୍ତବ୍ୟ : ଅସ‌ନ୍ତୁଷ୍ଟ‌ଙ୍କୁ ଚୁପ୍ କରିବା ପାଇଁ ଦେଶଦ୍ରୋହ ଆଇନ ଲାଗୁ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ : ଦେଶଦ୍ରୋହ ଆଇନକୁ ନେଇ ଦିଲ୍ଲୀ କୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ଅଦାଲତ କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କୁ ରୋକିବା ନାମରେ ବିଦ୍ରୋହୀଙ୍କୁ ନୀରବ କରିବା ପାଇଁ ଦେଶଦ୍ରୋହ ଆଇନ ବ୍ୟବହାର କରାଯାଇପାରିବ ନାହିଁ । ଦେବୀ ଲାଲ ବୁଡ଼ଦାକ ଏବଂ ସ୍ୱରୂପ ରାମଙ୍କୁ କୋର୍ଟ ଜାମିନ
Read More...

ବସ୍ ଦୁର୍ଘଟଣା : ୩୭ ଜଣଙ୍କ ମୃତ୍ୟୁ

ସିଧି : ଏକ ବସ୍ ଦୁର୍ଘଟଣାରେ ୩୭ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର ସିଧି ଜିଲ୍ଲା ପ୍ରଶାସନ ଅନୁସାରେ ଯେ, ଏପର୍ୟ୍ୟନ୍ତ ୨୦ ଜଣ ପୁରୁଷ, ୧୬ ଜଣ ମହିଳା ଏବଂ ଚାରି ବର୍ଷର ଜଣେ ଶିଶୁଙ୍କ ସମେତ ୩୭ ଟି ମୃତ୍ୟୁ ନିଶ୍ଚିତ ହୋଇଛି । ସ୍ଥାନୀୟ ପ୍ରଶାସନ ଅନୁଯାୟୀ ଏହି
Read More...

ମାର୍ଚ୍ଚରୁ ୫୦ ବର୍ଷରୁ ଅଧିକ ଲୋକ କରୋନା ଟୀକା ପାଇବେ : ସ୍ୱାସ୍ଥ୍ୟମନ୍ତ୍ରୀ ସଂକେତ ଦେଲେ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ରବିବାର ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଦିଲ୍ଲୀର ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ,
Read More...

କୁର୍ଣ୍ଣୁଲ ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଘଟିଥିବା ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି । ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ତରଫରୁ କୁହାଯାଇଛି, ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲଠାରେ
Read More...

ଭାଲେଣ୍ଟାଇନ୍‌ ଡେ’ରେ ନାବାଳିକା ଗର୍ଲଫ୍ରେଣ୍ଡକୁ ହତ୍ୟା କରି ମୃତଦେହକୁ ଫିଙ୍ଗିଦେଲା ଆଖୁ କିଆରିରେ : ପ୍ରେମିକ…

ବରେଲି : ଭାଲେଣ୍ଟାଇନ୍‌ ଡେ' ୨୦୨୧ ଦିନ ଉତ୍ତରପ୍ରଦେଶର ବରେଲିରେ ପ୍ରେମିକ ନାବାଳିକାକୁ ଗଳା କାଟି ହତ୍ୟା କରିଥିବା ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ପୋଲିସ ଅଭିଯୁକ୍ତ ଯୁବକ ବିକାଶଙ୍କୁ ଗିରଫ କରି ଆଖୁ କିଆରି ଘଟଣାସ୍ଥଳରୁ
Read More...

