Browsing Tag

muribahal news

ମୁରିବାହାଲ ବ୍ଲକସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳନ ପାଇଁ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସର ପାଳନର ଅବ୍ୟବହିତ ପୂର୍ବରୁ ତଥା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଏକ ମାରାଥନ ଦୌଡ ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ଘୁଷୁରାମୁଣ୍ଡା ଗ୍ରାମ
Read More...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମୁରିବାହାଲ ବ୍ଲକସ୍ତରୀୟ ହିନ୍ଦୁ ସଚେତନତା ଓ ସୁରକ୍ଷା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବାଂଲାଦେଶରେ ସୃଷ୍ଟି ହୋଇଥିବା ଅରାଜକତା ଓ ଏହାର ପ୍ରଭାବରେ ସେଠାକାର ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ବିରୁଦ୍ଧରେ ତଥା ମୁରିବାହାଲ ବ୍ଲକ ଅଞ୍ଚଳରେ ଅନଧିକାର ଭାବେ ବସବାସ କରୁଥିବା ବାହାର ଅନୁପ୍ରବେଶକାରୀଙ୍କୁ ତୁରନ୍ତ
Read More...

ଟ୍ରାକ୍ଟର ଧକ୍କାରେ ନାବାଳକ ଛାତ୍ର ମୃତ ଘଟଣା : ମଧ୍ୟରାତ୍ରୀରେ ହଟିଲା ରାସ୍ତାରୋକ୍, ଟ୍ରାକ୍ଟର ଅଟକ, ଡ୍ରାଇଭରଙ୍କୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(କ)ପଞ୍ଚାୟତ ଲାରିପଡା ଛକ ନିକଟରେ ରବିବାର ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ କ୍ଷତିପୂରଣ ଦାବୀରେ ଚାଲିଥିବା ରାସ୍ତା ଅବରୋଧ ମଧ୍ୟରାତ୍ରୀରେ
Read More...

ଶତାୟୁ ବିଚିତ୍ରାନନ୍ଦ ମହାକୁରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଦନ୍ଦରା ଗ୍ରାମର ଶତାୟୁ ବୃଦ୍ଧ ବିଚିତ୍ରାନନ୍ଦ ମହାକୁରଙ୍କ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ବର୍ଷ ବୟସ ହୋଇଥିଲା । ସେ ମୁରିବାହାଲ ଚକ୍ ଷାଠିଏ ଘର ଡୁମାଳ ସମାଜର
Read More...

ଟ୍ରାକ୍ଟର ଧକ୍କାରେ ନାବାଳକ ଛାତ୍ର ମୃତ : ଉତ୍ତ୍ୟକ୍ତ ଲୋକଙ୍କ କ୍ଷତିପୂରଣ ଦାବୀରେ ରାସ୍ତାରୋକ, ଡ୍ରାଇଭର୍‌କୁ ନିସ୍ତୁକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(କ)ପଞ୍ଚାୟତ ଲାରିପଡା ଛକ ନିକଟରେ ରବିବାର ସନ୍ଧ୍ୟାରେ ଟ୍ରାକ୍ଟର୍‌ ଧକ୍କାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ପତ୍ରାପାଲି(କ) ପଞ୍ଚାୟତ ଖପାଦର ଗ୍ରାମର ସଂଜୀବ ପୁଟେଲଙ୍କ ଏକମାତ୍ର ପୁଅ
Read More...

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଗଠିତ

ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ସଭାପତିଜୟନ୍ତ କୁମାର ସାହୁ ସାଧାରଣ ସମ୍ପାଦକନବୀନ କୁମାର ତାଣ୍ଡି କୋଷାଧ୍ୟକ୍ଷଖଗେଶ୍ୱର ସାହୁ କାର୍ଯ୍ୟକାରୀ ସଭାପତି ମନୋନୀତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ
Read More...

ଗରଗଡବାହାଲରେ ଲଘୁଚାପ ବର୍ଷାରେ ଘର ଭାଙ୍ଗିଲା : ଆବାସ ଯୋଜନାରେ ସାମିଲ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡବାହାଲ ପଞ୍ଚାୟତ ସଦର ଗ୍ରାମର ଇନ୍ଦ୍ରମଣି ବାଗ(୪୦)ନାମକ ଜଣେ ବ୍ୟକ୍ତିଙ୍କ ଇଟାରେ ତିଆରି ଏକ ଘର ଗତ ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିବାରୁ ଅଳ୍ପକେ ପରିବାର ଲୋକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ।
Read More...

ଇଚ୍ଛାପଡ଼ା, ରେଙ୍ଗାଲିରେ ବିଧବା ମହିଳାଙ୍କ ଘର ଭାଙ୍ଗିଲା : ସହାୟତା ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମର ପୂର୍ଣ୍ଣମୀ ମୁଗ୍ରୀ ନାମକ ଜଣେ ବିଧବା ମହିଳାଙ୍କ ଘର ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଛି । ବିଧବା ମହିଳାଙ୍କୁ ବହୁ ବର୍ଷ ପୂର୍ବରୁ ୨୨ ହଜାର ଟଙ୍କାର ଏକ ଆବାସ ଗୃହ
Read More...

ଡଙ୍ଗରପଡ଼ା, କୋକଡୁଙ୍ଗୁରୀରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ କୋକଡୁଙ୍ଗୁରିଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦି କନ୍ଧ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ବ୍ଲକ ଡ଼ଙ୍ଗରପଡା ଶାଖା ଆନୁକୂଲ୍ୟରେ ପ୍ରଗଣା ସଭାପତି ଲଳିତ ଯାନୀଙ୍କ ଅଧ୍ୟକ୍ଷତାରେ
Read More...

ବିନା ମୂଲ୍ୟରେ ୫୦ ହଜାର ଫଳବୃକ୍ଷ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା ଜନମୁକ୍ତି ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବସୁଦେବ ପଣ୍ଡା ଫାଉଣ୍ଡେସନ୍‌, ସଷ୍ଟେନେବଲ୍ ଇନିସିଏଟିଭ୍ ଓ ଜନମୁକ୍ତି ଅନୁଷ୍ଠାନ ସହାୟତାରେ ପରିଚାଳିତ ମେଗା ଫଳ ଚାରା ବଣ୍ଟନ ଅଭିଯାନକୁ ଶୁକ୍ରବାର ମୁଖ୍ୟ
Read More...