Browsing Tag

Newdelhi news

୪୫ ବର୍ଷରୁ ଅଧିକ ବୟସ୍କ ଲୋକ ଏପ୍ରିଲ ୧ରୁ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ : ୪୫ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଏପ୍ରିଲ ୧ ପରେ କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି । ଏପର୍ୟ୍ୟନ୍ତ, ମେଡିକାଲ୍ ପ୍ରଫେସନାଲ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟତୀତ ୬୦ ବର୍ଷରୁ ଅଧିକ…
Read More...

କରୋନା ଆକ୍ରା‌ନ୍ତ ହେଲେ ଲୋକସଭା ବାଚସ୍ପତି ଓମ ବିର୍ଲା

ନୂଆଦିଲ୍ଲୀ : କରୋନାରେ ଆକ୍ରା‌ନ୍ତ ହୋଇଛ‌ନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ବର୍ତ୍ତାମନ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ‌ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବାନେଇ ହସପିଟାଲ କର୍ତ୍ତୃପକ୍ଷକଙ୍କ ତରଫରୁ ସୂଚନା ଦିଆଯାଇଛି ।
Read More...

ଦର୍ଶକଙ୍କ ଅପେକ୍ଷାର ଅନ୍ତ : ରିଲିଜ୍‌ ହେଲା ଫିଲ୍ମ’ସନ୍ଦୀପ୍ ଔର ପିଙ୍କି ଫରାର’

ନୂଆଦିଲ୍ଲୀ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବା ପରେ ରିଲିଜ୍ ହୋଇଯାଇଛି ଫିଲ୍ମ'ସନ୍ଦୀପ୍ ଔର ପିଙ୍କି ଫରାର' । ଏଥିରେ ମୁଖ୍ୟ ଅଭିନୟ କରିଛ‌ନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଅଭିନତା ଅର୍ଜୁନ୍ କପୁର । ଦିବାକର୍ ବାନାର୍ଜୀ ଏହି ଫିଲ୍ମକୁ ଡିରେକ୍ଟ କରିଥିବା ବେଳେ,…
Read More...

ଚାଲିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରି‌ଷ୍ଠ ବିଜେପି ନେତା ଦିଲୀପ ଗାନ୍ଧୀ

ନୂଆଦିଲ୍ଲୀ : ଚାଲିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରି‌ଷ୍ଠ ବିଜେପି ନେତା ଦିଲୀପ ଗାନ୍ଧୀ । ବୁଧବାର ସକାଳ ୩ ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ମୃତ୍ୟୁ ବେଳକୁ ତା‌ଙ୍କୁ ୭୦…
Read More...

କୃଷି ଆଇନକୁ ବିରୋଧ କରି ଆସ‌ନ୍ତା ମାର୍ଚ୍ଚ ୨୬ରେ ପୁଣି ଚାଷୀ‌ଙ୍କର ଭାରତ ବନ୍ଦ

ନୂଆଦି‌ଲ୍ଲୀ : ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ମାର୍ଚ୍ଚ ୨୬ ତାରିଖରେ ୪ ମାସ ପୂରା ହେଉଥିବାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ବନ୍ଦକୁ ଦେଶବ୍ୟାପୀ…
Read More...

ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଲେ କୋନେରୁ ହମ୍ପି

ନୂଆଦିଲ୍ଲୀ : ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଛ‌ନ୍ତି ଭାରତର ଷ୍ଟାର ଚେସ୍ ଖେଳାଳି କୋନେରୁ ହମ୍ପି । ସେ ର‌୍ୟାପିଡ ଚେସ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିବିସି ମହାନିର୍ଦ୍ଦେଶକ ଟିମ୍ ଡେଭ୍ ଏଥିରେ ଅଧ୍ୟକ୍ଷତା କରିବା ସହ ଭର୍ଚୁଆଲ ଉତ୍ସବରେ…
Read More...

ରିଲିଜ୍ ହେଲା ଫିଲ୍ମ’ସାଇନା’ର ଟିଜର

ନୂଆଦିଲ୍ଲୀ : 'ସାଇନା'ର ଅଫିସିଆଲ ଟିଜର୍ ଗୁରୁବାର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ବ୍ୟାଡମିଣ୍ଟନ ଚାମ୍ପିୟନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଅଟେ । ଟିଜରରେ ପରିଣୀତି ଚୋପ୍ରା ଏକଦମ୍ ସାଇନା ନେହୱାଲଙ୍କ ଲୁକରେ ନଜର ଆସୁଛନ୍ତି । ଫିଲ୍ମଟି ୨୬ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି ।
Read More...

ଲୋକସଭା ଟିଭି ଓ ରାଜ୍ୟସଭା ଟିଭିର ମିଶ୍ରଣ ହେଲା : ଆରମ୍ଭ ହେବ ସାଂସଦ ଟିଭି

ନୂଆଦିଲ୍ଲୀ : ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ମିଶ୍ରଣ ହୋଇଥିବା ବେଳେ ନୂଆ କରି ସାଂସଦ ଟିଭି ଆରମ୍ଭ ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି । ସୂଚନାନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କପୁରଙ୍କୁ ସାଂସଦ ଟିଭିର ପ୍ରଥମ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଏକ ବର୍ଷ…
Read More...

ପୋଷାକ କଳକାରଖାନାରେ ଭୟାବହ ଅଗ୍ନିକାଣ୍ଡ : ଜଣେ ମୃତ

ନୂଆଦିଲ୍ଲୀ : ଶନିବାର ସକାଳ ସମୟରେ ଦିଲ୍ଲୀର ପ୍ରତାପନଗରସ୍ଥିତ ଏକ ପୋଷାକ କଳକାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇବା ମାତ୍ରେ ଦମକଳ ବାହିନୀର ୨୮ଟି ଗାଡ଼ି ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୁବ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଛନ୍ତି । ଏହାସହ ସେଠାରେ ଉଦ୍ଧାର…
Read More...

ଆସାମ ପୁଲିସ ବିଭାଗରେ ଡିଏସ୍‌ପି ପଦରେ ନିଯୁକ୍ତି ପାଇଲେ ଦୌଡରାଣୀ ହିମା ଦାସ

ନୂଆଦି‌ଲ୍ଲୀ : ଦୌଡରାଣୀ ତଥା ଭାରତର ସୁନାଝିଅ ହିମା ଦାସ ଆସାମ ପୁଲିସ ବିଭାଗରେ ଡିଏସ୍‌ପି ପଦରେ ନିଯୁକ୍ତି ପାଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ ଶୁକ୍ରବାର ହିମାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଆସାମ ପୁଲିସ ବିଭାଗର ମହାନିର୍ଦେଶକ ତଥା ଅନ୍ୟ…
Read More...