Browsing Tag

Newdelhi news

ଦେଶରେ ୧୦ ଲକ୍ଷରୁ କମ୍ ସକ୍ରିୟ ମାମଲା : ୨୪ ଘଣ୍ଟା ମଧ୍ୟରେ ୭୦,୪୨୧ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସମ୍ବନ୍ଧୀୟ ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି । ବର୍ତ୍ତମାନ ଦେଶରେ ଦିନକୁ ଦିନ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହି କାରଣରୁ
Read More...

ନୂଆଦିଲ୍ଲୀରେ ଅନଲକ୍ ପ୍ରକ୍ରିୟାରେ ଆସନ୍ତାକାଲି ସମସ୍ତ ବଜାର, ମଲ୍, ରେଷ୍ଟୁରାଣ୍ଟ ଖୋଲିବା ଆରମ୍ଭ କରିବ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଅନଲକ୍ ପ୍ରକ୍ରିୟାରେ ସୋମବାର ଠାରୁ ସମସ୍ତ ବଜାର, ମଲ୍, ରେଷ୍ଟୁରାଣ୍ଟ ଦିଲ୍ଲୀରେ ଖୋଲିବା ଆରମ୍ଭ କରିବ। ତେବେ ସ୍କୁଲ-କଲେଜ, ସୁଇମିଂ ପୁଲ, ସ୍ପା ସେଣ୍ଟର ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୮୩୪ ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୮୩୪ ଜଣ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୩୩୦୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୪ଲକ୍ଷ
Read More...

ମସଜିଦ ଭିତରେ ୧୦ ବର୍ଷର ବାଳିକାକୁ ଯୌନ ନିର୍ୟାତନା, ୪୭ ବର୍ଷୀୟ ଅଭିଯୁକ୍ତ ଧର୍ମଗୁରୁ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ମସଜିଦ ଭିତରେ ଜଣେ ୧୦ ବର୍ଷର ଜଣେ ବାଳିକାକୁ ଯୌନ ନିର୍ୟାତନା ଅଭିଯୋଗରେ ଜଣେ ୪୭ ବର୍ଷୀୟ ଧର୍ମଗୁରୁକୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ, ଏହି ଘଟଣା ରବିବାର ଦିନ ଘଟିଛି । କୁହାଯାଉଛି ଯେ, ଧର୍ମଗୁରୁ ଝିଅଟିକୁ ଦିଲ୍ଲୀର ଏକ ମସଜିଦ ଭିତରକୁ ନେଇ
Read More...

ରାମଦେବ ବାବାଙ୍କ କରୋନିଲ କିଟ୍‌କୁ ଭୁଟାନ ପରେ ନେପାଳ ନିଷିଦ୍ଧ କଲା

ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ବିକଶିତ କରୋନିଲ କିଟ୍‌କୁ ଭୁଟାନ ପରେ ନେପାଳ ନିଷିଦ୍ଧ କରିଛି । ନେପାଳ ଆୟୁର୍ବେଦ ଓ ଅଲଟରନେଟିଭ ମେଡିସିନ ବିଭାଗ କରୋନା ସଂକ୍ରମଣ ରୋକିବାରେ କରୋନିଲ ପ୍ରଭାବଶାଳୀ ହେଉନଥିବାରୁ କରୋନିଲ କିଟ୍ ବଣ୍ଟନକୁ ବନ୍ଦ କରିଦେଇଛି ।
Read More...

ଆଜିର ସୂର୍ଯ୍ୟୋପରାଗ କେତେବେଳେ ଏବଂ କେଉଁଠାରେ ଭାରତରେ ଦୃଶ୍ୟମାନ ହେବ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଆଜି ଜ୍ୟେଷ୍ଠ ଆମାବାସ୍ୟାରେ ହେବାକୁ ଯାଉଛି । ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟୋପରାଗ ମଧ୍ୟାହ୍ନ ୧:୪୨ ରୁ ଆରମ୍ଭ ହୋଇ ସଂଧ୍ୟା ୬.୪୧ ପର୍ୟ୍ୟନ୍ତ ଚାଲିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସୂର୍ଯ୍ୟୋପରାଗ ଭାରତର
Read More...

୩୬ ବର୍ଷରେ ପାଦ ଦେଲେ ବଲିଉଡର ଲୋକ ପ୍ରିୟ ଅଭିନେତ୍ରୀ ସୋନମ କପୂର

ନୂଆଦିଲ୍ଲୀ : ୩୬ ବର୍ଷରେ ପାଦ ଦେଇଛନ୍ତି ବଲିଉଡର ଲୋକ ପ୍ରିୟ ଅଭିନେତ୍ରୀ ସୋନମ କପୂର । ୯ ଜୁନ୍ ଆଜି ହେଉଛି ସୋନମ କପୂରଙ୍କ ଜନ୍ମଦିନ । ଜନ୍ମ ଦିନରେ ତାଙ୍କ ଶୁଭେଚ୍ଛୁମାନେ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିବା ବେଳେ ତାଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା କରିଛନ୍ତି ।
Read More...

ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ଠକେଇ ମାମଲାରେ ୭ ବର୍ଷ ଜେଲ

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଡର୍ବାନ ସ୍ଥିତ ଏକ ଅଦାଲତ ଏକ ଠକେଇ ଓ ଜାଲିଆତି ମାମଲାରେ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଆଶିଷ ଲତା ସେଠାକାର ଜଣେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ୬ ମିଲିୟନ୍‌ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର
Read More...

କରୋନାର ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ବିପଦଜନକ ହେବ ନାହିଁ : ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ : କୋଭିଡ -୧୯ର ତୃତୀୟ ତରଙ୍ଗକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ତୃତୀୟ ତରଙ୍ଗ ପିଲାମାନଙ୍କୁ ପ୍ରଭାବିତ କରିବ ବୋଲି କୌଣସି ପ୍ରମାଣ ନାହିଁ ବୋଲି ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ, ଦୁନିଆର କୌଣସି ସର୍ଭେରୁ ଏଭଳି ଘଟଣା ବାହାରି
Read More...

ଭଲ ଖବର : କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍‌ ପାଇଁ ସରକାର ନିର୍ଦ୍ଦେଶ ଦେଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଟିକା ନୀତି ଘୋଷଣା କରିବା ପରେ କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ, କୋଭିଡ ଆଣ୍ଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୋମବାର ଘୋଷଣା କରିଛନ୍ତି ଯେ, କେନ୍ଦ୍ର
Read More...