Browsing Tag

muribahal news

ଖଇରମାଲ ଗ୍ରାମର ଦିବ୍ୟାଙ୍ଗ ଯୁବକ ନିଖୋଜ ଘଟଣା : ଅପହରଣ ଅଭିଯୋଗରେ ଥାନାରେ ଅଟକ ୨ଜଣଙ୍କୁ କୋର୍ଟ ଚାଲାଣ, ନିଖୋଜଙ୍କ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଖଇରମାଲ ଗ୍ରାମର ବବଲୁ ବନଛୋର (୧୯) ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଗତ ରବିବାର ଦିନଠାରୁ ଗାଁରୁ ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ
Read More...

ମୁରିବାହାଲର ନୂତନ ତହସିଲଦାର ରୂପେ ଆୟୁବ ମଣ୍ଡଳଙ୍କ କାର୍ଯ୍ୟରେ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲରେ ନୂତନ ତହସିଲଦାର ରୂପେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ଆୟୁବ ମଣ୍ଡଳ ଗୁରୁବାର କାର୍ୟ୍ୟରେ ଯୋଗଦାନ କରିଛନ୍ତି । ସେ ଏହାପୂର୍ବରୁ କୋରାପୁଟ ଜିଲ୍ଲା କୁନ୍ଦ୍ରା ତହସିଲଦାର ରୂପେ କାର୍ୟ୍ୟ କରୁଥିଲେ ।
Read More...

ସାମ୍ବିଧାନିକ ଅଧିକାର ତାଲିମ ଶିବିର

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ସାମ୍ବିଧାନିକ ଅଧିକାର ଓ ମାନବିକ ଅଧିକାର ସଂକ୍ରାନ୍ତୀୟ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁରଲୀ ଚରଣ ଦାସ ସ୍ୱାଗତ ଭାଷଣ ସହିତ ବିଭିନ୍ନ ସାମ୍ବିଧାନିକ ଅଧିକାର
Read More...

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ବାଇକ୍‌ ଦୁର୍ଘଟଣାରେ ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ରାଣୀସିଲେଟ ଗାଁର ଅର୍ଜୁନ ମାଝୀ(୨୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସେ ବୁଧବାର ବାଇକ ଯୋଗେ ବାରବନ୍ଧ ଗାଁରୁ ନିଜ ଘରକୁ ଫେରୁଥିବା ବେଳେ ବାରବନ୍ଧ-ଗୁଲମୀ ରାସ୍ତା ଶିବ
Read More...

ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଅଫିସ ପରିସରରେ ଏକ ଅମୃତ ଧାରା ପ୍ରକଳ୍ପ ରବିବାର ଉଦ୍‌ଘାଟିତ ହୋଇଯାଇଛି । ସେହିପରି ସ୍ଥାନୀୟ ଖଜୁରମୁଣ୍ଡାରେ ହେବାକୁ ଥିବା ଅମୃତ ସରୋବର କାର୍ଯ୍ୟର ଭୂମିପୂଜା ମଧ୍ୟ ସମ୍ପନ୍ନ ହୋଇଛି । ଏଥିରେ ଅନେକ ମାନ୍ୟଗଣ୍ୟ
Read More...

ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ନୂତନ କର୍ମକର୍ତ୍ତା ଚୟନ

ମୁରିବାହାଲ, (ହୁଲେଶ୍ୱର ହଂସ) : ମୁରିବାହାଲ ଟଟୋପରା ଗ୍ରାମରେ ଉପେନ୍ଦ୍ର ସାହୁଙ୍କ ଆମ୍ବ ବଗିଚାରେ ଟଟୋପରା ଓ ପିଠାପରା ଚକ୍‌ ଶହେ ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ପୂର୍ବତନ ସଭାପତି ଅର୍ଜୁନ ସାହୁଙ୍କ ସଭାପତିତ୍ୱରେ ଓ ଉପେନ୍ଦ୍ର ସାହୁଙ୍କ
Read More...

ମୁରିବାହାଲ ବ୍ଲକ ପତ୍ରାପାଲି(କ) ଗ୍ରାମରେ ଦୁଇ ଦିବସୀୟ ମେଗା ଚକ୍ଷୁ ପରୀକ୍ଷା ଶିବିର ଉଦ୍‌ଯାପିତ

ଟିଟିଲାଗଡ/ମୁରିବାହାଲ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ପତ୍ରାପାଲି(କ) ଗ୍ରାମରେ ଦୁଇ ଦିନିଆ ମେଗା ଚକ୍ଷୁ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରର ଆୟୋଜକ ହଂସରାଜ ଜୈନ ସଦସ୍ୟ ଡବ୍ଲୁଓଡିସି, ପୂର୍ବତନ ଅଧ୍ୟକ୍ଷ, ରାଜ୍ୟ ସମ୍ପାଦକ ବିଜେଡି ଓଡିଶା ପ୍ରଦେଶଙ୍କ ଉଦ୍ୟମରେ ଏବଂ ବିଜୁ
Read More...

ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ସଦର ମହକୁମା(ବସ୍ତି)ର ଧନମତ ଛୁରାଙ୍କ ଘରେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁରେ ୭୦ ହଜାର ଟଙ୍କା ସହ ଘରର ବହୁ ଆସବାବପତ୍ର ପୋଡି ଛାରଖାର ହୋଇଯାଇଛି । ଘଟଣାସ୍ଥଳରେ ମୁରିବାହାଲ ଦମକଳ ବାହିନୀ ପହଞ୍ଚି
Read More...

ଗାଈ ଚୋରି ଅଭିଯୋଗ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ଚଣାବାହାଲ ଗ୍ରାମର ଚାଷୀ ନାଭ ପାତ୍ର(୫୦)ଙ୍କ ଏକ ବଡ ଦୁଧିଆଳି ଗାଈକୁ ଦୁର୍ବୃତ୍ତମାନେ ଗୁରୁବାର ଅପରାହ୍ନରେ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଚୋରି କରି ନେଇଥିବା ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି । ଗାଈଟି ଗାଁର ଏକ ଜମିରେ ଚରୁଥିବା ବେଳେ
Read More...

ମହୁଲ ବୋଝେଇ ମିନିଟ୍ରକ୍‌ ଜବତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗାଁରୁ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଏକ ମହୁଲ ବୋଝେଇ ମିନିଟ୍ରକକୁ ଜବତ କରିଛି । ଗାଡିରୁ ୭୫ଟି ବସ୍ତାରେ ୩୦ କ୍ୱିଣ୍ଟାଲ ମହୁଲ ରହିଥିଲା । ଜବତ ମିନିଟ୍ରକ୍‌ (ଓଡି୦୩ସି ୪୧୫୦) ମୁରିବାହାଲର ବ୍ୟବସାୟୀ
Read More...