Browsing Tag

muribahal news

ଫଟାମୁଣ୍ଡା ୟୁପି ସ୍କୁଲ ପ୍ରଧାନଶିକ୍ଷକଙ୍କ ଦାଦାଗିରି ଓ ବ୍ୟାପକ ଅନିୟମିତତା ଅଭିଯୋଗ : ସ୍କୁଲରେ ତାଲା ପକାଇ ତୀବ୍ର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚତୁର ବାଗ ବହୁ ବର୍ଷ ଧରି ଏହି ସ୍କୁଲରେ ହିଁ ରହି ଦାଦାଗିରି କରୁଥିବା ତଥା ତାଙ୍କ ଇଙ୍ଗିତରେ ସ୍କୁଲରେ ବ୍ୟାପକ ଅନିୟମିତତା
Read More...

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ନିକଟବର୍ତ୍ତୀ ପତ୍ରାପାଲି (ଗ) ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
Read More...

ପୁଞ୍ଜିପଥରରେ ଟିଟିଲାଗଡ ଶାଖା ଜୀବନ ବୀମା ଅଭିକର୍ତ୍ତା ସଂଘର ୨୯ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ

ନୂତନ କର୍ମକର୍ତ୍ତା ନିର୍ବାଚିତବୁଲବୁଲ୍ ମେହେର ସଭାପତି, ଅସୀମ କୁଣ୍ଡୁ ସମ୍ପାଦକ, କ୍ଷୀରୋଦ ସାହୁ କୋଷାଧ୍ୟକ୍ଷ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ(ଲିଆଫି) ଟିଟିଲାଗଡ ଶାଖାର ୨୯ତମ ସାଧାରଣ ବାର୍ଷିକ ସଭା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା
Read More...

ମୁରିବାହାଲରେ ଆଦିବାସୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଆଦିବାସୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ
Read More...

ହଳଦୀରେ ମଣ୍ଡଳସ୍ତରୀୟ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ସଦର ମହକୁମାଠାରେ ଜାଗ୍ରତ ହିନ୍ଦୁ ସମାଜ ଦ୍ୱାରା ହଳଦୀ ମଣ୍ଡଳସ୍ତରୀୟ ବିରାଟ "ହିନ୍ଦୁ ସମ୍ମିଳନୀ" ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ୪ଟି ପଞ୍ଚାୟତ ହଳଦୀ, ପତ୍ରାପାଲି(ଖ), ବିଟାବନ୍ଧ ଓ
Read More...

ଗୋଷ୍ଠୀ ସାଧନ କର୍ମୀ ନବୀନ କୁମାର ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ(ବିଇଓ)ରେ କାର୍ଯ୍ୟରତ ଗୋଷ୍ଠୀ ସାଧନ କର୍ମୀ ନବୀନ କୁମାର ସାହୁ ଆଜି ଜାନୁୟାରୀ ୩୧ତାରିଖ ଦିନ ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବାରୁ ତାଙ୍କୁ କାର୍ଯ୍ୟାଳୟରେ
Read More...

କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ “ଆୟାମ” ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ “ଆୟାମ” ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ
Read More...

ମୁରିବାହାଲ ପଞ୍ଚାୟତି ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ହାଇସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ନାଗଙ୍କ ସଭାପତିତ୍ୱରେ ଓ ସ୍କୁଲ କିରାଣୀ ତଥା
Read More...

ଦନ୍ଦରା ଉଚ୍ଚ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ ଦନ୍ଦରା ଗ୍ରାମରେ ଥିବା ଆଜ଼ାଦ ଉଚ୍ଚ ବିଦ୍ୟାଳୟର ଦୀର୍ଘ ୩୦ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ ଥର ପାଇଁ ପ୍ରଥମ ବାର୍ଷିକ ଉତ୍ସବ ବହୁ ଧୂମଧାମର ସହ ପାଳନ କରାଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ
Read More...

ମୁରିବାହାଲରେ ବ୍ଲକ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ବ୍ଲକ କଂଗ୍ରେସ କମିଟି ଓ ବିକାଶ ମଞ୍ଚର ପୂର୍ଣ୍ଣ ସମର୍ଥନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ନବନିର୍ମାଣ କୃଷକ ସଂଗଠନ ଓ ବଲାଙ୍ଗିର ଜିଲ୍ଲା ମିଳିତ କୃଷକ ମଞ୍ଚ ତଥା ବ୍ଲକ କୃଷକ ସଂଗଠନ ପକ୍ଷରୁ ବୁଧବାର ଆଠ ଘଣ୍ଟା ପାଇଁ ଦିଆଯାଇଥିବା ବନ୍ଦ ଡାକରା ମୁରିବାହାଲ ବ୍ଲକ ଅଞ୍ଚଳରେ
Read More...