ରେଳ ଧାରଣରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ
ମୟୂରଭଞ୍ଜ : ବାଙ୍ଗିରିପୋଷି ଜ୍ୟୋତି ଆଇଟିଆଇ ଅନତି ଦୂର ରେଳ ଧାରଣରେ ପଡିଛି ମୃତଦେହ । ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆର୍ପିଏଫ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ, ଜ୍ୟୋତି!-->…
Read More...
Read More...