ନଦୀରେ ବୁଡିଲା ଡଙ୍ଗା, ୨ ନିଖୋଜ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତରେ ନିକଟରେ ଡ଼ଙ୍ଗା ବୁଡ଼ିଯିବା ଫଳରେ ପ୍ରଖର ନଦୀ ସ୍ରୋତରେ ୨ ଜଣ ଭାସିଯାଇଥିବା ଖବର ମିଳିଛି । ନିଖୋଜ ୨ ଜଣ ବ୍ୟକ୍ତି ଗିଲାମାମୁଡି ଗ୍ରାମର ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସୋମବାର ଏକ!-->!-->!-->…
Read More...
Read More...