Browsing Tag

muribahal news

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଗୁଲମୀ ଫରେଷ୍ଟର ଅଶୋକ ନାଏକ : ଲାଞ୍ଚ ୧୦ହଜାର ଟଙ୍କା ସହ ମୋଟ ୧୨ହଜାର ଟଙ୍କା ଜବତ

ରେଙ୍ଗାଲ ଗଛ କାଟିବା ବାବଦ ପାଇଁ ନେଉଥିଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ରେଞ୍ଜ ଗୁଲମୀ ଫରେଷ୍ଟର ଅଶୋକ କୁମାର ନାଏକ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ କାବୁ କରିଥିଲା ବଲାଙ୍ଗିର ଭିଜିଲାନ୍ସ ଟିମ । ସୂଚନା ମୁତାବକ କୌଶିକ କୁମାର ଭୋଇ ନାମକ ଜଣେ
Read More...

ମୁରିବାହାଲ ବ୍ଲକସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହଠାରେ ସୋମବାର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସକୁ
Read More...

ମୁରିବାହାଲର ବରିଷ୍ଠ କଂଗ୍ରେସ ନେତା ବିଭୀଷଣ ମହାନନ୍ଦଙ୍କ ପତ୍ନୀ ବିନୋଦିନୀ ମହାନନ୍ଦଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କଂଗ୍ରେସ କମିଟିର ବରିଷ୍ଠ ନେତା ବିଭିଷଣ ମହାନନ୍ଦଙ୍କ ପତ୍ନୀ ବିନୋଦିନୀ ମହାନନ୍ଦଙ୍କ ଶନିବାର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ରାୟପୁରର ଭିୟାଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ
Read More...

୫୯ନ ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ଟ୍ରକ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ମାରି ଟଙ୍କା, ମୋବାଇଲ ଓ ଚଣା ଲୁଟ୍

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆବର୍ଷ ପୂର୍ବ ରାତିରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ମୁରିବାହାଲ ଥାନା ଅଞ୍ଚଳରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଏହି ଜାତୀୟ ରାଜପଥ ଦେଇ ଯାଉଥିବା ଜଣେ ଟ୍ରକ ଡ୍ରାଇଭରଙ୍କୁ
Read More...

ମୁରିବାହାଲ ଯୋଗେଶ୍ୱର ବିହାର ମଠରେ ଅଲେଖ ବ୍ରହ୍ମଯଜ୍ଞ ଓ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ଯୋଗେଶ୍ୱର ବିହାର ମଠଠାରେ ମଠର ପିଠାଧିଶ୍ୱର ସାଧୁ ସୁଶିଲ ଦାସଙ୍କର ନେତୃତ୍ୱରେ ୨୯ ତାରିଖରେ କଳସ ଯାତ୍ରା ଓ ୩୦ ତାରିଖରେ ମହିମା ଅଲେଖ ବ୍ରହ୍ମଯଜ୍ଞ ବାଲ୍ୟଲୀଳା ଓ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
Read More...

ହଳଦୀ କାମଧେନୁ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ଥିବା କାମଧେନୁ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତିର ସମସ୍ତ ଦୁଗ୍ଧ ଚାଷୀ ଉପସ୍ଥିତ ଥିଲେ । ସମିତିର
Read More...

ଲଖନା କପ୍ କ୍ରିକେଟ ପ୍ରତିଯୋଗିତାରେ ଘଣ୍ଟବାହାଲକୁ ହରାଇ ଯମୁନା ଦଳ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ସଦରମହକୁମା ଖେଳ ପଡ଼ିଆଠାରେ ଗ୍ରାମର ସ୍ପୋର୍ଟସ ଆସୋସିଏନ ତରଫରୁ ଚାଲିଥିବା ତୃତୀୟ ଲଖନା କପ୍ କ୍ରିକେଟ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି । ଏଥିରେ ଘଣ୍ଟବାହାଲ ଦଳକୁ ପରାସ୍ତ କରି ଯମୁନା
Read More...

ମୁରିବାହାଲ ଓ ଚଣାବାହାଲ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମୁରିବାହାଲ ସଦର ଓ ଚଣାବାହାଲ ଗ୍ରାମରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଗୁରୁବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଯୋଗେଶ୍ୱର ବିହାରରେ ଅନୁଷ୍ଠିତ ସରସ୍ଵତୀ ଶିଶୁ ବିଦ୍ୟା
Read More...

ମୁରିବାହାଲ ଧନୁଯାତ୍ରା ମହୋତ୍ସବର ପଞ୍ଚମ ରଜନୀ

କାଳିୟ ଦଳନ, ପୁତନା ଓ ଷଢ଼ମଲ୍ଲ ନିହତସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଧନୁଯାତ୍ରା ପ‌ଡ଼ିଆ ଠାରେ ଚାଲିଥିବା ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ରବିବାର ପଞ୍ଚମ ଦିବସରେ ପହଞ୍ଚିଛି ।
Read More...

ଗୋପପୁରକୁ ସ୍ଥାୟୀ ରାସ୍ତା ନ ଥିବାରୁ ମହାରାଜ କଂସଙ୍କ ମଞ୍ଚରେ ହାଇକୋର୍ଟ ଆଇନଜୀବୀଙ୍କୁ ପ୍ରଶ୍ନ

ମହାରାଜ କଂସଙ୍କ ଗୋପପୁର ପରିକ୍ରମା ଓ ବନ୍ଦୀଘରେ ଶ୍ରୀକୃଷ୍ଣ ଜନ୍ମମୁରିବାହାଲ ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିବସ ମଥୁରାନଗରୀ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଧନୁଯାତ୍ରା ପଡ଼ିଆଠାରେ ଚାଲିଥିବା ସପ୍ତମ ବର୍ଷ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଶନିବାର
Read More...