ବସ୍ ଧକ୍କାରେ ଯୁବକ ମୃତ
ମାଲକାନଗିରି : କୋରିୟର କାମ ସାରି ଘରକୁ ଫେରୁଥିବା ବେଳେ ବସ୍ ଧକ୍କାରେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ମାଥିଲି ବ୍ଲକର ସାରଙ୍ଗପାଲି ଗ୍ରାମର ଶିବ ବାରିକ ନାମକ ଯୁବକ ଏକ ଘରୋଇ କୋରିୟର୍ରେ କାମ କରୁଥିଲେ । କାଲି ମାଲକାନଗିରି ଆସି ନିଜର କାମ ସାରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ!-->…
Read More...
Read More...