ଜାତୀୟ ରାଜପଥ ଟୋଲରେ ଦେୟ ପାଇଁ ଫାଷ୍ଟ ଟ୍ୟାଗ୍ ଆବଶ୍ୟକ ଆଜିଠାରୁ ସାରା ଦେଶରେ, ନଚେତ୍ ଡ଼ବଲ୍‌ ଜରିମାନା

ନୂଆଦିଲ୍ଲୀ : ଆଜିଠାରୁ ସାରା ଦେଶରେ ଜାତୀୟ ରାଜପଥ ଟୋଲରେ ଦେୟ ପାଇଁ ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଗାଡିରେ ଫାଷ୍ଟ ଟ୍ୟାଗ୍ ନାହିଁ, ତାଙ୍କୁ ଅଧିକ ଜୋରିମାନା କରାଯିବ । ତେବେ ଦୁଇଟି ଚକିଆ ଯାନ ଫାଷ୍ଟ ଟ୍ୟାଗରୁ ମୁକ୍ତ ଅଛି । ଯଦି କାରରେ ଫାଷ୍ଟ ଟ୍ୟାଗ୍ ନାହିଁ, ତେବେ
Read More...

ପୁଲୱାମା ଆକ୍ରମଣ ଘଟଣାକୁ ଦୁଇ ବର୍ଷ ପୂରିଲା : ମନେ ପକାଇଲେ ଏବେ ବି କୁରୁଳି ଉଠୁଛି ଛାତି

ଦୁଇ ବର୍ଷ ପୂର୍ବେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତ ମା'ର ୪୦ ପୁଅ ସହିଦ ହୋଇଥିଲେ ।ସେହି ଆତ୍ମଘାତୀ ଆକ୍ରମଣରେ ଅନ୍ୟ ୭୦ ସୈନିକ ଆହତ ହୋଇଥିଲେ ।ପରେ ପରେ ପାକିସ୍ତାନକୁ ବାଲାକୋଟ ଏୟାରଷ୍ଟ୍ରାଇକ୍ ମାଧ୍ୟମରେ ବିଶେଷ ଶିକ୍ଷା ଦିଆଯାଇଥିଲା । ନୂଆଦିଲ୍ଲୀ : ପୁଲୱାମା
Read More...

ଶ୍ରୀରାମ ମନ୍ଦିର ନିର୍ମାଣ ନାମରେ ଛପା ହେଉଥିଲା ନକଲି ରସିଦ : ପୋଲିସ ବି ଆଶ୍ଚର୍ଯ୍ୟ

ବୁଲନ୍ଦଶାହର : ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ପ୍ରତି‌ଷ୍ଠା ନାମରେ ଦାନ ସଂଗ୍ରହ ପାଇଁ ନକଲି ରସିଦ ଛାପିବା ମାମଲା ସାମ୍ନାକୁ ଆସିଛି । ନକଲି ରସିଦ ମାଧ୍ୟମରେ କଳା ଟଙ୍କା ଅର୍ଜନ ପାଇଁ ଅଭିଯୁକ୍ତମାନେ ପ୍ରସ୍ତୁତ ହେଉଥିଲେ । ସୂଚନାକୁ ଭିତ୍ତି କରି ପୋଲିସ ରସିଦ ପ୍ରିଣ୍ଟିଂ ପ୍ରେସ ଉପରେ
Read More...

ରକ୍ତାକ୍ତ ଖେଳ ଖେଳିଲେ ରେସଲିଂ କୋଚ୍ : ପାଞ୍ଚ ଜଣଙ୍କ ହତ୍ୟା

ହରିୟାଣା : ହରିୟାଣାର ରୋହତକ ଜିଲ୍ଲାରେ ତିନିଜଣ କୋଚ୍ ସମେତ ଦୁଇଜଣ ମହିଳା ରେସଲରଙ୍କ ମୃତ୍ୟୁ ଘଟିଛି । ଏହି ମାମଲାରେ ବର୍ତ୍ତମାନ ଅନେକ କିଛି ଖୁଲାସା ହୋଇଛି । କୁହାଯାଉଛି ଯେ ଜାଟ କଲେଜ ମଇଦାନକୁ ଆସିଥିବା ମହିଳା ଖେଳାଳି ପୂଜାଙ୍କ ପରିବାର ସଦସ୍ୟ କୋଚ୍‌ ମନୋଜଙ୍କୁ ସୁଖବିନ୍ଦର ନାମରେ
Read More...