Browsing Tag

new delhi news

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନେଲେ କୋଭିଡ ଟୀକା

ନୂଆଦି‌ଲ୍ଲୀ : ଆଜି କୋଭିଡ ଟୀକାର ପ୍ରଥମ ଡୋଜ ନେଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟୀକାର ପ୍ରଥମ ଡୋଜ ନେଇଥିବା ଜଣାପଡିଛି । କେଜ୍ରିୱାଲଙ୍କ ସହିତ ତାଙ୍କ ବାପା ଓ ମା' ବି ଟୀକା ନେଇଛନ୍ତି ।
Read More...

ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ ଟୀକାକରଣ

ନୂଆଦି‌ଲ୍ଲୀ : ଆଜିଠୁ ଦେଶବ୍ୟାପୀ କୋଭିଡ୍ ଟୀକା ନେଉଛନ୍ତି ବରିଷ୍ଠ ନାଗରିକ । ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟୀକା । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଟୀକା ଦିଆଯାଉଛି । ସରକାରୀ ସେଣ୍ଟରରେ ଟୀକା ମାଗଣା । ତେବେ ଘରୋଇ
Read More...

ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଦିଲ୍ଲୀ ଲାଲ କିଲ୍ଲା

ନୂଆଦିଲ୍ଲୀ : ଗତ ୨୬ ତାରିଖରେ ହୋଇଥିବା କୃଷକ‌ଙ୍କ ଉପଦ୍ରବ ପରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ତରଫରୁ ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ଗତକାଲି ଠାରୁ ଅର୍ଥାତ ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟ‌ନ୍ତ ବ‌ନ୍ଦ ହେଲା ଦିଲ୍ଲୀ ଲାଲ କିଲ୍ଲା । ଲାଲ କିଲ୍ଲା ଦେଖରେଖ
Read More...